Latest Odisha News

BREAKING NEWS

Monthly Archives

August 2025

ଜୀବନ୍ତ ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ

କେନ୍ଦ୍ରାପଡ଼ା: ଘର ଭିତରେ ଜୀବନ୍ତ ଜଳିଗଲେ ଯୁବତୀ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ। ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀଜଣଙ୍କ ଜୀବନ ହାରିଛନ୍ତି। ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିବା ଜଣାପଡିଛି…

ସବୁ ସରକାରୀ ବିଲ୍ଡିଂ ହେବ ଗେରୁଆ ରଙ୍ଗ…

ଭୁବନେଶ୍ୱର: ଓଡ଼ିଶା ସରକାର ଏକ ବିଜ୍ଞପ୍ତି ଜାରି କରି ସମସ୍ତ ନୂତନ ଏବଂ ବିଦ୍ୟମାନ ସରକାରୀ କୋଠାର ମରାମତି ଏବଂ ନବୀକରଣ ସମୟରେ ଗେରୁଆ ରଙ୍ଗ କୋଡ୍ ବାଧ୍ୟତାମୂଳକ କରିଛନ୍ତି। ପୂର୍ତ ବିଭାଗ ଦ୍ୱାରା ଜୁଲାଇ ୩୦ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ ବାହ୍ୟ କାନ୍ଥ ଏବଂ ସୀମା ଯଥାକ୍ରମେ…

ପ୍ରିୟଙ୍କା କାହିଁକି କହିଲେ ମୋତେ ଅପମାନିତ କଲେ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ମନଇଚ୍ଛା ପୋଷ୍ଟ ପ୍ରାୟତଃ କରନ୍ତି ନାହିଁ । ସେ ସର୍ବଦା ନିଜର କିମ୍ବା ନିକ ଜୋନ୍ସ ଓ ଝିଅର ଫଟୋ ଶେୟାର କରିଥାନ୍ତି । ଏବେ ସୋସିଆଲ ମିଡିଆରେ ପ୍ରିୟଙ୍କା ଏକ ପୋଷ୍ଟରେ ଲେଖିଛନ୍ତି ମୋତେ ଯଦି କିଏ ଅପମାନିତ…

ଜୈସ୍-ଏ-ମହମ୍ମଦ ମୁଖ୍ୟାଳୟର ଚାଲିଛି ପୁନଃନିର୍ମାଣ, ପାଣ୍ଠି ସଂଗ୍ରହ କରିବାରେ ବ୍ୟସ୍ତ ମସୁଦ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହେବାରେ ଲାଗିଛି। ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନର ବହାୱଲପୁରରେ ଅବସ୍ଥିତ ଜୈସ୍-ଏ-ମହମ୍ମଦର ମୁଖ୍ୟାଳୟକୁ ଭାଙ୍ଗି ଦେଇଛି। କିନ୍ତୁ ଏବେ ଜୈସ୍-ଏ-ମହମ୍ମଦ ପୁଣି ଥରେ ଏହି…

ବିଦ୍ୟୁତ୍ ବିଲ୍ ବୃଦ୍ଧିକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍, ଦିଲ୍ଲୀ ସମେତ ସାରା ଦେଶରେ ବଢିପାରେ ଦର!

ନୂଆଦିଲ୍ଲୀ: ବିଦ୍ୟୁତ୍ ବିଲ୍ ଶୁଳ୍କ ବୃଦ୍ଧିକୁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ । ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି ହୋଇପାରେ। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ…

ବିବାହ ପରେ ଗ୍ରାଣ୍ଡ ରିସେପ୍ସନ୍ ଦେଲେ ପିନାକୀ-ମହୁଆ, ଜାଣନ୍ତୁ କିଏ କିଏ ଦେଇଥିଲେ ଯୋଗ?

ନୂଆଦିଲ୍ଲୀ: ବିବାହର ପାଖାପାଖି ୨ମାସ ପରେ ଦିଲ୍ଲୀରେ ଗ୍ରାଣ୍ଡ ରିସେପ୍ସନ୍ ଦେଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ଲୋକସଭା ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ସାଂସଦ ପିନାକୀ ମିଶ୍ର । ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ର ଅଗଷ୍ଟ ୫ ତାରିଖରେ ଏକ ଭବ୍ୟ ବିବାହ…

କିଏ ସେହି ପାକିସ୍ତାନୀ ବଂଶୋଦ୍ଭବ ମହିଳା? ଯିଏ ୩୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧି…

ଅହମ୍ମଦାବାଦ: ଆଉ ଦିନ କେଇଟା ପରେ ସମଗ୍ର ଦେଶ ପାଳିବ ରକ୍ଷା ବନ୍ଧନ । ଏହି ଦିନ ଭଉଣୀ ତାର ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ, ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଏହା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ।…

ଦେଶର ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା!BCAS ସୁରକ୍ଷା ବୃଦ୍ଧି କରିବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ବିମାନବନ୍ଦରଗୁଡ଼ିକରେ ସମ୍ଭାବ୍ୟ ଆତଙ୍କବାଦୀ ବିପଦ ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଛି ଏବଂ ସୁରକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏକ ଆତଙ୍କବାଦୀର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବ୍ୟୁରୋ ଅଫ୍ ସିଭିଲ…

ବାଦଲ କିପରି ଫାଟିଥାଏ…..କେଉଁଠୁ ଆଣେ ଏତେ ପାଣି?

ନୂଆଦିଲ୍ଲୀ: ସୁନ୍ଦର ଉତ୍ତରାଖଣ୍ଡ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ହେଲେ ପ୍ରକୃତିର କୋପରେ ଏବେ କାନ୍ଦୁଛି ରାଜ୍ୟ । ଉତ୍ତରାଖଣ୍ଡ ଦେଖୁଛି ପ୍ରକୃତିର କରାଳ ରୂପ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫାଟିବାର ସେ ଭୟଙ୍କର ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଛି । ମଙ୍ଗଳବାର ଅପରାହ୍ଣରେ…

ଶ୍ରୀମନ୍ଦିର ଆନନ୍ଦ ବଜାରରେ ସଂସ୍କାର: କଡ଼ା ନିୟମ, ଜାରି ହେବ ଅବଢ଼ା ଦର ତାଲିକା

ପୁରୀ: ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଅନୁଶାସନ ଓ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ନୂଆ ପଦକ୍ଷେପ ନେଇଛି। ମଙ୍ଗଳବାର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଅବଢ଼ା ବିକ୍ରି ଓ ଖାଇବାରେ ହେଉଥିବା ବିଶୃଙ୍ଖଳା…