Latest Odisha News

BREAKING NEWS

Monthly Archives

August 2025

OpenAI First Office India: ଭାରତ ଆୟୋଜନ କରିବ AI Impact Summit, ଦେଶରେ ଖୋଲିବ OpenAIର ପ୍ରଥମ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଭାରତ ଦ୍ରୁତ ଗତିରେ AI କ୍ଷେତ୍ରରେ ନୂତନ ଉଚ୍ଚତା ଆରୋହଣ କରୁଛି। ସରକାରଙ୍କ IndiaAI ମିଶନ ପଦକ୍ଷେପ ଏବଂ ବିଶ୍ୱସ୍ତରୀୟ ଟେକ୍ କମ୍ପାନୀଗୁଡ଼ିକର ଆଗ୍ରହ ଦେଶକୁ AI ବିପ୍ଳବର କେନ୍ଦ୍ରକୁ ଆଣିଛି। ଏହି ସମୟରେ OpenAI ଭାରତରେ ଏହାର ପ୍ରଥମ କାର୍ଯ୍ୟାଳୟ ଖୋଲିବା ନେଇ ଘୋଷଣା…

Marijuana Seized: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ୪ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ଜବତ କଲା ଡିଆରଆଇ । ବ୍ୟାଙ୍କକରୁ ଭୁବନେଶ୍ୱର ଆଣିବା ବେଳେ ଧରିଲା କଷ୍ଟମ୍ ବିଭାଗ । ମାମଲାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ ।  ଏହି ୨ ଜଣ…

Money Stuck In Online Gaming: ଅନଲାଇନ୍ ଗେମିଂ ଆପ୍‌ରେ ଫସିଯାଇଛି କି ଆପଣଙ୍କ ଟଙ୍କା! ଫେରି ପାଇବେ କିପରି?

ନୂଆଦିଲ୍ଲୀ: ଆଇନ୍‌ରେ ପରିଣତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍‌-୨୦୨୫। ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଅନ୍‌ଲାଇନ୍‌ ମନି ଗେମ୍‌କୁ କରାଯାଇଛି ନିଷିଦ୍ଧ। ଦୋଷୀ ସାବସ୍ତ୍ୟ ହେଲେ ଯିବେ ୫ ବର୍ଷ ଜେଲ୍‌। ୨ କୋଟି ପର୍ଯ୍ୟନ୍ତ ଜରିମାନା ପ୍ରାବଧାନ ମଧ୍ୟ ରହିଛି। ଟଙ୍କାରେ…

ଡିଗ୍ରୀ ଦେବାରେ ବିଫଳ କଲେଜ, ୨୯ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଲେଖାଏଁ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଏକ ଘରୋଇ କଲେଜ ୨୯ ଜଣ ଇଞ୍ଜିନିୟରିଂ ସ୍ନାତକଙ୍କୁ ଗ୍ରେଡ୍ ସିଟ୍ ଏବଂ ଡିଗ୍ରୀ ପ୍ରମାଣପତ୍ର ଦେବାରେ ବିଫଳ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୁଲ୍ ଦ୍ଵାରା…

‘ବକୁଳ ଫାଉଣ୍ଡେସନ୍’ ଦ୍ୱାରା କ୍ୟାଫେ ୧୬ରେ ହ୍ୟୁମାନ୍ ଲାଇବ୍ରେରୀ ଆୟୋଜିତ

ଭୁବନେଶ୍ୱର: ସତ୍ୟନଗର ସ୍ଥିତ କ୍ୟାଫେ ୧୬ରେ ବକୁଳ ଫାଉଣ୍ଡେସନ୍ ତାଙ୍କ ହ୍ୟୁମାନ୍ ଲାଇବ୍ରେରୀର ତୃତୀୟ ସଂସ୍କରଣ ଆୟୋଜନ କରିଛନ୍ତି। ଓଡ଼ିଶାରେ ଲାଇବ୍ରେରୀ ଆନ୍ଦୋଳନରେ ଅଗ୍ରଣୀ ହୋଇଥିବା ବକୁଳ, କାହାଣୀ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ନିଜର ସୃଜନଶୀଳତା ପାଇଁ ପରିଚିତ। ଏଥିରେ…

Mad & Aggressive Stray Dogs: କେଉଁ କୁକୁର ହିଂସ୍ର ଏବଂ କେଉଁଟି ନୁହେଁ.. କିପରି ଚିହ୍ନଟ କରିବେ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଲା କୁକୁର, ବିଶେଷକରି ପାଗଳ କିମ୍ବା ହିଂସ୍ର କୁକୁରଙ୍କ ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କୁକୁରମାନଙ୍କୁ ବନ୍ଧ୍ୟାକରଣ, କୃମିନାଶକ ଏବଂ ଟୀକାକରଣ ପରେ ସେହି ଅଞ୍ଚଳରେ ଫେରାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ…

Cm Meets Naveen Patnaik: ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ନବୀନ ନିବାସରେ ପହଞ୍ଚି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଖାଲି ମୁଖ୍ୟମନ୍ତ୍ରୀ ନୁହନ୍ତି ମେଡିକାଲରୁ ଆସିବା ପରେ ଅନେକ ନେତା ମନ୍ତ୍ରୀ…

Bold Space Vision of India: କେବେ ହେବ ଭାରତର ନିଜସ୍ୱ ମହାକାଶ ଷ୍ଟେସନ ?….ଚନ୍ଦ୍ରାୟନ-୪ ବି….ବଡ…

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୩୫ ସୁଦ୍ଧା ଚନ୍ଦ୍ରାୟଣ-୪, ଏକ ଶୁକ୍ର ଅର୍ବିଟର ମିଶନ ଏବଂ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (BAS), ଭାରତର ନିଜସ୍ୱ ମହାକାଶ ଷ୍ଟେସନ ସ୍ଥାପନ କରିବାର ଯୋଜନା ଘୋଷଣା କରିଛି । ଦେଶ ୨୦୪୦ ସୁଦ୍ଧା ଏହାର ପ୍ରଥମ…

Heavy Rain: ଖୋଲିଲା ହୀରାକୁଦର ୪ ଗେଟ୍ 

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ନିଷ୍କାସନର ପ୍ରଥମ ପର୍ଯ୍ୟାୟରେ ଡ୍ୟାମର ବାମ ପାର୍ଶ୍ୱରେ ତିନୋଟି ଏବଂ ଡାହାଣ ପାର୍ଶ୍ୱରେ…

ଦୁଲୀପ ଟ୍ରଫିରେ ଖେଳି ନ ପାରନ୍ତି ଶୁଭମନ

ନୂଆଦିଲ୍ଲୀ: ସେପ୍ଟମ୍ବର ୨୮ରୁ ବେଙ୍ଗାଲୁରରେ ଦୁଲୀପ ଟ୍ରଫି କ୍ରିକେଟ ଆରମ୍ଭ ହେବ । ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଏହି ଟ୍ରଫିରେ ଖେଳି ନ ପାରନ୍ତି । ଗିଲଙ୍କୁ ଉତରାଂଚଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ନିକଟରେ ତାଙ୍କ ରକ୍ତର ପରୀକ୍ଷଣ ହୋଇଥିଲା । ଏଥିରେ ସେ ସୁସ୍ଥ ନ ଥିବା…