Bihar politics: ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୀତି ସରଗରମ ହୋଇପଡ଼ିଛି।
ଏହି ପରିପ୍ରେକ୍ଷୀରେ ଲାଲୁ ଯାଦବଙ୍କ ଦଳ ଆରଜେଡିକୁ ବିଜେପି ଟାର୍ଗେଟ କରୁଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଲଗାତାର ବିଜେପି ନେତାମାନଙ୍କୁ ଟାର୍ଗେଟ…