ଯାତ୍ରୀଙ୍କୁ ହଠାତ୍ ଚାପୁଡ଼ା ମାରିଲେ ଅନ୍ୟଜଣେ ଯାତ୍ରୀ, ପ୍ରତିକ୍ରିୟା ରଖିଲା ଇଣ୍ଡିଗୋ…
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ଚକିତ ହୋଇପଡ଼ିଛନ୍ତି। ଏହି ଘଟଣାଟି ଇଣ୍ଡିଗୋ ବିମାନର।
ଯେଉଁଠାରେ ଜଣେ ବ୍ୟକ୍ତି ପ୍ୟାନିକ ଆଟାକର ଶିକାର ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ତାଙ୍କ ସିଟରୁ ଉଠି ଉକ୍ତ ଯାତ୍ରୀଙ୍କୁ ଜୋରରେ…