ଆପଣ କ’ଣ ବାଥରୁମ୍ କବାଟ ଖୋଲା ରଖୁଛନ୍ତି..ସହିପାରନ୍ତି ଏହି ସବୁ କ୍ଷତି
ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ, ଘରର ବାଥରୁମ୍ ଏବଂ ଶୌଚାଳୟ ସବୁଠାରୁ ଅଧିକ ନକାରାତ୍ମକ ଶକ୍ତି ଉତ୍ପନ୍ନ କରେ। କାରଣ ଏହି ସ୍ଥାନଗୁଡ଼ିକ ମଇଳା,ଓଦା ସାମଗ୍ରୀର କେନ୍ଦ୍ର ଅଟେ । ଯଦି ଏଗୁଡ଼ିକୁ ସଫା ରଖା ନ ଯାଏ, ତେବେ ଏହା ଘରର ସକାରାତ୍ମକ ଶକ୍ତିକୁ ଦୁର୍ବଳ କରିଦିଏ ଏବଂ ଜୀବନରେ…