Latest Odisha News

BREAKING NEWS

Monthly Archives

August 2025

ପୁଣି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି…

ଭୁବନେଶ୍ୱର: ଆଗାମୀ ସେପ୍ଟେମ୍ବର ୧ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ତଥା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏନେଇ ସାଧାରଣ…

Dissent Brews In BJD: ଏବେ କ’ଣ କରିବେ ନବୀନ ?

ଭୁବନେଶ୍ବର: ବିଜେଡିରେ ଥମୁନି ଅସନ୍ତୋଷ। ଜଣକ ପରେ ଜଣେ ବରିଷ୍ଠ ବିଜେଡି ନେତା ଅସନ୍ତୋଷ ଝାଡୁଛନ୍ତି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ହୁଅନ୍ତୁ କି ବରିଷ୍ଠ ନେତା ଅଶୋକ ପଣ୍ଡା କିମ୍ବା ପ୍ରଫୁଲ୍ଲ ମଲ୍ଲିକ। ଗୋଟେ ପରେ ଗୋଟେ ବିସ୍ଫୋରକ ବୟାନ ଦେଇଛନ୍ତି। 24 ବର୍ଷର ଶାସନ ବେଳେ କେବେ…

Odisha Police Felicitated: ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

କଟକ: କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ…

SIR in Bihar:ବିଦେଶୀ ସନ୍ଦେହରେ ୩ ଲକ୍ଷ ଭୋଟରଙ୍କୁ ECIର ନୋଟିସ ; କୁହାଗଲା ‘ନାଗରିକତା ପ୍ରମାଣ…

ପାଟନା:ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ମଧ୍ୟରେ, ପ୍ରାୟ ତିନି ଲକ୍ଷ ଭୋଟରଙ୍କୁ ନୋଟିସ ପଠାଯାଇଛି ଯାହାଙ୍କ ନାଗରିକତା "ସନ୍ଦିଗ୍ଧ" ବୋଲି ସନ୍ଦେହ କରାଯାଉଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ବିହାରରେ ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୩୦ ତାରିଖରେ…

MOTN Poll: ମୋଦିଙ୍କ କାମରେ ଦେଶ ଖୁସି ନା ଅସନ୍ତୁଷ୍ଟ? ୬ ମାସ ମଧ୍ୟରେ କମ୍ ହୋଇଗଲା ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ଦେଶର ପସନ୍ଦ ଭାବରେ ଉଭା ହୋଇଛନ୍ତି। ଅଗଷ୍ଟ ୨୦୨୫ରେ କରାଯାଇଥିବା ଏହି ସର୍ଭେରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନରେ ସାମାନ୍ୟ ହ୍ରାସ ଦେଖାଯାଇଛି। ଫେବୃଆରୀ ୨୦୨୫ରେ କରାଯାଇଥିବା ସର୍ଭେରେ ୬୨…

ଅଗଷ୍ଟ ୩୧ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ଅଗଷ୍ଟ ୩୧ରୁ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ପୂର୍ବାନୁମାନ କରିଛି। ସେପ୍ଟେମ୍ବର ୩ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ ଏହା ଉତ୍ତର-ପଶ୍ଚିମ…

Govinda & Sunita: ଗଣପତି ବିସର୍ଜନରେ ଏକାଠି ଝୁମୁଥିବାର ନଜର ଆସିଲେ ସୁନିତା-ଗୋବିନ୍ଦା, ଛାଡପତ୍ର ଗୁଜବରେ…

ମୁମ୍ବାଇ: ଏବେ ଗଣେଶ ଚତୁର୍ଥୀରେ ମାତିଛି ପୂରା ବଲିଉଡ୍ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ, ହିରୋ ନମ୍ବର ଓ୍ବାନ ଷ୍ଟାର ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ତାଙ୍କ ପରିବାର ସହିତ ବପ୍ପାଙ୍କୁ ବିଦାୟ ଦେଇଥିବାର ଭିଡିଓ ଏବେ ଭାଇରାଲ…

ଏନଆଇଟି ପ୍ରଫେସରଙ୍କୁ ଠକେଇ ଘଟଣା; ହରିଆଣାରୁ ଜଣେ ଗିରଫ

ରାଉରକେଲା: ଜୁନ୍ ୧୩ ତାରିଖରେ ରାଉରକେଲାର ଏନଆଇଟିର ଜଣେ ପ୍ରଫେସରଙ୍କ ଠାରୁ ୪୫,୦୦୦ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ପୋଲିସ ହରିୟାଣାରୁ ଗିରଫ କରିଛି। ତେବେ ତାଙ୍କୁ ଫିରୋଜପୁର ଝିକ୍ରା ଥାନା ସୀମାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗଷ୍ଟ ୨୪ ତାରିଖରେ ପୋଲିସ ତାଙ୍କୁ ଗିରଫ କରିଛି।…

Japan snubs US: ଜାପାନରେ ମୋଦି, ରାତାରାତି ବଢିଗଲା ଟ୍ରମ୍ପଙ୍କ ବିପି!

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଲଗାତାର ଏପରି ନିଷ୍ପତ୍ତି ନେଉଛନ୍ତି, ଯାହା କେବଳ ଶତ୍ରୁମାନଙ୍କୁ ନୁହେଁ ବରଂ ବନ୍ଧୁ ଦେଶମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଯାହାର ପ୍ରଭାବରେ ଏବେ ଅଧା ଦେଶ ପ୍ରଭାବିତ ହୋଇଛି । ବିଶେଷକରି ଭାରତ ବିରୁଦ୍ଧରେ ୫୦…

Severe Winter This Year: ବର୍ଷାର ତାଣ୍ଡବ ଦେଖିଲା….ଏବେ ହାଡ଼ଭଙ୍ଗା ଶୀତରେ ଥରିବ ଭାରତ…..

ନୂଆଦିଲ୍ଲୀ: ଏବର୍ଷ ଭଲ ରକମର ବର୍ଷା ହୋଇଛି । ଏତେ ପରିମାଣର ହୋଇଛି ଯେ ଅନେକଙ୍କ ଆଶା, ସ୍ବପ୍ନ, ପରିବାର ସବୁ କିଛି ଭସାଇ ନେଇଛି । ଏବେ ପର୍ଯ୍ୟନ୍ତ ବି ବର୍ଷାର ବିତ୍ପାତ ଦେଶ କିଛି ଅଞ୍ଚଳରେ ତାର କରାଳ ରୂପ ଦେଖାଉଛି । ଏବର୍ଷ ବଙ୍ଗୋପସାଗର ଏବଂ ଆରବ ସାଗରରେ ନୂଆ ପ୍ରଣାଳୀର ନିରନ୍ତର…