ସାମ୍ନାକୁ ଆସିଲା କପିଲ ଶର୍ମାଙ୍କ କାଫେରେ ଆକ୍ରମଣ ପଛର କାରଣ, ସଲମାନ ଖାନଙ୍କ ସହ ରହିଛି ଲିଙ୍କ୍….
ନୂଆଦିଲ୍ଲୀ: ଗୁରୁବାର କମେଡି କିଙ୍ଗ କପିଲ ଶର୍ମାଙ୍କ କାନାଡା ସ୍ଥିତ କାଫେ ଉପରକୁ ଆକ୍ରମଣ ହୋଇଥିଲା । ଯେତେବେଳେ କି କପିଲ୍ ନିଜେ ସେହି ସମୟରେ କାଫେରେ ଉପସ୍ଥିତ ଥିଲେ । ହେଲେ ସୌଭାଗ୍ୟବଶତଃ ତାଙ୍କର କିଛି ହୋଇନଥିବା ସୂଚନା ମିଳିଛି । ଯାହାକୁ ନେଇ ଏବେ ଛାନଭିନ୍ ଆରମ୍ଭ ହୋଇଥିବା…