Latest Odisha News

BREAKING NEWS

Monthly Archives

August 2025

୪ ଜିଲ୍ଲା ପାଇଁ ବିଜେଡି ପକ୍ଷରୁ ସଭାପତି ନାଁ ଘୋଷଣା

ଭୁବନେଶ୍ୱର:ବିଜେଡି ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ,କଟକ,କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି । ପୂର୍ବରୁ ୨୪ ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ…

ପୃଥିବୀର ଗଭୀରତାରେ ଜୀବନ ଖୋଜୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବିିଭିନ୍ନ ଦେଶର ବୈଜ୍ଞାନିକ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ କରୁଛନ୍ତି । ଏ ନେଇ ଭିନ୍ନ ଭିନ୍ନ ତଥ୍ୟ ସମ୍ମୁଖକୁ ଆସୁଛି । ମହାକାଶରେ ଜୀବନର ସତା ଥିବା ନେଇ ବୈଜ୍ଞାନିକମାନେ ଆଶା ରଖିଛନ୍ତି । ଇତି ମଧ୍ୟରେ ଚୀନ ଏବଂ କାନାଡାର ବୈଜ୍ଞାନିକମାନେ ପୃଥିବୀର ଗଭୀରତାରୁ ଜୀବନ ସନ୍ଧାନ…

ଜାତୀୟ ପତାକା ଉତ୍ତୋଳନ ଓ ଅବତରଣ କରିବାର ନିୟମ ଜାରି କଲା ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନ ପରେ ଦେଶ ପାଳିବ ୭୯ତମ ସ୍ୱାଧୀନତା ଦିବସ । ୨୦୨୫ ସ୍ୱାଧୀନତା ଦିବସ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଗତ କିଛି ବର୍ଷ ଧରି, ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଅନୁମତି ଦେଇଛନ୍ତି । ପ୍ରତିବର୍ଷ ଏହାକୁ "ହର ଘର…

ପାକିସ୍ତାନର ପର୍ଦ୍ଦାଫାସ; ପହଲଗାମ ଆତଙ୍କବାଦୀଙ୍କ ଠାରୁ ମିଳିଲା ପାକ୍ ଚକୋଲେଟ , ଭୋଟର ପରିଚୟପତ୍ର …

ନୂଆଦିଲ୍ଲୀ:ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିଥିବା ତିନି ଜଣ ଆତଙ୍କବାଦୀ - ସୁଲେମାନ ଶାହ, ଆବୁ ହମଜା ଏବଂ ୟାସି ଜିବ୍ରାନଙ୍କୁ ୨୮ ଜୁଲାଇ ୨୦୨୫ରେ ଭାରତୀୟ ସେନା ହତ୍ୟା କରିଛନ୍ତି। ସେମାନେ ପାକିସ୍ତାନୀ ଥିଲେ ଏବଂ ଲସ୍କର ସହିତ ଜଡିତ ଥିଲେ। ସୂତ୍ର ଅନୁସାରେ ସେମାନଙ୍କ ନିକଟରୁ ପାକିସ୍ତାନୀ…

କପିଳ ଦେବ, ଗାଙ୍ଗୁଲିଙ୍କ ସହ ସମକକ୍ଷ ହେଲେ ଗିଲ

ଦି ଓଭାଲ: ଭାରତୀୟ କ୍ରିକେଟ ଟିମ ଶୁଭମନ ଗିଲଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ବିଦେଶ ମାଟିରେ ଏହି ଯୁବ ଅଧିନାୟକ ତାଙ୍କ ପ୍ରଥମ ସିରିଜରେ ସମ୍ପୂର୍ଣ୍ଣ ପ୍ରଭାବ ଛାଡିଛନ୍ତି । ସେ ବ୍ୟାଟ୍ସମ୍ୟାନମାନେ ଭାବେ ମଧ୍ୟ ସଫଳ ହୋଇଛନ୍ତି ।…

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅଗଷ୍ଟ ୧୪ରେ କଂଗ୍ରେସ କରିବ ପଦଯାତ୍ରା

ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେ, ପୀଡ଼ିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ପୀଡିତା ଯେତେବେଳେ ହସ୍ପିଟାଲ ଆସିଥିଲେ ନିଜେ ହୁଇଲ ଚେୟାର ବସିକି ଆସିଥିଲେ । ହେଲେ କେଉଁ…

ଯୌତୁକ ପାଇଁ ବଧୂ ହତ୍ୟା!

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଯୋଗୁଁ ମହିଳାଙ୍କ ରହସ୍ୟମୟ ମୃତ୍ୟୁ ପରେ ଭୁବନେଶ୍ୱରରୁ ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଯୌତୁକ ପାଇଁ ତାଙ୍କ ଶାଶୁ ଘର ପକ୍ଷରୁ ତାଙ୍କୁ ନିରନ୍ତର ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ବାପ ଘର ଲୋକ। ବିଶ୍ୱନାଥ ସ୍ୱାଇଁ ନାମକ…

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଓ ଅନ୍ତର୍ଜାତୀୟ ପ୍ରବାସ ସଂଗଠନର ମିଳିତ ସହଯୋଗ…

ଡ଼କ୍ଟର ସୁବାସ ପାଣିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ସଂସ୍କୃତି ଗବେଷକ, ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣିଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡ଼ିଆ ସଂସ୍କୃତି ଗବେଷଣା ବିଶେଷକରି ଜଗନ୍ନାଥ ସଂସ୍କୃତି ଓ ଗୀତ…

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା -୨୦୨୫; କିଟ୍ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଜର୍ମାନୀର ରାଇନ୍‍-ରୁହରଠାରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିଥିଲେ କିଟ୍‍ ବିଶ୍ୱବିଦ୍ୟାଳୟର ୧୧ଜଣ କ୍ରୀଡ଼ାବିତ୍‍। ସେମାନଙ୍କୁ ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କ୍ରୀଡ଼ା ପ୍ରତିଯୋଗୀତାରେ ରୌପ୍ୟ ପଦକ…