Dhenkanal SP: ଏସ୍ପି ଅଫିସ୍ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା; ୨ ଏସ୍ଆଇ ନିଲମ୍ବିତ
ଢେଙ୍କାନାଳ:ଶନିବାର ଢେଙ୍କାନାଳ ଏସ୍ପି ଅଫିସ ପରିସରରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଅଘଟଣ ପୂର୍ବରୁ ପୋଲିସ ମହିଳାଙ୍କୁ କାବୁ କରିବା ସହ ପେଟ୍ରୋଲ ବୋତଲ ଏବଂ ଦିଆସିଲି ଜବତ କରିଛି। ଏସ୍ପିଙ୍କ ଉପସ୍ଥିତିରେ ମହିଳାଙ୍କୁ ପଚରାଉଚରା କରାଯାଇଛି । ପଚରାଉଚରା ସମୟରେ ସଦର…