Latest Odisha News

BREAKING NEWS

Monthly Archives

August 2025

ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡସରେ ଆଉ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡସରେ ଆଗକୁ ଆଉ ନ ଖେଳିବା ପାଇଁ ନିଷ୍ପତି ନେଇଛି । ଡବ୍ଲ୍ୟୁସିଏଲରେ ପାକିସ୍ତାନ ସହ ସେମିଫାଇନାଲ ଖେଳିବା ପାଇଁ ଭାରତ ମନା କରି ଦେଇଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ…

ମା’ ହେବାକୁ ଯାଉଛନ୍ତି କି ଏହି ବଲିଉଡ କୁଇନ୍?, ସ୍ବାମୀ କହିଲେ ‘ଖୁବଶୀଘ୍ର ଖୁସି ଖବର’…ପୂରା…

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ଆଉ ଜଣେ ବଲିଉଡ କୁଇନ୍ । ସ୍ବାମୀ କହିଲେ ଖୁବଶୀଘ୍ର ମିଳିବ ଖୁସି ଖବର । ଯାହାକୁ ନେଇ ପୂରା ଇଣ୍ଟରନେଟରେ ଚର୍ଚ୍ଚା । ତେବେ ବଲିଉଡ ହିରୋଇନ୍ ପରିଣୀତି ଚୋପ୍ରା ଏହି ନିକଟରେ ତାଙ୍କ ସ୍ୱାମୀ ଏବଂ ଆପ ନେତା ରାଘବ ଚଡ୍ଡାଙ୍କ ସହ କପିଲ ଶର୍ମାଙ୍କ ଲୋକପ୍ରିୟ…

‘ତେଲ ବଲୁଚିସ୍ତାନର, ପାକିସ୍ତାନର ନୁହଁ, ଆମେରିକା-ପାକ୍ ତୈଳ ଚୁକ୍ତି ନେଇ ଟ୍ରମ୍ପଙ୍କୁ ଚିଠି ଲେଖିଲେ ବଲୁଚ୍…

ନୂଆଦିଲ୍ଲୀ: ଆମେରିକା ତେଲ ସମ୍ପର୍କରେ ପାକିସ୍ତାନ ସହିତ ଏକ ଚୁକ୍ତି କରିଛି। ପାକ୍ କହିଛି ଯେ ବଲୁଚିସ୍ତାନରେ ତେଲ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ଭଣ୍ଡାର ଅଛି । ଏହି ସମୟରେ, ବଲୁଚ୍ ନେତା ମୀର ୟାର ବାଲୁଚ୍ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି, ଯେଉଁଥିରେ ସେ…

ଭୂକମ୍ପ ଯୋଗୁ ରୁଷରେ ଜ୍ୱାଳାମୁଖୀ ଉଦ୍ଗିରଣ

ନୂଆଦିଲ୍ଲୀ: ରୁଷିଆର ସେଭେରୋ-କୁରିଲସ୍କର ୧୨୧ କିଲୋମିଟର ପୂର୍ବରେ ୭.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ୪୦.୮ କିଲୋମିଟର ଗଭୀରତାରେ ଥିଲା, ଯାହା ୫୦.୫୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୫୭.୮୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି। ପୂର୍ବ…

ବଳଙ୍ଗା ପୀଡିତାଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ସରକାରଙ୍କୁ କହିଲେ ନାରୀହନ୍ତା….

ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ହଠାତ୍ ମୃତ୍ୟୁ ପରେ ଏବେ ଏହାକୁ ନେଇ ତେଜିଛି ରାଜନୀତି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେଡି-କଂଗ୍ରେସ । ବିଜେଡି ସରକାରଙ୍କୁ ନାରୀହନ୍ତା ବୋଲି ସମ୍ବୋଧନ କରିଥିବା ବେଳେ କେମିତି ତାଙ୍କର ମୃତ୍ୟୁ ହେଲା ବୋଲି…

ବନ୍ଦ ହୋଇଯିବ କି ରଣବୀରଙ୍କ ଡନ ୩

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ତାଙ୍କର ଆଗାମୀ ଫିଲ୍ମ ଧୂରନ୍ଧରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଲୁକ ଏବଂ ଷ୍ଟାଇଲକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଡିସେମ୍ବର ୫ରେ ଏହା ରିଲିଜ ହେବ । ତେବେ ରଣବୀର ସିଂଙ୍କ ଆଉ ଏକ ବହୁ ଚର୍ଚ୍ଚିତ ଫିଲ୍ମ ଡନ ୩କୁ ନେଇ ଖରାବ ଖବର…

ନିର୍ଦ୍ଧାରିତ ସମୟ ପୂର୍ବରୁ କାହିଁକି ସ୍ଥଗିତ ରହିଲା ଅମରନାଥ ଯାତ୍ରା?

ଶ୍ରୀନଗର: ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍ଥଗିତ ରହିଲା ଅମରନାଥ ଯାତ୍ରା । ପ୍ରଶାସନ ବାର୍ଷିକ ଅମରନାଥ ଯାତ୍ରାକୁ ଏହାର ନିର୍ଦ୍ଧାରିତ ସମୟର ଗୋଟିଏ ସପ୍ତାହ ପୂର୍ବରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ମାର୍ଗଗୁଡ଼ିକୁ ରକ୍ଷଣାବେକ୍ଷଣ…

ଅଧା ରହିଗଲା ମନ୍ଦିର ଦର୍ଶନ;ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ଲକ୍ଷ୍ନୌ:ରବିବାର ଦିନ ପୃଥ୍ବୀନାଥ ମନ୍ଦିରରେ ଜଳ ଅର୍ପଣ କରିବାକୁ ଯାଉଥିଲେ ଭକ୍ତ,କିନ୍ତୁ ଅଧା ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଉତ୍ତରପ୍ରଦେଶର ଗୋଣ୍ଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ୧୫ ଜଣ ଭକ୍ତଙ୍କୁ ନେଇ ଯାଉଥିବା ବୋଲେରୋ ଏକ କେନାଲକୁ ଖସି ପଡ଼ିଲା। ଏହି…

ବନ୍ଧୁଙ୍କ ପାଇଁ ଦିନ ଟିଏ: ‘ଥ୍ରୀ ଇଡିଅଟ୍ସ’ ଠାରୁ ‘ଦିଲ୍ ଚାହତା ହେ’ ପର୍ଯ୍ୟନ୍ତ, ମନେପକାଇ ଦେବ ପରୁଣା…

ମୁମ୍ବାଇ: ଆଜି ବନ୍ଧୁ ପାଇଁ ଦିନଟିଏ । ବିଶ୍ବ ବନ୍ଧୁତ୍ବ ଦିବସ ପାଳୁଛି । ଏହାରି ଭିତରେ ଆଜିର ଯୁବ ପିଢି ଗତକାଲିର ସେ ବନ୍ଧୁତ୍ବ ଜୀବନ ଠାରୁ ଟିକେ ଦୂରେଇ ଯାଇଛି । ହେଲେ ସ୍ମୃତି ଆଜି ବି ତାଜା ରହିଛି । ଆଉ ତାଜା ସ୍ମୃତିକୁ ଉଦଜୀବିତ କରିବା ପାଇଁ ବଲିଉଡରେ ଚଳଚ୍ଚିତ୍ରଗୁଡ଼ିକର ଏକ ଭଣ୍ଡାର…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ

ରାଉରକେଲା: ଶହୀଦ ସପ୍ତାହରେ ମାଓବାଦୀଙ୍କ ହିଂସାକାଣ୍ଡ । ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣାଇ ସ୍ଥିତ ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି । ବିସ୍ପୋରଣରେ ଦୁଇଟି ସ୍ଲିପର…