ନାରୀ ସୁରକ୍ଷା ଦାବି ନେଇ ଏସପିଙ୍କ କାର୍ଯ୍ୟାଳୟ ଘେରାଉ
ନୂଆପଡା: ବର୍ତ୍ତମାନ ରାଜ୍ୟ ବ୍ୟାପି ନାରୀ ନିର୍ଯ୍ୟାତନା ବନ୍ଦ ସହ ଆଇନ ଶୃଙ୍ଖଳା ବିରୁଦ୍ଧରେ ବିଭିନ୍ନ ରାଜନୈତିକ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ପ୍ରଥମେ ଖଡ଼ିଆଳ,…