JD Vance, US President: ଟ୍ରମ୍ପଙ୍କ ସ୍ଥାନ ନେବେ କି ଉପରାଷ୍ଟ୍ରପତି ଜେଡି ଭାନ୍ସ?, ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ନେଇ…
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଦେଶଗୁଡ଼ିକୁ ଏବେ ଟାରିଫ୍ ଦଲଦଲକୁ ଟାଣିବାକୁ ଚାହୁଁଥିବା ବେଳେ, ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ବଡ ଦାବି କରିଛନ୍ତି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ଜେଡି ଭାନ୍ସ ଏକ ଭୟାନକ ଏବଂ ଦୁଃଖଦ…