Latest Odisha News

BREAKING NEWS

Monthly Archives

August 2025

ସାହିତ୍ୟ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ନବମ ଶ୍ରେଣୀ ଛାତ୍ରୀ

ଢେଙ୍କାନାଳ: ସାହିତ୍ୟ ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ଅସଦାଚରଣ ଅଭିଯୋଗ ଆଣିଲେ ନବମ ଶ୍ରେଣୀ ଛାତ୍ରୀ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ। ଏହି ଘଟଣାରେ ସ୍କୁଲରେ ଅଭିଯୋଗ ସତ୍ତ୍ୱେ କେହି ନଶୁଣିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ନବମ ଶ୍ରେଣୀ ଛାତ୍ରୀ।…

ଟ୍ରମ୍ପଙ୍କୁ ମହଙ୍ଗା ପଡିବ ଟାରିଫ୍ ଛାଟ !

ନୂଆଦିଲ୍ଲୀ: ଭାରତ ଉପରେ 50 ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି ଡୋନାଲଡ ଟ୍ରମ୍ପ। ଏମିତି ହେଲେ ଅଧିକ କ୍ଷତି ସହିବ ଆମେରିକା, କାରଣ ସେଠାରେ ଭାରତୀୟ ଉତ୍ପାଦ ମହଙ୍ଗା ହୋଇଯିବ। ହେଲେ ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି। ଭାରତ…

ଏହି କାରଣରୁ ଏସିଆ କପରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ:ଭାରତ ଆସିବନି ପାକିସ୍ତାନ । ପାକିସ୍ତାନ ପୁରୁଷ ହକି ଦଳ ଅଗଷ୍ଟ ୨୯ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବିହାରର ରାଜଗିରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରୁ ଓହରି ଯାଇଛି । ବୁଧବାର ଦିନ ଏକ ସାକ୍ଷାତକାରରେ ହକି ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ ସରକାର…

‘ରୁଷିଆ ତେଲ ନୁହେଁ, ଅସ୍ତ୍ରବିରତି ଶ୍ରେୟ ନଦେଇ ଟ୍ରମ୍ପଙ୍କ ଟାର୍ଗେଟରେ ଭାରତ’, ଜାଣନ୍ତୁ କିଏ କହିଦେଲେ ଏମିତି…..

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଯାହା ଆସନ୍ତା ୨୧ ଦିନ ଭିତରେ ଲାଗୁ ହେବା ନେଇ ଘୋଷଣା ହୋଇଛି । ଏପଟେ ଆଜି ଠାରୁ ଭାରତ ସାମଗ୍ରୀ ଉପରେ ୨୫% ଶୁଳ୍କ ଲାଗୁ ହୋଇଯାଇଛି । ଯାହା ଏବେ…

ଟାରିଫ୍ ଲାଗୁ ପରେ ଯଦି ଆମେରିକାକୁ ସାମଗ୍ରୀ ପଠାଇବା ବନ୍ଦ କରିଦିଏ ଭାରତ….ତେବେ କ’ଣ ହେବ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତରୁ ଆମଦାନୀ ଉପରେ ୨୫% ଶୁଳ୍କ ନିୟମ ଆଜିଠୁ ଲାଗୁ ହୋଇଛି । ତା ଉପରେ ପୁଣି ବୁଧବାର ଟ୍ରମ୍ପ ଭାରରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଘୋଷଣା କରିଛନ୍ତି । ଯାହା ଆଗାମୀ ୨୧ ଦିନ ଭିତରେ ଲାଗୁ ହେବ । ଯାହା ପଛରେ ଭାରତ ଦ୍ୱାରା…

ଜାତୀୟ ହସ୍ତତନ୍ତ ଦିବସ: ଜନତା ମୈଦାନରେ ‘EKTA’ର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଗୁରୁବାର ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ 'EKTA'ର ଶୁଭାରମ୍ଭ କଲେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଲେ ବଲିଉଡ୍ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ। ଏହି…

ଏଣିକି ଆମ ବସରେ ଯାତ୍ରା କରିବେ କ୍ରୁଟ୍ ଅଧିକାରୀ, ଯାତ୍ରୀଙ୍କ ନେବେ ମତାମତ

ଭୁବନେଶ୍ୱର: ଏଣିକି ସପ୍ତାହକୁ ୨ ଥର ଆମ ବସରେ ଯାତ୍ରା କରିବେ କ୍ରୁଟ୍ ଅଧିକାରୀ। ଆଉ ଡ୍ରାଇଭରଙ୍କ ପାଖରେ ବସି ଯାତ୍ରୀଙ୍କ ନେବେ ମତାମତ। ଏନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି। ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଏପରି…

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି

ରାଉରକେଲା: ସୁରକ୍ଷା ବାହିନୀଙ୍କୁ ପୁଣି ଏକ ବଡ଼ ସଫଳତା। ମାଟିତଳୁ ବିପୁଳ ପରିମାଣର ବିସ୍ଫୋରକ କଲେ ଜବତ। ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରାଇକେଲା ଓ ସରଣ୍ଡା ଜଙ୍ଗଲ ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି। IED ଜବତ କଲା ମିଳିତ ସୁରକ୍ଷା ବାହିନୀ। ଏକ ପ୍ଲାଷ୍ଟିକ କଣ୍ଟେନରରେ ମାଟି ତଳେ…

ଘାଟି ତଳକୁ ଖସିଲା ସିଆରପିଏଫ୍ ଗାଡି: ୨ ଯବାନ ମୃତ, ଅନେକ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲାରେ ଯବାନଙ୍କ ଗାଡ଼ି ଦୁର୍ଘଟଣା। ବସନ୍ତଗଡ଼-କାଣ୍ଡଭା ରାସ୍ତାରେ ଘାଇକୁ ଓଲଟିଲା ଗାଡ଼ି। ୨ CRPF ଯବାନ ମୃତ, ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ଆହତଙ୍କୁ ଚିକିତ୍ସା…