Latest Odisha News

BREAKING NEWS

Monthly Archives

August 2025

ଏସବିଆଇ ପରେ ଅନିଲ ଓ ରିଲାଏନ୍ସକୁ ଫ୍ରଡ ଘୋଷଣା କଲା ବିଓଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଦେବାଳିଆ ରିଲାଏନ୍ସ କମ୍ୟୁନିକେସନ୍ସର ଋଣ ଆକାଉଣ୍ଟକୁ ଫ୍ରଡ ବୋଲି ଘୋଷଣା କରିଛି। ଏହି ମାମଲାରେ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଅନିଲ ଅମ୍ବାନୀଙ୍କ ନାମ ମଧ୍ୟ ରଖିଛି। ଷ୍ଟକ୍ ମାର୍କେଟକୁ ଦିଆଯାଇଥିବା…

ପୁରୀ ମଲ୍ଟି ଲେବଲ୍ କାର ପାର୍କିଂରେ ଅଘଟଣ; ପ୍ରଥମ ମହଲାରୁ ଖସିଲା କାର…

ପୁରୀ: ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ୍ କାର ପାର୍କିଂରେ ଅଘଟଣ ଘଟିଛି। ପାର୍କିଂର ପ୍ରଥମ ମହଲାରୁ ଏକ ବୋଲେରୋ ଗାଡ଼ି ତଳକୁ ଖସି ପଡ଼ିବାରୁ ଗାଡ଼ିଟି ସମ୍ପୂର୍ଣ ଭାଙ୍ଗିଯାଇଛି। ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି। ଆହତ ହୋଇଥିବା ଡ୍ରାଇଭର…

IBCA: ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ’ କ’ଣ?, ନେପାଳ ବଢାଇଲା…

ନୂଆଦିଲ୍ଲୀ: ନେପାଳ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା 'ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ'ରେ ମଧ୍ୟ ଯୋଗ ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସାତଟି ପ୍ରମୁଖ ପ୍ରଜାତି ବଡ଼ ବିଲେଇ ସଂରକ୍ଷଣ ପାଇଁ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ଭାବରେ ଆରମ୍ଭ…

Champai Soren: ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ, ପୁଅ ବାବୁଲାଲ ବି ହେପାଜତରେ, RIMS-2 ଜମିରେ ହଳ କରିବାକୁ ଯାଉ ଯାଉ…

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ତାଙ୍କ ରାଞ୍ଚି ବାସଭବନରେ ଗୃହବନ୍ଦି କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସଦର ଡିଏସପି ଦ୍ୱାରା ନିଆଯାଇଛି । ରାଞ୍ଚିର କାଙ୍କେରେ ପ୍ରସ୍ତାବିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (RIMS-2) ପାଇଁ ରାଜ୍ୟ…

Spend Money In Air: ପବନରେ ୧୯ ହଜାର ଟଙ୍କା ଉଡାଇ ଦେଲେ ପର୍ଯ୍ୟଟକ….ଲୋକେ କାବା…ଭାଇରାଲ ହେଉଛି ଭିଡିଓ

ସିମଲା: ହିମାଚଳ ପ୍ରଦେଶର ସିମଲାରେ ଜଣେ ବ୍ୟକ୍ତି ହଜାର ହଜାର ଟଙ୍କା ପବନରେ ଉଡ଼ାଇ ଦେଇଛନ୍ତି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ନୋଟ୍ ଉଡାଇବାର ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସିମଲାର ରିଜ୍ ଗ୍ରାଉଣ୍ଡର। ପୋଲିସଠାରୁ ମିଳିଥିବା ସୂଚନା…

ଏମବିବିଏସ ପାଠ୍ୟକ୍ରମ ଫି ବୃଦ୍ଧି ନେଇ ହାଇକୋର୍ଟଙ୍କ ନୋଟିସ

କଟକ: ରାଜ୍ୟର ଏକ ଘରୋଇ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ଫି ବୃଦ୍ଧି ନେଇ ଓଡ଼ିଶା ହାଇକୋର୍ଟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (SDTE) ବିଭାଗର OJEE ସେଲ୍ ଏବଂ ଡାକ୍ତରୀ ଶିକ୍ଷା ଏବଂ ତାଲିମ (DMET) ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି। ଭୁବନେଶ୍ୱର ଏବଂ ରାଉରକେଲାର…

Russia-Ukraine War: ପାରିଲେନି ଟ୍ରମ୍ପ, ଏବେ ଭାରତ ଫେରାଇ ଆଣିବ ଶାନ୍ତି!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ଚେଷ୍ଟା ପରେ ବି ରୁଷ- ୟୁକ୍ରେନ ମଧ୍ୟରେ ଶାନ୍ତି ଫେରିପାରିଲା ନାହିଁ । ଏପର୍ଯ୍ୟନ୍ତ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ସମ୍ପର୍କରେ କୌଣସି ଆଲୋଚନା ହୋଇପାରି ନାହିଁ। ଆଲାସ୍କାରେ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ପୁଟିନିଙ୍କ…

Mahindra BE 6 Batman Editionର ନୂଆ ରେକର୍ଡ; ୧୩୫ ସେକେଣ୍ଡରେ ୯୯୯ ୟୁନିଟ୍ ବିକ୍ରି

ନୂଆଦିଲ୍ଲୀ:ଭାରତୀୟ ଅଟୋମୋବାଇଲ୍ ଶିଳ୍ପରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ମହିନ୍ଦ୍ରା କିଛି ଦିନ ତଳେ ନିଜର ସ୍ୱତନ୍ତ୍ର BE 6 ବ୍ୟାଟମ୍ୟାନ୍ ଏଡିସନ୍ (BE 6 Batman Edition )ଇଲେକ୍ଟ୍ରିକ୍ SUV ଲଞ୍ଚ କରିଛି, ଯାହା ଦି ଡାର୍ଟ ନାଇଟ୍ ଟ୍ରିଲୋଜି (The Dark Knight Trilogy) ଦ୍ୱାରା…

‘Airawat’ Rescue Truck: ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୁଳ ବନଖଣ୍ଡକୁ ଆସିଲା ‘ଐରାବତ’…

ଅନୁଗୁଳ: ରାଜ୍ୟରେ ପ୍ରଥମ ଥର ପାଇଁ ହାତୀ ସ୍ଥାନାନ୍ତରଣ ପାଇଁ ଏକ ସ୍ବତନ୍ତ୍ର ଗାଡିକୁ କାର୍ଯ୍ୟରେ ଲଗାଯାଇଛି । ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି…

Green Fuel: ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଓଡିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ । ଏନେଇ ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଏଥିପାଇଁ ଜମି ଓ ବର୍ଜ୍ୟ ଯୋଗାଇଦେବେ ସରକାର । କମ୍ପାନୀ ତାଙ୍କର ପ୍ଲାଣ୍ଟ୍‌ ତିଆରି କରିବ । ଟ୍ୱିନ୍‌ ସିଟିରେ ପ୍ରାଥମିକ ସ୍ତରରେ…