Latest Odisha News

BREAKING NEWS

Monthly Archives

August 2025

Rss Chief Mohan Bhagwat: ପ୍ରତ୍ୟେକ ଭାରତୀୟଙ୍କ ୩ଟି ସନ୍ତାନ ହେବା ଉଚିତ୍: ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଗୁରୁବାର କହିଛନ୍ତି ଯେ ଦେଶର ପ୍ରତ୍ୟେକଙ୍କର ୩ଟି ସନ୍ତାନ ହେବା ଉଚିତ୍ । ଯଦି ଜନ୍ମହାର ୩ରୁ କମ୍ ହୁଏ, ତେବେ ଆମେ ଧୀରେ ଧୀରେ ଲୋପ ପାଇଯିବୁ । ଆରଏସଏସର ୧୦୦ ବର୍ଷ ପୂରଣ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୩…

Dog Census: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା(Dog Census) ଆରମ୍ଭ ହେବ ବୋଲି BMC କମିଶନର ଚଞ୍ଚଳ ରାଣା କହିଛନ୍ତି । ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା…

E-Bus Adoption: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରଛି

ଭୁବନେଶ୍ୱର: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ୪୫୦ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ…

Illegal Donations: ଚାନ୍ଦା ମାଗିଲେ ପୋଲିସକୁ ଫୋନ୍‌ କରନ୍ତୁ: ଡିସିପି

କଟକ: ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼…

AIIMS Bhubaneswar: ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଲା ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର

ଭୁବନେଶ୍ୱର: ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି । ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ଲକ୍ଷ୍ୟ ହେଉଛି ଅତ୍ୟାଧୁନିକ,…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ବିଶ୍ୱର ୨ ନମ୍ବର ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ସିନ୍ଧୁ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ପିଭି ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ବିଶ୍ୱର ୨ ନମ୍ବର ଖେଳାଳି ଚୀନର ୱାଗ ଜିଙ୍କୁ ୨୧-୧୯ ଓ ୨୧-୧୫ରେ ପରାସ୍ତ କରିଥିଲେ । ଏହି ବିଜୟ ସହ ସିନ୍ଧୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ବିଶ୍ୱ…

High alert: ବିହାରରେ ପଶିଲେ ୩ ଜୈଶ ଆତଙ୍କବାଦୀ; ସୂଚନା ଦେଲେ ମିଳିବ ପୁରସ୍କାର…

ନୂଆଦିଲ୍ଲୀ:ବିହାର ପୋଲିସ ମୁଖ୍ୟାଳୟ ଏକ ବଡ଼ ସତର୍କ ସୂଚନା ଜାରି କରିଛି । ସୂଚନା ଅନୁଯାୟୀ, ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି। ଏମାନଙ୍କ ମଧ୍ୟରେ ହସନେନ୍ ଅଲି (ରାୱଲପିଣ୍ଡିର ବାସିନ୍ଦା), ଆଦିଲ୍ ହୁସେନ୍…

GST Council: କ୍ଷୀର, ପନିରରୁ ରୁଟି ଯାଏଁ ଜିଏସଟି ଛାଡ଼; ଶସ୍ତା ହେବ ପାଠ୍ୟ ସାମଗ୍ରୀ, ପୋଷାକ

ନୂଆଦିଲ୍ଲୀ: କ୍ଷୀର, ପନିରରୁ ଆରମ୍ଭ କରି ରୁଟି, ଚକୋଲେଟ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଖାଦ୍ୟ ଉପରେ ଜିରୋ ଜିଏସଟି। ୫ ରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଏବଂ ସାମଗ୍ରୀ ଉପରେ ଛାଡ଼ କରାଯିବ ଜିଏସଟି। ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ପିଏମ୍‌ ଘୋଷଣା କରିଥିଲେ ଜିଏସଟି ସଂସ୍କାର। ଏହି…

Naxals Killed Sikshyaduta: ପୋଲିସ ଇନଫର୍ମର୍ ସନ୍ଦେହରେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ପୁଣି ରକ୍ତମୁଖା ହୋଇପଡିଛନ୍ତି ଲାଲବାହିନୀ । ପୋଲିସ ଇନଫର୍ମର୍ ସନ୍ଦେହରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ । ଏଭଳି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଅଞ୍ଚଳରୁ । ନକ୍ସଲ ମାନେ ହତ୍ୟା କରିଥିବା…

ଅବସର ନେବେ କି ନାହିଁ ସ୍ପଷ୍ଟ କଲେ ସାମୀ

ନୂଆଦିଲ୍ଲୀ: ମହମ୍ମଦ ସାମୀ ଖୁବ ଶୀଘ୍ର ଅବସର ନେଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବର ନେଇ ୩୪ ବର୍ଷୀୟ ସାମୀ ମୁହଁ ଖୋଲିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ଏବେ ଅବସର ନେଉ ନାହିଁ । କ୍ରିକେଟ ପ୍ରତି ମୋର ପାଗଳାମୀ କମି ନାହିଁ । ଦିନିକିଆ ବିଶ୍ୱକପ ଜିତିବା…