Latest Odisha News

BREAKING NEWS

Monthly Archives

August 2025

Amit Shah slams Oppositions: ନୂଆ ବିଲ୍ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଶାହା, ଧନଖଡ଼ଙ୍କ ହଠାତ୍ ଇସ୍ତଫା ନେଇ ବି…

ନୂଆଦିଲ୍ଲୀ: ୧୩୦ ତମ ସଂଶୋଧନ ବିଲ୍ ଠାରୁ ଆରମ୍ଭ କରି ଜଗଦୀପ ଧନଖଡଙ୍କ ଉପରାଷ୍ଟ୍ରପତି ପଦ ଛାଡିବା ପର୍ଯ୍ୟନ୍ତ ସବୁ କିଛି ନେଇ ବଡ ମନ୍ତବ୍ୟ ରଖିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଖବରସରବରାହ ସଂସ୍ଥା ଏଏନଆଇ ସହ ଏକ ସାକ୍ଷାତକାରରେ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ବିରୋଧରେ…

Odisha Vigilance: ଲାଞ୍ଚ ନେଉଥିବା ବେଳେ ପୁଲିସ୍ ଏସ୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ବରଗଡ଼: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜଣେ ପୁଲିସ୍ ଏସ୍ଆଇ। ବରଗଡ଼ ଜିଲ୍ଲା ବିଜେପୁର ଥାନାର ଜଗା ବରିହା ନାମକ ଜଣେ ପୁଲିସ୍ ଏସ୍ଆଇ ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଓଡ଼ିଶା ଭିଜିଲାନ୍ସ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ…

JD Vance: ଭାରତ ଶୁଳ୍କକୁ ‘ଆକ୍ରମଣାତ୍ମକ ଲାଭ’ କହିଲେ ଜେଡି ଭାନ୍ସ, ‘ଶେଷ କରିବାକୁ…

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକାର ଶୁଳ୍କ ନୀତିର ବଡ କାରଣ ରୁଷିଆ-ୟୁକ୍ରେନ ଯୁଦ୍ଧ ବୋଲି ଆଗରୁ ଅନେକ ଥର ଦାବି ହୋଇଥିବା ବେଳେ ଏଥିରେ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ସାମିଲ ହୋଇଛନ୍ତି । ରବିବାର ଭାନ୍ସ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା…

CISF Female Commando Unit: ଆରମ୍ଭ ହେଲା ସିଆଇଏସଏଫ ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍, ସ୍ୱତନ୍ତ୍ର ତାଲିମ ପରେ ହେବେ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ରବିବାର ଘୋଷଣା କରିଛି ଯେ ଏହାର ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଏବେ ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର ମହିଳା ସ୍କ୍ୱାଡ୍ ଦେଶର ବିମାନବନ୍ଦର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନରେ ସୁରକ୍ଷା ଦାୟିତ୍ୱ ପାଇଁ ନିୟୋଜିତ ହେବ। ଏବେ…

Weather Update: ଆଜି ସୃଷ୍ଟି ହୋଇପାରେ ଲଘୁଚାପ; ବଢ଼ିବ ବର୍ଷାର ପରିମାଣ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସମୁଦ୍ରପତ୍ତନ ଠାରୁ ୨.୫ କିମି ଉପରେ ସକ୍ରିୟ ରହିଛି । ଫଳରେ ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ସୃଷ୍ଟିହୋଇପାରେ ଆଉ ଏକ ଲଘୁଚାପ । ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜିଠାରୁ ବର୍ଷା ବଢ଼ିପାରେ…

Vastu tips: ବାସ୍ତୁ ଶାସ୍ତ୍ରର ଏହି ଉପାୟ ଆପଣନ୍ତୁ ..ବଦଳିଯିବ ଆପଣଙ୍କ ଭାଗ୍ୟ !

ଭୁବନେଶ୍ବର:ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଆମ ଘରକୁ କିପରି ସଜାଇଥାଉ ଏବଂ କେଉଁ ଦିଗରେ କ’ଣ ରଖୁ, ତାହା ଆମ ଜୀବନର ସୁଖ, ଧନ ଏବଂ ସମ୍ପର୍କ ଉପରେ ସିଧାସଳଖ ପ୍ରଭାବ ପକାଏ। ଯଦି ଘରର ବାସ୍ତୁ ସନ୍ତୁଳିତ ହୁଏ, ତେବେ ସୁଖ ଏବଂ ସମୃଦ୍ଧି ଆପେ ଆପେ ଆକର୍ଷିତ ହୁଏ। ବାସ୍ତୁ ଶାସ୍ତ୍ର କହେ ଯେ…

No landless in Odisha: ରାଜ୍ୟରେ କେହି ରହିବେ ନାହିଁ ଭୂମିହୀନ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କେହି ରହିବେନି ଭୂମିହୀନ। ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା…

National Highway: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକୁ ୮ ଲେନ୍‌ କରାଯିବ: ମନ୍ତ୍ରୀ

ପୁରୀ: ୮ ଲେନ୍‌ ହେବ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ । ପୁରୀ-କୋଣାର୍କ, ପୁରୀ-ସାତପଡ଼ା ଏବଂ ପିପିଲି-କୋଣାର୍କ ରାଜପଥ ୪ ଲେନ୍‌ ବିଶିଷ୍ଟ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଥିପାଇଁ…

Moscow Shopping Centre: ମସ୍କୋର ଏକ ସପିଂ ସେଣ୍ଟରରେ ବିରାଟ ବିସ୍ଫୋରଣ; ଜଣେ ମୃତ, ୩ ଗୁରୁତର

ମସ୍କୋ: ମସ୍କୋର ଏକ ସପିଂ ସେଣ୍ଟରରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବେଳେ ୩ ଜଣ ଜଣ ଗୁରୁତର ଆହତ ହୋଇଛନ୍ତି । ରିଲିଫ୍ ଏବଂ ଉଦ୍ଧାର ଦଳ ସହିତ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିସ୍ଫୋରଣ ପରେ ଅଞ୍ଚଳରେ ଜରୁରୀକାଳୀନ…

Spiny gourd benefits:’କାଙ୍କଡ’ଖାଆନ୍ତୁ..ନିୟନ୍ତ୍ରଣରେ ରହିବ ରକ୍ତଚାପ !

ଭୁବନେଶ୍ବର: କାଙ୍କଡ ଖାଇବାକୁ ସ୍ବାଦିଷ୍ଟ ସହିତ ପୁଷ୍ଟିକର । କାଙ୍କଡ଼ରେ ପ୍ରୋଟିନ, ସୁସ୍ଥ ଚର୍ବି, ଫାଇବର, କାର୍ବୋହାଇଡ୍ରେଟ୍, ପୋଟାସିୟମ, ସୋଡିୟମ, କ୍ୟାଲସିୟମ ଭଳି ଅନେକ ପୋଷକତତ୍ତ୍ବ ରହିଛି । ଜାଣି ରଖନ୍ତୁ ଯେଉଁମାନେ ନନଭେଜ୍ ଖାଦ୍ୟ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ କାଙ୍କଡ…