Latest Odisha News

BREAKING NEWS

Monthly Archives

August 2025

ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗ: ବୟସ ସୀମା ୪ ବର୍ଷ କୋହଳ

ଭୁବନେଶ୍ବର: ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗରେ ସର୍ବାଧିକ ବୟସସୀମା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ଆସିଲା ରାୟ । ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କଲେ ରାଜ୍ୟ ସରକାର । ଏନେଇ…

କେଉଁ ରୋଗ ଯୋଗୁଁ ଶରୀରରେ କ୍ୟାଲସିୟମର ଅଭାବ ଦେଖାଦିଏ…

ଭୁବନେଶ୍ବର:କ୍ୟାଲସିୟମ ଏକ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ଯାହା ମଜବୁତ ହାଡ଼ ଏବଂ ଦାନ୍ତ ଗଠନରେ ସାହାଯ୍ୟ କରେ। ଏହା କେବଳ ହାଡ଼ ଗଠନ ପାଇଁ ନୁହେଁ, ବରଂ ମାଂସପେଶୀର ଶକ୍ତି, ହୃଦସ୍ପନ୍ଦନ ଏବଂ ସଠିକ୍ ସ୍ନାୟୁ କାର୍ଯ୍ୟ ପାଇଁ ମଧ୍ୟ ଅତ୍ୟାବଶ୍ୟକ। ଶରୀରରେ ଥିବା ମୋଟ କ୍ୟାଲସିୟମର ପ୍ରାୟ ୯୯%…

୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି; ଏହି ୪ଟି ରାଶିଙ୍କୁ ମିଳିବ ଲାଭ…

ଭୁବନେଶ୍ବର: ଅଗଷ୍ଟ ୧୭ ତାରିଖରେ ସୂର୍ଯ୍ୟ କର୍କଟ ରାଶିରୁ ସିଂହ ରାଶିକୁ ଗମନ କରିବେ। କେତୁ ପୂର୍ବରୁ ସିଂହ ରାଶିରେ ଉପସ୍ଥିତ ଅଛନ୍ତି, ତେଣୁ ଏହି ରାଶିରେ ସୂର୍ଯ୍ୟ-କେତୁ ଏକାଠି ହେବେ । ପ୍ରାୟ ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ଏହି ଏକାଠି ହେବେ । ଯଦିଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ…

ଶ୍ରୀ ଭାଗବତ ସାର ୧୨୨: ଭାଗବତ ଲୀଳା ବର୍ଣ୍ଣନା ହୋଇଛି ଜଗତ ଉଦ୍ଧାର ପାଇଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା କରିବାର ଉପଦେଶ ଦେବର୍ଷି ନାରଦ ଭଗବାନ ବ୍ୟାସଦେବଙ୍କୁ ଦେଇ କହିଲେ ମନ୍ୟୁଷ ମାନଙ୍କ ତପସ୍ୟା, ବେଦାଧ୍ୟୟନ, ଯଜ୍ଞାନୁଷ୍ଠାନ, ସଦଗୁଣ କଥନ ତଥା ସଦଜ୍ଞାନ ଫଳରେ ପୁଣ୍ୟ ଶ୍ଳୋକ ପରମାତ୍ମାଙ୍କ ସମ୍ବନ୍ଧରେ ଆତ୍ମ…

ରାଜଧାନୀରେ ଚାଞ୍ଚଲ୍ୟ; ଡେଲିଭରୀ ବୟ ଆକ୍ରମଣରେ ମହିଳା ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱରରେ ଅନଲାଇନ ଫୁଡ୍ ଡେଲିଭରୀକୁ ନେଇ ଏପରି କିଛି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭୁବନେଶ୍ୱରରେ ବିନୋଦିନୀ ରଥ ନାମକ ଜଣେ ମହିଳା ଅନଲାଇନରେ ଫୁଡ୍ ଅର୍ଡର୍ କରିଥିଲେ। ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହେବାରୁ ସେ…

ଏବେ AI କରିବ ଲୋକଙ୍କ ସମସ୍ୟାର ସମାଧାନ, ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଚମତ୍କାର ପ୍ରଜେକ୍ଟ

ନୂଆଦିଲ୍ଲୀ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC) ସହରର ପ୍ରମୁଖ ସମସ୍ୟା ସମାଧାନ ଓ ନାଗରିକ ସେବାକୁ ଉନ୍ନତ କରିବା ପାଇଁ ଗୁଗଲ ସହ ହାତ ମିଳାଇଛି। ଏହି ଉଦ୍ୟମ ଅଧୀନରେ ଖୁବଶୀଘ୍ର ଏକ ଜେନେରେଟିଭ ଏଆଇ (Generative AI) ଆଧାରିତ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ, ଯାହା…

ସବୁଜ ସଡକ ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ!

ଭୁବନେଶ୍ୱର: ସହରାଞ୍ଚଳ ମାନଙ୍କରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ଅଳିଆ ବ୍ୟବହାର ହେବ। ଏନେଇ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉଷା ପାଢୀ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ସ୍ଥାୟୀ ଏବଂ…

ଜହ୍ନରେ କାହିଁକି ପରମାଣୁ ରିଏକ୍ଚର ବନାଇବାକୁ ଚାହୁଁଛି ଆମେରିକା, ଏଥିରେ କ’ଣ ହେବ ?

ନୂଆଦିଲ୍ଲୀ: ଆମେରିକା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଚନ୍ଦ୍ରରେ ଏକ ପରମାଣୁ ରିଆକ୍ଟର ନିର୍ମାଣ କରିବାକୁ ଯୋଜନା କରୁଛି। ଏହା ପୂର୍ବରୁ ସେ ଚନ୍ଦ୍ରରେ ଏକ ବେସ ଏବଂ ମାନବୀୟ ବସତି ମଧ୍ୟ ପ୍ରତିଷ୍ଠା କରିପାରେ, ଯେଉଁଥିରେ କିଛି ଘର ନିର୍ମାଣ ହେବ। ପ୍ରଶ୍ନ ଉଠୁଛି, ଆମେରିକୀୟ ମହାକାଶ ସଂସ୍ଥା…

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ସପତ୍ନୀକ ଶ୍ରୀଜିଉଙ୍କ ଆଶିଷ ନେଲେ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି।ଆଜି ସନ୍ଧ୍ୟାରେ ବର୍ଷା ସତ୍ତ୍ୱେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଜ୍ୟର ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର…

WiFi ପୂରା ରାତି ଚାଲୁ ରଖିବା ଠିକ୍ କି ନୁହେଁ, ଜାଣନ୍ତୁ କେତେ ଖର୍ଚ୍ଚ ହୁଏ ବିଜୁଳି

ନୂଆଦିଲ୍ଲୀ:  ଆଜିକାଲି ଲୋକମାନେ ଅନଲାଇନ ରହିବାକୁ ବେଶୀ ପସନ୍ଦ କରୁଛନ୍ତି। କିନ୍ତୁ ଦୀର୍ଘ ସମୟ ଅନଲାଇନ ରହିବା ଅନେକ ଚ୍ୟାଲେଞ୍ଜ ଆଣିଥାଏ। ଯଦି ଆପଣ ମୋବାଇଲ କିମ୍ବା ଡିଭାଇସରେ ରାତି ଅଧିଆ ପର୍ଯ୍ୟନ୍ତ ସ୍କ୍ରୋଲ କରୁଛନ୍ତି, ତେବେ ସମ୍ଭବତଃ ଆପଣଙ୍କ ୱାଇ-ଫାଇ ରାଉଟର ସାରା ରାତି ଚାଲୁ…