Latest Odisha News
Monthly Archives

August 2025

‘ତାଙ୍କର ନିଜର କାରଣ ରହିଛି’: ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ରାହୁଲଙ୍କ ଠାରୁ ଭିନ୍ନ ମତ ରଖିଲେ କଂଗ୍ରେସ ସାଂସଦ ଥରୁର୍

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଶନିବାର ଦିନ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତ ପ୍ରତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ "ମୃତ ଅର୍ଥନୀତି" ଉପହାସକୁ ସମର୍ଥନ କରିବାରୁ ନିଜକୁ ଦୂରେଇ ରଖିଛନ୍ତି, କହିଛନ୍ତି ଯେ ଲୋକସଭା ବିରୋଧୀ ଦଳ ନେତା ଟ୍ରମ୍ପଙ୍କ ମନ୍ତବ୍ୟକୁ ସମର୍ଥନ…

୩ୟ ଦିନରେ ଆତଙ୍କବାଦୀ ଖୋଜୁଛି ଅପରେସନ୍ ଅଖାଲ୍: ୩ ଜଣ ନିହତ, ସୈନିକ ଆହତ….

ଶ୍ରୀନଗର: ଖୋଜି ଖୋଜି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ସଫା କରୁଛି ଅପରେସନ୍ ଅଖାଲ୍ । ଆଜି ତୃତୀୟ ଦିନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିସହିତ ଜଣେ ସୈନିକ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ଦିନ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣଙ୍କୁ ହତ୍ୟା କରାଯିବା ପରେ ଏହି…

ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ ଗୋଲାପ; ୬ ସ୍ଥାନରେ ଚଢାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଏମଭିଆଇ । ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବା ସୂଚନା…

ଗୁଣି ସନ୍ଦେହରେ ଯୁବକଙ୍କୁ ମାରି ଡ୍ୟାମ୍‌ରେ ଫିଙ୍ଗି ଦେଲେ ଗ୍ରାମବାସୀ !୧୬ ଅଟକ

ଗଜପତି:ମୋହନାରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ଗୁଣି ସନ୍ଦେହରେ ହତ୍ୟା ଅନୁମାନ । ଗୁଣି ସନ୍ଦେହରେ ଯୁବକକୁ ହତ୍ୟା କରି ଡ୍ୟାମ୍ ରେ ଫିଙ୍ଗିଦେଇଥିବା ନେଇ ଅଭିଯୋଗ ଆସିଛି। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ରା଼ଚାଗୁଡା ଗାଁର ଗୋପାଳ ମଳିକ। ୧୫ ଦିନ ତଳେ ଗାଁର ଜଣେ ମହିଳାଙ୍କ…

କିଡନୀ ସଂକ୍ରମଣ କାହିଁକି ହୁଏ? ଏହାର ଲକ୍ଷଣଗୁଡ଼ିକ କ’ଣ ଜାଣନ୍ତୁ…

ଭୁବନେଶ୍ବର: କିଡନୀ ଆମ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ରକ୍ତକୁ ସଫା କରିବା, ବିଷାକ୍ତ ଉପାଦାନକୁ ବାହାର କରିବା ଏବଂ ଶରୀରରେ ଜଳ ଏବଂ ଖଣିଜ ପଦାର୍ଥର ସନ୍ତୁଳନ ବଜାୟ ରଖିବା ପାଇଁ କାମ କରେ। ଯେତେବେଳେ କିଡନୀ ସଂକ୍ରମିତ ହୁଏ, ଏହି ସାଧାରଣ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ…

