କାଉ ମିଳନ ଦେଖିବାରୁ ବଞ୍ଚି ଥାଉ ଥାଉ ପରିବାର ହେଲେ ଶୁଦ୍ଧି; ଗାଁରେ ପହଞ୍ଚିଲା ପ୍ରଶାସନ
କୋରାପୁଟ:କାଉ ମିଳନ ଦେଖିବାରୁ ବଞ୍ଚି ଥାଉ ଥାଉ ପରିବାର ଶୁଦ୍ଧି ହେବା ଘଟଣାକୁ ନେଇ ପ୍ରଶାସନର ତତ୍ପରତା ଦେଖାଇଛି । CDPOଙ୍କ ନେତୃତ୍ବରେ ପାତ୍ରଗୁଡ଼ା ଗାଁ ଯାଇ ଲୋକଙ୍କ ସହ ଏକ ଟିମ୍ ଆଲୋଚନା କରିଛି । ଏଥିସହ ଏଭଳି ଅନ୍ଧବିଶ୍ବାସ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଶାସନ ।…