Latest Odisha News
Monthly Archives

August 2025

ଏହି ଖାଦ୍ୟ ଖାଉଥିଲେ ଆଗକୁ ହାର୍ଟଆଟାକ୍ ନିଶ୍ଚିତ ! ଜାଣିନିଅନ୍ତୁ କ’ଣ ଆଉ ଖାଇବେ ନାହିଁ

ନୂଆଦିଲ୍ଲୀ: ଆଜିର ଦ୍ରୁତଗାମୀ ଜୀବନଶୈଳୀରେ ହୃଦ ରୋଗ ଏକ ମୁଖ୍ୟ ସ୍ୱାସ୍ଥ୍ୟ ଚିନ୍ତା ହେଉଛି। ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଆମ ହୃଦୟ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଅନେକ ସମୟରେ ଆମେ ସ୍ୱାଦ ପାଇଁ ଏପରି ଖାଦ୍ୟ ଖାଇଥାଉ ଯାହା ଆମ ହୃଦୟ ପାଇଁ କ୍ଷତିକାରକ। କିନ୍ତୁ ଏକ ନୂଆ…

ଟିମ ଇଣ୍ଡିଆକୁ କାହିଁକି ମିଳୁନି ପୂଜାରାଙ୍କ ବିକଳ୍ପ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବୀରେନ୍ଦ୍ର ସେହ୍ୱାଗ, ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ଭାରତକୁ ରୋହିତ ଶର୍ମା, ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ମିଳି ଯାଇଥିଲେ । ଏବେ ଏହି ୩ ଜଣ ଖେଳାଳି ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି । ଟିମ ଇଣ୍ଡିଆର ୩ ନମ୍ବର ସ୍ଥାନ ପାଇଁ…

ଡଙ୍ଗାର ଷ୍ଟୋରେଜ୍ ଚାମ୍ବରରେ ୨ ମତ୍ସ୍ୟଜୀବୀ ମୃତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଏକ ଡଙ୍ଗାର ଷ୍ଟୋରେଜ୍ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ଚାନ୍ଦିପୁର ନିକଟସ୍ଥ ବଲରାମଗୁଡି ଘାଟରେ ଏହି ଘଟଣା ଘଟିଛି ବୋଲି ଜଣାପଡ଼ିଛି। ୩୦ ବର୍ଷ ବୟସର ଦୁଇ ମତ୍ସ୍ୟଜୀବୀ ମାଛ ସଂଗ୍ରହ କରିବା ପାଇଁ…

Odisha Congress: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ; ଯୋଗ ଦେବେ ପିସିସି ସଭାପତି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ ହେବ । ଏହି ବୈଠକ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ । ସଙ୍ଗଠନ ସୃଜନର ୩୫ଜଣ ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।…

ୟୁପି ଟି୨୦ ଲିଗରେ କମାଲ କରୁଛନ୍ତି ଯମଜ ଭ୍ରାତା

ଲକ୍ଷ୍ନୌ: ୟୁପି ଟି୨୦ଲିଗ ଏବେ ବେଶ ଲୋକପ୍ରିୟତା ହାସଲ କରିଛି । ଅନେକ ବଡ ଏବଂ ପ୍ରତିଭାବାନ ଖେଳାଳି ଏଥିରେ ଦକ୍ଷତା ଦେଖାଇବା ସୁଯୋଗ ପାଇଛନ୍ତି । ସବୁଠାରୁ ମଜାର କଥା ଦୁଇ ଯମଜ ଭ୍ରାତା ଅଜୟ କୁମାର ଓ ବିଜୟ କୁମାର ୨ଟି ଟିମ ପକ୍ଷରୁ ଖେଳୁଛନ୍ତି । ଉଭୟ ଦେଖିବାକୁ ପ୍ରାୟତଃ ଏକା ପରି । ଅଜୟ…

Aizawl Connected To Railway: ପ୍ରଥମ ଥର ପାଇଁ ଭାରତୀୟ ରେଳ ମାନଚିତ୍ର ସହିତ ଯୋଡ଼ିହେବ ମିଜୋରାମ, ଆସନ୍ତା ୧୩ରେ…

