ଏଠାରେ ଖୋଲିଲା ଭାରତର ପ୍ରଥମ AI ଅଙ୍ଗନୱାଡି, ଘରୋଇ ସ୍କୁଲକୁ ଦେବ ଟକ୍କର..
ନୂଆଦିଲ୍ଲୀ: ଭାରତର ଗ୍ରାମାଞ୍ଚଳରେ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା (AI) ର ଏଣ୍ଟ୍ରୀ ହୋଇ ସାରିଛି । ପିଲାମାନେ ପିଲାଦିନରୁ AIର ବ୍ୟବହାର ଏବଂ ଗୁରୁତ୍ୱ ବୁଝିବା ପାଇଁ ଅଙ୍ଗନୱାଡି ମାଧ୍ୟମରେ AI ର ପ୍ରବେଶ ହୋଇଛି । ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ହିଙ୍ଗନା ତହସିଲର ଓ୍ବଦ୍ଧାମନ ଗାଁରେ ଏକ AI…