୭ଦିନରେ ଦୃର୍ବୁତ୍ତ ଧରା ନପଡ଼ିଲେ ଡିଜିପି ଅଫିସ ଘେରାଉ: ଭକ୍ତ ଦାସ

ଭୁବନେଶ୍ବର:ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଯଦି ୭ଦିନ ଭିତରେ…

ଇଣ୍ଟରନେଟ୍ ବିନା ଆପଣ ଏହିପରି ଲୋକେସନ୍ ପଠାଇପାରିବେ, ଏହି ଟ୍ରିକ୍ ଅସୁବିଧାରେ କାମ ଦେବ…

ଭୁବନେଶ୍ବର: ଯଦି କୌଣସି ପାହାଡିଆ ଅଞ୍ଚଳରେ ଅଛନ୍ତି, ଜଙ୍ଗଲରେ ଟ୍ରେକିଂ କରୁଛନ୍ତି, କିମ୍ବା ଏପରି କୌଣସି ଅଞ୍ଚଳରେ ଫସି ରହିଛନ୍ତି ଯେଉଁଠାରେ ଇଣ୍ଟରନେଟ୍ ଏବଂ ନେଟୱାର୍କ ଉଭୟ କାମ କରୁନାହିଁ, ତେବେ କାହାକୁ ଲୋକେସନ୍ ପଠାଇବା ଅସମ୍ଭବ ମନେହୁଏ। କିନ୍ତୁ ଯଦି ଆପଣଙ୍କ ପାଖରେ ବେସିକ କମ୍ପାସ୍…

ଆଜି ଓଡ଼ିଶା ଆସିବ ବଳଙ୍ଗା ପୀଡିତାଙ୍କ ମରଶରୀର; ଘର ଆଗରେ ବଢ଼ିଲା ସୁରକ୍ଷା

ପୁରୀ: ଗତକାଲି ଦିଲ୍ଲୀ ଏମ୍ସରେ ବଳଙ୍ଗାରେ ପୋଡିହୋଇଥିବା ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଜି ଦିଲ୍ଲୀରେ ଶବ ବ୍ୟବଚ୍ଛେଦ ପରେ ଓଡ଼ିଶା ଆସିବ ମରଶରୀର। ତେବେ ବଳଙ୍ଗା ପୀଡ଼ିତାଙ୍କ ଘର ଆଗରେ ସୁରକ୍ଷା ବଢ଼ିଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଅଧିକ ପୋଲିସ…

ହରିଡା ଦୂର କରେ ପେଟ ସମ୍ବନ୍ଧୀୟ ସମସ୍ୟା; ଜାଣନ୍ତୁ ସେବନ କରିବାର ଉପାୟ

ଭୁବନେଶ୍ବର:ଆପଣ ଜାଣିଛନ୍ତି କି ,ହରିଡାରେ ଅନେକ ଔଷଧୀୟ ଗୁଣ ରହିଛି । ପେଟ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ହରଡ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଏବଂ ଆରାମ ପାଇବା ପାଇଁ ପ୍ରାକୃତିକ ଉପଚାର ଖୋଜୁଛନ୍ତି, ତେବେ ସଠିକ୍ ଉପାୟରେ ହରିଡାକୁ ନିଜ…

ଶ୍ରୀ ଭାଗବତ ସାର ୧୧୭: ପ୍ରତ୍ୟେକ ଜୀବ ଠାରେ ବ୍ରହ୍ମଙ୍କୁ ଦର୍ଶନ କରେ, ସେଠାରେ ନାରୀ ପୁରୁଷ ଭେଦା ଭେଦ ରହେ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରେ ଅନେକ ତତ୍ୱ ସମ୍ବଳିତ ଉପାଖ୍ୟାନ ଅଛି। ପୂର୍ବରୁ ଆମେ ଶ୍ରୀ ସୂତ ମହାମୁନି ନିଜ ଗୁରୁ ରୂପେ ଶ୍ରୀ ଶୁକଦେବଙ୍କୁ ଅଭିହିତ କରିଛନ୍ତି କାରଣ ପ୍ରଥମେ ସେ ଏହି ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତ କଥା ଶ୍ରୀ ଶୁକଦେବଙ୍କ ଠାରୁ…