Latest Odisha News

BREAKING NEWS

Monthly Archives

August 2025

ଓଡିଶାରେ ୬୦ ପ୍ରତିଶତ ପିଲାଙ୍କ ପାଖରେ ନାହିଁ ଆଧାରକାର୍ଡ

ଭୁବନେଶ୍ବର: ଓଡ଼ିଶାରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ୬୦ ପ୍ରତିଶତ ଏବଂ ୫-୧୮ ବର୍ଷ ବୟସ ପିଲାଙ୍କ ୯ ପ୍ରତିଶତ ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ । ବର୍ତ୍ତମାନ ସମସ୍ତ କାମ ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଦ୍ୱାରା ଜାରି କରାଯାଇଥିବା ସ୍ୱତନ୍ତ୍ର ପରିଚୟ ପତ୍ର ଆଧାର…

ଇତିହାସ ରଚିବେ ମୋଦି ସରକାରଙ୍କ ଆଉ ଦୁଇ ପାଣ୍ଡବ, ଭାଙ୍ଗିଯିବ କି ନେହେରୁଙ୍କ ରେକର୍ଡ?

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ଏବଂ ଏହାର ମନ୍ତ୍ରୀମାନେ ପ୍ରତିଦିନ ନୂଆ ଇତିହାସ ସୃଷ୍ଟି କରୁଛନ୍ତି। ମଙ୍ଗଳବାର ଦିନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ସବୁଠାରୁ ଅଧିକ ସମୟ ପାଇଁ ଗୃହମନ୍ତ୍ରୀ ହୋଇଛନ୍ତି। ଅମିତ ଶାହ ମେ ୩୦, ୨୦୧୯ ରେ ଦେଶର…

୧୪୪ଟି କ୍ଷେପଣାସ୍ତ୍ରରେ ସଜ୍ଜିତ ‘ପ୍ରୋଜେକ୍ଟ ୧୮’, ୫ଶହ କିଲୋମିଟର ଦୂରରୁ ଶତ୍ରୁକୁ ଦେବ କଡା ଜବାବ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଏକ ବଡ଼ ପଦକ୍ଷେପ । ଭାରତ 'ପ୍ରୋଜେକ୍ଟ ୧୮' ନାମକ ଏକ ପରବର୍ତ୍ତୀ ପିଢ଼ିର ବିଧ୍ୱଂସକ ଯୁଦ୍ଧଜାହାଜ ନିର୍ମାଣ କରିବାକୁ ଯୋଜନା କରିଛି । ଏହି ଜାହାଜ କେବଳ ବୈଷୟିକ ଭାବରେ ଉନ୍ନତ ହେବ ନାହିଁ, ବରଂ ଚୀନ୍ ଏବଂ ପାକିସ୍ତାନର ମିଳିତ…

ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୩୧ରେ ଚୀନ୍‌ ଗସ୍ତ କରିବା ନେଇ ସୂଚନା। SCO ସମ୍ମିଳନୀରେ ଯୋଗ ଦେବାକୁ ଚୀନ୍‌ ଯିବେ ମୋଦି। ଚୀନ ସହ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନରେ ଅନୁଷ୍ଠିତ…

କୈଳାସ ଯାତ୍ରା ରୁଟ୍ ରେ ହଠାତ୍ ଆସିଲା ବନ୍ୟା,୪୧୩ ତୀର୍ଥଯାତ୍ରୀଙ୍କୁ ITBP କଲେ ଉଦ୍ଧାର

ନୂଆଦିଲ୍ଲୀ:ହିମାଚଳ ପ୍ରଦେଶର କିନ୍ନୌର କୈଳାସ ଯାତ୍ରା ରୁଟରେ ଦୁଇଟି ଅସ୍ଥାୟୀ ସେତୁ ଭାସିଯିବା ପରେ ୪୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ହିମାଚଳପ୍ରଦେଶର କିନ୍ନୌରର କିନ୍ନର କୈଳାସ ଯାତ୍ରା ମାର୍ଗରେ ତାଙ୍ଗଲିଙ୍ଗ ଅଞ୍ଚଳରେ ମଧ୍ୟ ହଠାତ୍ ବନ୍ୟା ଆସିଥିଲା। ଘଟଣା ପରେ…

