Latest Odisha News

BREAKING NEWS

Monthly Archives

August 2025

ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ: ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ ହେବାକୁ କହିଲା ପୋଲିସ… କିନ୍ତୁ…

ଜଗତସିଂହପୁର: ବିରିଡି ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ। ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ ହେବାକୁ କହିଲା ପୋଲିସ। ଏସ୍‌ପିଙ୍କ ନିକଟରେ ବାଲିଆ କୃତିବାସ ପାଟଣା ଗାଁର ଯୁବକ ଏଭଳି ଅଭିଯୋଗ କରିଛନ୍ତି। ବିରିଡ଼ି ଥାନା ଅଧିକାରୀଙ୍କ ନାଁରେ ଯୁବକ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ।…

ମାନହାନି ମାମଲାରେ ରାହୁଲଙ୍କୁ ଆଶ୍ବସ୍ତି, ଜାମିନ୍ ପ୍ରଦାନ କଲେ କୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ବଡ ଆଶ୍ବସ୍ତି ମିଳିଛି । ଝାଡଖଣ୍ଡର ଚାଇବାସା ସ୍ଥିତ ସାଂସଦ/ବିଧାୟକ କୋର୍ଟରେ ଆଜି ରାହୁଲ ହାଜର ହୋଇଥିବା ବେଳେ ତାଙ୍କୁ ମାନହାନି ମାମଲାରେ କୋର୍ଟ ବେଲ୍ ପ୍ରଦାନ କରିଛନ୍ତି ।  ତେବେ ୨୦୧୮ ମସିହାରେ…

୮୦ ବର୍ଷ ପୂର୍ବେ ବିଶ୍ୱ ଦେଖିଥିଲା ପରମାଣୁ ଅସ୍ତ୍ରର ବିନାଶକାରୀ ରୂପ, ଥରି ଉଠିଥିଲା ଜାପାନ

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ଆମେରିକା ଜାପାନ ଉପରେ ପରମାଣୁ ଅସ୍ତ୍ର ଆକ୍ରମଣ କରିଥିଲା । ଆଜି ହିରୋସିମା ଦିବସ, ଠିକ୍ ୮୦ ବର୍ଷ ପୂର୍ବେ ଆଜିର ଦିନ, ଅର୍ଥାତ୍ ୬ ଅଗଷ୍ଟ ୧୯୪୫ରେ, ହିରୋସିମା ଉପରେ ପରମାଣୁ ଆକ୍ରମଣ କରାଯାଇଥିଲା । ବିଶ୍ୱକୁ ଯୁଦ୍ଧ ଏବଂ ପରମାଣୁ…

ଛାଡ଼ପତ୍ରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ମହିଳାଙ୍କ ୧୨ କୋଟି ଟଙ୍କାର ଆଲିମୋନି ଦାବି ଖାରଜ

ନୂଆଦିଲ୍ଲୀ: ଏକ ହାଇ-ପ୍ରୋଫାଇଲ ବିବାହ ବିଚ୍ଛେଦ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଜଣେ ମହିଳାଙ୍କର ୧୨ କୋଟି ଟଙ୍କାର ଆଲିମୋନି ଦାବି ଖାରଜ ହୋଇଛି। କୋର୍ଟ ନ୍ୟାୟ ସୁନିଶ୍ଚିତ କରିବେ ବୋଲି କହିଛନ୍ତି। କିନ୍ତୁ ଏହା ସ୍ୱାମୀଙ୍କୁ ଆର୍ଥିକ ଭାବେ ଧ୍ୱଂସ କରିବ ନାହିଁ। ଦମ୍ପତିଙ୍କ…

ବୁଡ଼ୁଛି ସିନ୍ଧୁ ଡେଲଟା: ୨୦ ବର୍ଷରେ ୪୦ଟି ଗାଁ ହଜିଗଲାଣି; ୧୨ ଲକ୍ଷ ଲୋକ ଘର ଛାଡ଼ି ପଳାଇଛନ୍ତି, ପାକିସ୍ତାନ ଉପରେ ଏ…

ଲାହୋର: ଦକ୍ଷିଣ ପାକିସ୍ତାନରେ ଭୟଙ୍କର ସଙ୍କଟ। ସିନ୍ଧୁ ଡେଲଟା (ଯେଉଁଠି ନଦୀ ଓ ସମୁଦ୍ରର ମିଳନ ହୁଏ) ଦ୍ରୁତଗତିରେ ଲୋପ ପାଉଛି। ଗତ ୨୦ ବର୍ଷରେ ସମୁଦ୍ର ପାଣି ୪୦ଟି ଗାଁକୁ ଗିଳିଛି। ପ୍ରାୟ ୧୨ ଲକ୍ଷ ଲୋକ ଘର ଛାଡ଼ି ପଳାଇଛନ୍ତି। ଶତାବ୍ଦୀ ପୁରୁଣା ଚାଷ ଓ ମାଛ ଧରା ସଂସ୍କୃତି ଧୀରେ ଧୀରେ…

ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ, ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା

ଭୁବନେଶ୍ୱର: ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ। ରାଜସ୍ବ ବିଭାଗ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲାପାଳ ଓ ଆର୍‌ଡିସିଙ୍କୁ ଚିଠି ଲେଖାଯାଇଛି। ପୁରୁଣା ରାଜସ୍ୱ ଗାଁ ରେକର୍ଡ ଯେମିତି ମିଶି…

ଏଫ୍ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଦ୍ବିତୀୟ ଥର ପାଇଁ ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ

ବାଲେଶ୍ୱର: ଏଫ୍ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ। ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନିଲମ୍ବିତ ତଥା ଗିରଫ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ଆଜି ଜାମିନ ଆବେଦନ ଶୁଣାଣି ଖାରଜ ହୋଇଛି। ଏହି ଆବେଦନକୁ ଏସ୍ ଡି ଜେ ଏମ୍…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗଣଶିକ୍ଷା ବିଭାଗର ବଡ଼ ଆକ୍ସନ୍ସ, ଗିରଫ ବୋର୍ଡ ଉପସଭାପତି ସସପେଣ୍ଡ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ। କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଗଣଶିକ୍ଷା ବିଭାଗର ଆକ୍ସନ୍ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ…

୨୦୨୭ କେମିତି ଦେଖାଯିବ ଜହ୍ନ ? ଜାଣି ଆଶ୍ଚର୍ଯ୍ୟ ହେବେ ! ତିଆରୀ ହେବ କଲୋନୀ, ନାସାର ବଡ଼ ପ୍ଲାନ

ନୂଆଦିଲ୍ଲୀ: କଳ୍ପନା କରନ୍ତୁ ୨୦୭୦ର ଚନ୍ଦ୍ର। ମଣିଷ ଜହ୍ନରେ ଘର କରିବାକୁ ଚିନ୍ତା କଲାଣି। କେବଳ ଗୋଟିଏ ଘର ନୁହେଁ, ଚନ୍ଦ୍ରର ପୃଷ୍ଠରେ କଲୋନୀ ତିଆରି ହୋଇଛି। ୱାଇ-ଫାଇ ଚାଲୁଛି, ମାଇକ୍ରୋୱେଭ୍ରେ ପପକର୍ଣ୍ଣ ଗରମ ହେଉଛି, ଏବଂ ସବୁକିଛି ନ୍ୟୁକ୍ଲିୟର ରିଆକ୍ଟର ଦ୍ୱାରା ଚାଲୁଛି। ଏହା ଏବେ ଆଉ…