Latest Odisha News

BREAKING NEWS

Monthly Archives

August 2025

ଆଧାର, ପାସପୋର୍ଟ ଓ ପାନ କାର୍ଡ ନଥିଲେ ବି କେମିତି ନିଜକୁ ସାବ୍ୟସ୍ତ କରାଇବେ ନାଗରିକ ବୋଲି? ଜାଣନ୍ତୁ ଏହି ନିୟମ

ନୂଆଦିଲ୍ଲୀ: ପ୍ରାୟତଃ ଆମେ ମନେ କରୁ ଯେ ଯଦି କାହା ପାଖରେ ଆଧାର କାର୍ଡ, ପାସପୋର୍ଟ କିମ୍ବା ପାନ କାର୍ଡ ନାହିଁ, ତେବେ ତାଙ୍କର ପରିଚୟ ଓ ନାଗରିକତା ସାବ୍ୟସ୍ତ କରିବା କଷ୍ଟକର ହେବ। କିନ୍ତୁ ସତ୍ୟତା ହେଉଛି, ଭାରତୀୟ ନାଗରିକତା କେବଳ ଏହି ତିନୋଟି ଦଲିଲ ଉପରେ ନିର୍ଭର କରେ ନାହିଁ। ଏହା ପଛରେ…

ବୈଜ୍ଞାନିକଙ୍କ ଚମତ୍କାରିତା: ଏବେ ଏହି ଡିଭାଇସରେ ୧୦ ଗୁଣା ସ୍ପିଡ୍‌ ଚାଲିବ ଇଣ୍ଟରନେଟ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଏକ ଚମତ୍କାର ଲେଜର ଆମ୍ପ୍ଲିଫାୟାର ତିଆରି କରିଛନ୍ତି, ଯାହା ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟାଠାରୁ ୧୦ ଗୁଣ ଅଧିକ ତୀବ୍ରତାରେ ଡାଟା ପ୍ରେରଣ କରିପାରେ। ଏହି ଆବିଷ୍କାର ଭବିଷ୍ୟତରେ କେବଳ ଇଣ୍ଟରନେଟର ଗତିକୁ ଆକାଶଛୁଆଁ କରିବ ନାହିଁ, ବରଂ ଚିକିତ୍ସା ଓ ବୈଜ୍ଞାନିକ…

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ଭେନ୍ୟୁ

ନୂଆଦିଲ୍ଲୀ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶନିବାର କ୍ରିକେଟ ଦକ୍ଷିଣ ଆଫ୍ରିକା ଭେନ୍ୟୁ ଘୋଷଣା କରିଛି । ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆ ମିଳିତ ଭାବେ ଆୟୋଜନ କରୁଛନ୍ତି । ୩ ଦେଶରେ ଓଭରାଲ ୫୪ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଦ୍ୱିତୀୟ ଥର…

Heat And Run Case: ହିଟ୍‌ ଆଣ୍ଡ ରନ୍‌ ମାମଲା: ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଯୁବକ

ଭୁବନେଶ୍ବର: ବହୁଚର୍ଚ୍ଚିତ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା । ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୋହମ ରାଜ ତ୍ରିପାଠୀ ଓ ରୋହନ ରଞ୍ଜନ ରାଉତ । ଦିଲ୍ଲୀରୁ ଗିରଫ ‌ହେଲେ ଉଭୟ ଯୁବକ । ଏହି ଦୁର୍ଘଟଣା ପରେ ମା’ ଓ ଝିଅଙ୍କୁ ଉଦ୍ଧାର…

ସୁଟରରୁ ଅଫିସର ଯାଏ, ଜାଣନ୍ତୁ CEC ଜ୍ଞାନେଶ କୁମାରଙ୍କ ଝିଅ IAS ମେଧାରୁପମଙ୍କ କାହାଣୀ

ନୂଆଦିଲ୍ଲୀ: ନୋଏଡାର ପ୍ରଥମ ମହିଳା ଜିଲ୍ଲାପାଳ (ଡିଏମ୍) ହେବାର ଗୌରବ ଅର୍ଜନ କରିଥିବା ମେଧା ରୂପମ ଏବେ ଚର୍ଚ୍ଚାରେ। ତାଙ୍କ କାହାଣୀ କେବଳ ଜଣେ ଅଫିସର ହେବାର ନୁହେଁ, ବରଂ କଠିନ ପରିଶ୍ରମ, ଅନୁଶାସନ ଓ ସାହସର ଏକ ଜୀବନ୍ତ ଉଦାହରଣ। ଏହା ସହିତ ସୋସିଆଲ ମିଡିଆରେ ମୁଖ୍ୟ ନିର୍ବାଚନ ଆୟୁକ୍ତ…

Festival Of Japan : ବକୁଳ ପାଠାଗାରରେ “ଜାପାନ୍ ଉତ୍ସବ” ଉଦଘାଟିତ

ଭୁବନେଶ୍ବର: ଆଜି ବକୁଳ ପାଠାଗାରରେ ଜାପାନର କଂଶଲ୍ ଜେନେରାଲ୍ ଇଶିକାୱା ୟୋଷିହିସା 'ଫେଷ୍ଟିଭାଲ ଅଫ ଜାପାନ' ର ଉଦଘାଟନ କରିଛନ୍ତି। ଏକ ବିଶିଷ୍ଟ ଓ ସୁନ୍ଦର ଉପାୟରେ ସେ ଉତ୍ସବକୁ ଆରମ୍ଭ କଲେ, ସେ ଗୋଟିଏ ଓରୀଗାମି କାଗଜ ପଙ୍ଖାକୁ ଖୋଲି ଏହି ଉତ୍ସବଟି କୁ ଆରମ୍ଭ କରିଥିଲେ ଯେଉଁଥିରେ ଇଂରାଜୀରେ…

ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ ପାଇଁ ବିସିସିଆଇ ଆରମ୍ଭ କରିଛି ଉଦ୍ୟମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟରେ ଏକ ବଡ ଧରଣର ପରିବର୍ତନ ପାଇଁ ଉଦ୍ୟମ ଆରମ୍ଭ କରିଛି । ଏଥର ଘରୋଇ କ୍ରିକେଟ ଦୁଲୀପ ଟ୍ରଫିରୁ ଆରମ୍ଭ ହେଉଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ…

Hirakud dam: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଲା;ତଳମୁଣ୍ଡକୁ ସତର୍କ ସୂଚନା

ସମ୍ବଲପୁର:ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଆଜି ଅପରାହଣରେ ପୁଣି ୪ଟି ଗେଟ୍ ଖୋଲି ଦିଆଯାଇଛି। ଆଜି ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ୪ଟି ଗେଟ୍‌ ଖୋଲା ଯାଇଥିଲା ।ବର୍ତ୍ତମାନ ୮ଟି ଗେଟ୍‌ ଦେଇ ହେଉଛି…

Science Project: ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା…

ଭୁବନେଶ୍ଵର: ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଲେ ସୂଚନା। ଏବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ଲାନେଟୋରିୟମ୍ କାମ ଚାଲିଛି। ଅନେକ ଜାଗାରେ କାମ ସରିଆସିଲାଣି, ଖୁବଶୀଘ୍ର ଉଦ୍‌ଘାଟନ ହେବ।…

ଆମେରିକାକୁ ଡାକ ସେବା ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ଦ୍ୱାରା ନୂତନ ଶୁଳ୍କ ନିୟମ ଘୋଷଣା କରାଯିବା ପରେ ଆମେରିକାକୁ ଡାକ ପୋଷ୍ଟ ମାଧ୍ୟମରେ ପଠାଯାଉଥିବା ସାମଗ୍ରୀକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ୨୫ ଅଗଷ୍ଟରୁ ଅଧିକାଂଶ ସାମଗ୍ରୀ ଉପରେ ଏହା ଲାଗୁ କରାଯିବା ନେଇ ନିଷ୍ପତ୍ତି…