Latest Odisha News

BREAKING NEWS

Monthly Archives

August 2025

ଆମେରିକାର ଟାରିଫ ଧମକ ମଧ୍ୟରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ ଭାରତ ଆସିପାରନ୍ତି। ତେବେ ଚାରି…

ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନର ନୋଟିସ। ଭୋଟର ତାଲିକାରେ ହେରଫେରକୁ ନେଇ ଲଗାଇଥିବା ଅଭିଯୋଗର ପ୍ରମାଣ ଦେବା ପାଇଁ ନୋଟିସ ହୋଇଛି। କର୍ଣ୍ଣାଟକର ଲୋକସଭା ନିର୍ବାଚନ ସମୟରେ ଭୋଟର ତାଲିକାରେ ହେରଫେର ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ…

ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ଚ୍ୟାଲେଞ୍ଜ: ତଥ୍ୟ ପ୍ରମାଣ ଦିଅନ୍ତୁ, ସତ୍ୟପାଠରେ ଦସ୍ତଖତ କରି ଦାଖଲ କରନ୍ତୁ

ନୂଆଦିଲ୍ଲୀ: ରାୟବରେଲି ଲୋକସଭା ଆସନର ସାଂସଦ ଏବଂ ନିମ୍ନ ସଦନର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ନିର୍ବାଚନ କମିଶନଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ସମସ୍ତ ଅଭିଯୋଗର କେନ୍ଦ୍ରରେ ନିର୍ବାଚନ କମିଶନ ଅଛନ୍ତି। ସେ ଭାରତୀୟ ଜନତା ପାର୍ଟି ଉପରେ ନିର୍ବାଚନ କମିଶନଙ୍କ ସହାୟତାରେ…

ଭୂକମ୍ପରେ ଥରିଲା ରାଜସ୍ଥାନ

ପ୍ରତାପଗଡ଼: ରାଜସ୍ଥାନର ପ୍ରତାପଗଡ଼ରେ ଗୁରୁବାର ସକାଳ ୧୦.୦୭ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଘରୁ, ଅଫିସ ଏବଂ ଦୋକାନରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପ ପରେ କିଛି ସମୟ ପାଇଁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଥିଲା। ଆଉ ସିସିଟିଭି କ୍ୟାମେରାରେ ଭୂକମ୍ପ ଝଟକା…

ଦେଶରେ ଚାଲିଛି ଅପରାଧିକ ଦୁର୍ନୀତି, ଭୋଟର ତାଲିକାରେ ହେରଫେର: ନିର୍ବାଚନ କମିଶନଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବଡ଼…

ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାରତୀୟ ନିର୍ବାଚନ କମିଶନ (ECI) ଉପରେ ଭୋଟର ତାଲିକାରେ ଏକ ବଡ଼ ଜାଲିଆତିର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଏହି ଦେଶରେ ଏକ ବହୁତ ବଡ଼ ଅପରାଧିକ ଘୋଟାଲା କରାଯାଉଛି। ଏହା ନିର୍ବାଚନ କମିଶନ ଏବଂ…

ଗାଁରେ ବ୍ୟାପୁଛି ଜଣ୍ଡିସ, ଟେଷ୍ଟ ପାଇଁ ଯାଇଛି ୩୩ ନମୁନା

କଟକ:ବଡ଼ମ୍ବା ବ୍ଲକ ଗୋବିନ୍ଦପୁର ଗାଁରେ ବ୍ୟାପୁଛି ଜଣ୍ଡିସ ରୋଗ। ଗାଁରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ୩୩ ଜଣଙ୍କର ନମୁନା ଟେଷ୍ଟ ପାଇଁ ଯାଇଥିଲା। ୧୪ ଜଣ ଶିଶୁ ଆକ୍ରାନ୍ତଙ୍କୁ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଗାଁରେ ମେଡିକାଲ ଟିମ ଆସି…

କମାଲ କରିବ ରାହୁଲଙ୍କ ଡିନର ଡିପ୍ଲୋମାସି !

ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରସଙ୍ଗରେ ଅନେକ ଦିନ ପରେ ଏକଜୁଟ୍ ହେଉଛନ୍ତି ବିରୋଧୀ। ପୂର୍ବରୁ ମହାରାଷ୍ଟ୍ର ପରାଜୟ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠିଥିଲା ତ ମମତା ବାନାର୍ଜୀ ଜୋରଦାର କରିଥିଲେ ବିରୋଧର ସ୍ବର। ଲାଲୁ ଯାଦବ ହୁଅନ୍ତୁ କି ଶରଦ ପାଓ୍ବାର,…

‘ଯେସାକୁ ତେସା’, ଆମେରିକାକୁ ତା’ ଭାଷାରେ ଜବାବ ଦେବାକୁ ମୋଦି ସରକାରଙ୍କୁ ଆହ୍ବାନ ଦେଲେ ଥରୁର….

ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ଭାରତ ପ୍ରତି କଠୋରତାକୁ ନେଇ ଯେସାକୁ ବଡ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । କଂଗ୍ରେସ ସାଂସଦ ଶଶି ଥରୁର ଗୁରୁବାର ମୋଦି ସରକାରଙ୍କୁ ଆମେରିକୀୟ ସାମଗ୍ରୀ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରି ଏବଂ ବିକଳ୍ପ ବଜାର ଅନୁସନ୍ଧାନ କରି ଆମେରିକାର…

ଆୟରଲ୍ୟାଣ୍ଡରେ ସୁରକ୍ଷିତ ନୁହଁନ୍ତି ଭାରତୀୟ!

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ହୋଇଛି ଜଣେ ଛଅ ବର୍ଷର ଝିଅ। ଯିଏକି ଭାରତୀୟ ବଂଶୋଦ୍ଭବ। ସୂଚନା ଅନୁଯାୟୀ, କେରଳର କୋଟ୍ଟାୟମର ବାସିନ୍ଦା ନିଆ ନବୀନ ଦକ୍ଷିଣ-ପୂର୍ବ ଆୟରଲ୍ୟାଣ୍ଡର ୱାଟରଫୋର୍ଡ ସହରରେ ତାଙ୍କ ଘର ବାହାରେ ଖେଳୁଥିଲେ। ସେହି ସମୟରେ ୧୨ରୁ ୧୪ ବର୍ଷ ବୟସର…

ଖୁବଶୀଘ୍ର ପୂରଣ ହେବ ୨୨, ୮୯୬ ଗ୍ରୁପ୍ ସି ପଦବୀ, ଅଗଷ୍ଟ ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖୁଵଶୀଘ୍ର ପୂରଣ ହେବ ୨୨ହଜାର ୮୯୬ ଗ୍ରୁପ ସି ପଦବୀ। ରାଜ୍ୟ ସରକାରଙ୍କ ୧୦ ବିଭାଗର ଗ୍ରୁପ ସି ର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ। ଅଗଷ୍ଟ ୩୧ ସୁଦ୍ଧା ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତି ପୂରଣ କରିବାକୁ ନିର୍ଦ୍ଦେଶ ରହିଛି। ଖାଲି…