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଲେ, ଧାନ ସଂଗ୍ରହ ବୃଦ୍ଧି ପାଇଁ ପ୍ରସ୍ତାବ…

ଭୁବନେଶ୍ୱର: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଭେଟି ରାଜ୍ୟର ଧାନ ସଂଗ୍ରହ ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ। FCI ଦ୍ୱାରା ମାସିକ ଚାଉଳ ଉଠାଣ ବୃଦ୍ଧି କରିବାକୁ ଅନୁରୋଧ କଲେ। ବାଜରା ପ୍ରୋତ୍ସାହନ ଓ ସଂରକ୍ଷଣ…

ଲାଇନ କଟିଗଲା, ଶ୍ରୀଦେବୀଙ୍କୁ ପ୍ରପୋଜ କରି ପାରିଲେନି ରଜନୀକାନ୍ତ

ମୁମ୍ବାଇ: ଭାରତୀୟ ଫିଲ୍ମର ଦୁଇ ଲୋକପ୍ରିୟ ଚେହେରା ଶ୍ରୀଦେବୀ ଏବଂ ରଜନୀକାନ୍ତଙ୍କୁ କିଏ ବା ନ ଜାଣେ । ଚାଲବାଜ ଫିଲ୍ମରେ ସେମାନଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ପରେ ଉଭୟ ହିନ୍ଦର, ତେଲୁଗୁ, ତାମିଲରେ ଅନେକଗୁଡିଏ ଫିଲ୍ମ ଏକତ୍ର କରିଥିଲେ । ଇତି ମଧ୍ୟରେ ରଜନୀକାନ୍ତଙ୍କ…

ଆମେରିକା ଗଲେ ଦେବେ ଏତେ ଟଙ୍କା !

ନୂଆଦିଲ୍ଲୀ: ଭିସା ନିୟମକୁ ଦିନକୁ ଦିନ ଶକ୍ତ କରିବାରେ ଲାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏବେ ପର୍ଯ୍ୟଟକଙ୍କୁ ନେଇ ନୂଆ ପାଇଲଟ ପ୍ରୋଗ୍ରାମ ଆଣିଛି ଆମେରିକା। ଏହା ଆଧାରରେ ପର୍ଯ୍ୟଟକ ଓ ବ୍ୟବସାୟ ଭିସାରେ ଆମେରିକାରେ ପହଞ୍ଚୁଥିବା ଲୋକଙ୍କୁ ଭିସା ବଣ୍ଡ ଭାବେ 15ହଜାର ଡଲାର…

ମସ୍କୋରେ କ’ଣ କରୁଛନ୍ତି ଡୋଭାଲ?

ନୂଆଦିଲ୍ଲୀ: ତେଲ, ଟାରିଫ, ଏସ୍-400କୁ ନେଇ ଚର୍ଚ୍ଚା। ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ମଧ୍ୟରେ ଋଷରେ ଭାରତର ଜେମସ ବଣ୍ଡ ଅଜିତ ଡୋଭାଲ୍। ବିଶ୍ବରେ ଭୂ-ରାଜନୈତିକ ସ୍ଥିତି ସମ୍ବେଦନଶୀଳ ମୋଡରେ ଥିବା ବେଳେ ଋଷରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଋଷ ନେତାଙ୍କ…

ଟ୍ରମ୍ପଙ୍କୁ ଚେତାଇ ଦେଲେ ଆମେରିକାର ଏହି ବ୍ୟକ୍ତି….’ଭାରତ ଭଳି ଶକ୍ତିଶାଳୀ ସହଯୋଗୀ ସହିତ ସମ୍ପର୍କ ନଷ୍ଟ…

ନୂଆଦିଲ୍ଲୀ: ଭାରତ ସହିତ ଆମେରିକାର ଏବେ ତିକ୍ତତା ବଢୁଥିବା ବେଳେ ଏବେ ଆମେରିକାରୁ ହିଁ ଟ୍ରମ୍ପଙ୍କୁ ଚେତାବନୀ ମିଳିଛି । ସଂଯୁକ୍ତ ରାଷ୍ଟ୍ରରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ତୀବ୍ର ସମାଲୋଚନା କରିଛନ୍ତି, ଯେଉଁଥିରେ ସେ ଭାରତୀୟ…