ଟ୍ରାଫିକ୍ ନିୟମ ଭାଙ୍ଗି ଫସିଲେ ସ୍ପାଇଡରମ୍ୟାନ୍; ୧୫ ହଜାର ଫାଇନ
ରାଉରକେଲା: ରାଉରକେଲାରେ ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରାଫିକ୍ ନିୟମ ଭାଙ୍ଗିବା ଅଭିଯୋଗରେ ଜରିମାନା କରାଯାଇଛି।
ନିକଟରେ ସେ ବିନା ହେଲମେଟରେ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ଏବଂ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍ସର ବ୍ୟବହାର କରୁଥିଲେ। ଯାହା ପରେ ଅନ୍ୟମାନେ…