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲ ପ୍ରଥମ ଥର ପାଇଁ ଭାରତୀୟ ରେଳ ମାନଚିତ୍ର ସହିତ ଯୋଡ଼ି ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଆସନ୍ତା ମାସରେ ବୈରାବି ସାଇରଙ୍ଗ ରେଳ ଲାଇନର ଉଦଘାଟନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ…

ଗାଙ୍ଗୁଲୀ ଏହି ଟିମର ହେଲେ ମୂଖ୍ୟ କୋଚ

କୋଲକାତା: ଦୀର୍ଘ ଦିନ ପରେ ଭାରତୀୟ କ୍ରିକେଟର ମହାନ ଖେଳାଳି ସୌରଭ ଗାଙ୍ଗୁଲିଙ୍କୁ ମୂଖ୍ୟ କୋଚ ଦାୟିତ୍ୱ ମିଳିଛି । ଦକ୍ଷିଣ ଆଫ୍ରିକାର ଟି୨୦ ଲିଗ ଏସଏ୨୦ରେ ସେ ପ୍ରିଟୋରିୟା କ୍ୟାପିଟାଲ୍ସର ମୂଖ୍ୟ କୋଚ ଦାୟିତ୍ୱ ତୁଲାଇବେ । ପ୍ରଥମ ଥର ପାଇଁ ସେ କୌଣସି ପ୍ରଫେଶନାଲ ଲିଗରେ କୋଚ ହେବେ । ସୋସିଆଲ…

Intermittent Fasting: ଉପବାସ ବିଷୟରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ! ହୃଦରୋଗରୁ ମୃତ୍ୟୁର ଆଶଙ୍କା କେବେ…

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦିଓ ଇଣ୍ଟରମିଣ୍ଟେଟ ଫାଷ୍ଟିଂ (IF) ଓଜନ ହ୍ରାସ କରିବାରେ ସାହାଯ୍ୟ କରିପାରେ, ଏହାର ବିପଦ ମଧ୍ୟ ରହିଛି । 'ଡାଇବେଟିସ୍ ଆଣ୍ଡ୍ ମେଟାବୋଲିକ୍ ସିଣ୍ଡ୍ରୋମ୍: କ୍ଲିନିକାଲ୍ ରିସର୍ଚ୍ଚ ଆଣ୍ଡ୍ ରିଭ୍ୟୁଜ୍'ରେ ପ୍ରକାଶିତ ଏହି ଅଧ୍ୟୟନରେ…

Nandankanan Zoological Park: ମୌସୁମୀର ଧଳା ଶାବକର ମୃତ୍ୟୁ; ଧଳା ବାଘ ସଂଖ୍ୟା ୫କୁ ହ୍ରାସ

ବାରଙ୍ଗ: ନନ୍ଦନକାନନରେ ଏକ ଅଣ୍ଡିରା ଧଳା ବାଘ ଶାବକର ମୃତ୍ୟୁ । ଗତ ଜୁନ୍‌ ମାସ ୭ ତାରିଖରେ ଶାବକଟି ଧଳା ବାଘୁଣୀ ମୌସୁମୀ ଗର୍ଭରୁ ଜନ୍ମ ନେଇଥିଲା। କିନ୍ତୁ ଜନ୍ମ ବେଳରୁ ଶାବକଟି ରୁଗ୍‌ଣ ଥିଲା । ଧଳା ଅଣ୍ଡିରା ବାଘ ଶାବକ ଓଜନ କମ୍ ଥିବାବେଳେ ଗୁରୁତର ହୋଇଯାଇଥିଲା । ତେଣୁ ମା' ଠାରୁ…

Fish Farming: ରାଜ୍ୟରେ କେମିତି ମାଛ ଚାଷ ବୃଦ୍ଧି ହେବ ସେ ନେଇ ଏକ ପ୍ରୋଜେକ୍ଟ ତିଆରି କରାଯାଉ: ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା କୁଳପତି ଡକ୍ଟର୍ ହରିବାବୁ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ…