Latest Odisha News

BREAKING NEWS

Monthly Archives

August 2025

OTET Paper leak: ଓଟିଇଟି ପେପର୍ ଲିକ୍ ମାମଲା: ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

କଟକ: ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କଟକ କୋର୍ଟ। କଟକର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଦୁଇ ଅଭିଯୁକ୍ତ ଜିତନ ମହାରଣା ଏବଂ ପ୍ରଶାନ୍ତ ଖମାରୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ମାଧ୍ୟମିକ ଶିକ୍ଷା…

କେବଳ ଲିଭରରେ ନୁହେଁ ,କିଡନୀରେ ମଧ୍ୟ ହୁଏ ଫ୍ୟାଟ; ଜାଣନ୍ତୁ କାରଣ…

ଭୁବନେଶ୍ବର: ଫ୍ୟାଟି କିଡନୀ ରୋଗ ହେଉଛି ଏକ ଅବସ୍ଥା ଯେଉଁଥିରେ କିଡନୀ ଟିସୁରେ ଅତିରିକ୍ତ ଚର୍ବି ଜମା ହୋଇଯାଏ। ଏହା ମୁଖ୍ୟତଃ ଏପରି ଲୋକଙ୍କଠାରେ ଦେଖାଯାଏ ଯେଉଁମାନେ ଶାରୀରିକ କାର୍ଯ୍ୟକଳାପ କରି ନଥାନ୍ତି, ଜଙ୍କଫୁଡ୍ ଏବଂ ଅତ୍ୟଧିକ ଚିନି କିମ୍ବା ତେଲଯୁକ୍ତ ଖାଦ୍ୟ ବ୍ୟବହାର ଭଳି…

Ama Sasana Byabastha: ରାଜ୍ୟରେ ‘ଆମ ଶାସନ ବ୍ୟବସ୍ଥା’ ଆରମ୍ଭ, ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍…

ଭୁବନେଶ୍ୱର: ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ବିଜେଡି ସରକାର ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ। ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ। ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି…

Amala Sangha strike: ଅମଲାଙ୍କୁ କଡ଼ା ତାଗିଦ୍: ଧାରଣାରେ ଥିବା ରାଜସ୍ୱ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳାଗତ…

ଭୁବନେଶ୍ୱର: ରାଜସ୍ୱ ଅମଲାମାନଙ୍କ ସମୂହ ଛୁଟିକୁ ନେଇ କ୍ଷୁବ୍ଧ ରାଜସ୍ବ ଓ ବିପର୍ଯ୍ୟନ ପରିଚଳାନା ବିଭାଗ। ଜିଲ୍ଲାସ୍ତରରେ ରାଜସ୍ୱ ଅମଲା କର୍ମଚାରୀଙ୍କ ଧର୍ମଘଟ ଓ ସମୂହ ଛୁଟି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଓଡିଶା ସରକାର ଜିଲ୍ଲାପାଳମାନଙ୍କୁ ଆକ୍ସନ୍…

Udaygiri And Himgiri: ଆହୁରି ବଳଶାଳୀ ହେବ ଭାରତୀୟ ନୌସେନା, ଯୋଗଦେବ INS ହିମଗିରି ଏବଂ INS ଉଦୟଗିରି, ଜାଣନ୍ତୁ…

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ସମୁଦ୍ରର ଦୁଇଟି ସେଣ୍ଟିନେଲ୍, INS ଉଦୟଗିରି ଏବଂ INS ହିମଗିରି ପାଇବାକୁ ଯାଉଛି। ଏହା ପ୍ରଥମ ଥର ଯେ ଦୁଇଟି ଭାରତୀୟ ଜାହାଜରେ ନିର୍ମିତ ଦୁଇଟି ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି। ଏହା ସହିତ ଭାରତ ପାଖରେ ଏକ ତିନି-ଫ୍ରିଗେଟ୍…

NASA:ମଙ୍ଗଳ ଗ୍ରହରେ ରୋଭର ଆବିଷ୍କାର କଲା ଡାଇନୋସର ଅଣ୍ଡା!

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହ ସବୁବେଳେ ତା'ର ରହସ୍ୟ ସହିତ ବୈଜ୍ଞାନିକମାନଙ୍କୁ ଚକିତ କରିଥାଏ। ଏଥର ମଧ୍ୟ ସେହିପରି ଘଟିଛି। ନାସାର କ୍ୟୁରିଓସିଟି ରୋଭର ମଙ୍ଗଳ ଗ୍ରହରେ ଡାଇନୋସର ଅଣ୍ଡାର ଚିହ୍ନ ପାଇଛି। ପ୍ରକୃତରେ, ଏହି ଚିହ୍ନଗୁଡ଼ିକ ସେଠାକାର ପଥରଗୁଡ଼ିକରେ ଅଛି। ପଥରଗୁଡ଼ିକ ଡାଇନୋସର ଅଣ୍ଡା…

Heavy Rain: ଅଗଷ୍ଟ ୨୯ ଯାଏଁ ତ୍ରାହି ନାହିଁ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ… 

ଭୁବନେଶ୍ଵର: ୨୯ ଯାଏଁ ପ୍ରବଳ ବର୍ଷିବ। ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ପରିବାହନ ଦ୍ୱାରା ୨୯ ଅଗଷ୍ଟ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

PM Modi On Tariff Deadline: ‘ଚାପ ଯେତେ ବି ହେଉ, କୃଷକଙ୍କୁ ସହିବାକୁ ଦେବନି ଭାରତ’: ୫୦% ଶୁଳ୍କ…

ନୂଆଦିଲ୍ଲୀ: ବୁଧବାର ଠୁ ଭାରତ ଉପରେ ୫୦% ଶୁଳ୍କ ଲଗାଇବା ପାଇଁ ଆମେରିକା ସରକାରୀ ବିଜ୍ଞପ୍ତି ଜାରି କରିସାରିଛି। ହେଲେ ଭାରତ ବି ଦୃଢ଼ ପ୍ରତିଶ୍ରୁତି ନେଇ ସାରିଛି ଆମେରିକା ଚାପରେ ନଇଁବ ନାହିଁ। ଏନେଇ ଭାରତ ଦୃଢ଼ତା ଦେଖାଉଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ…

Trump’s 50% Tariffs:ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ନେଇ ଆମେରିକା ଜାରି କଲା ନୋଟିସ୍, ଟ୍ରମ୍ପ କହିଲେ ଏବେ…

ନୂଆଦିଲ୍ଲୀ: ୨୭ ଅଗଷ୍ଟ ଅର୍ଥାତ୍ ଆସନ୍ତାକାଲି ଠାରୁ ଭାରତ ଉପରେ ଲାଗିବ ୫୦% ଶୁଳ୍କ। ଆମେରିକା ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲଗାଇବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ୫୦% ଶୁଳ୍କ ଲାଗୁ…

ଶ୍ରୀ ଭାଗବତ ସାର ୧୪୦: ଯୋଗୀଟିଏ କେବଳ ତାର ଆବଶ୍ୟକତା ଅନୁସାରେ ସଂଗ୍ରହ କରିବା ଉଚିତ, ଅନାବଶ୍ୟକ ସଂଚୟ ଅନ୍ୟ ଦ୍ଵାରା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ସ୍ଥାନିତ ଚବିଶି ଗୁରୁଙ୍କ ଚୟନ ମହାତ୍ମା ଅବଧୂତ ନିଜ ପ୍ରଚଣ୍ଡ ଧି ଶକ୍ତି ପ୍ରୟୋଗ କରି କରୁଛନ୍ତି। କେତେବେଳେ ମଧୁକର ବା ଭ୍ରମରଙ୍କ ପ୍ରତ୍ୟେକ ଫୁଲରୁ କିଛି କିଛି ମଧୁ ସଂଗ୍ରହକୁ ଯୋଗୀଙ୍କ ଲକ୍ଷଣ ସହ ତୁଳନା…