କଟକ ରେଲୱେ ଷ୍ଟେସନରେ ଖସିପଡ଼ିଲା ଛାତ
ଭୁବନେଶ୍ୱର: କଟକ ରେଳ ଷ୍ଟେସନରେ ବୁଧବାର ଅପରାହ୍ନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପ୍ଲାଟଫର୍ମ ଉପରେ ଏକ ଛାତ ଭୁଶୁଡ଼ି ପଡ଼ିଛି।
ପୂର୍ବତଟ ରେଳବାଇ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୩.୪୫ ସମୟରେ ଘଟିଥିଲା । ଯାହାଫଳରେ ପ୍ଲାଟଫର୍ମ ୧ ଏବଂ ୨ରେ ଅସ୍ଥାୟୀ ଭାବରେ ଟ୍ରେନ…