ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିବା ପ୍ରସଙ୍ଗ: ଟ୍ରମ୍ପଙ୍କ ଧମକରେ କ୍ଷୁବ୍ଧ ହେଲା ରୁଷ, କହିଲା- ବ୍ରିକ୍ସ ଦେଶଗୁଡ଼ିକ…
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିଛନ୍ତି। ଭାରତ ରୁଷଠାରୁ ଅଶୋଧିତ ତେଲ କିଣିବାକୁ ନେଇ ସେ ବିରୋଧ କରିଛନ୍ତି। ସେ ୟୁକ୍ରେନରେ ଚାଲିଥିବା ମାନବିକ ଦୁଃଖଦ ଘଟଣା ପ୍ରତି ଭାରତ ଉଦାସୀନ ଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଯଦି ଏହା ଜାରି ରହେ…