Latest Odisha News

BREAKING NEWS

Monthly Archives

August 2025

Odisha Election 2024: ମୁଁ କାନ ମୋଡ଼ିବାକୁ ରାଜନୀତିକୁ ଆସିନାହିଁ, ଜନତାଙ୍କ ଆଗରେ କାନ ଦେଖାଇ ଦେଉଛି: ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏକ ସାଂସ୍କୃତିକ ଅବବୋଧ। ତେବେ ଗତ ନିର୍ବାଚନ ବେଳେ ତତ୍‌କାଳୀନ ପରିସ୍ଥିତି ଯୋଗୁଁ ଏହା ରାଜନୈତିକ ପ୍ରସଙ୍ଗ ପାଲଟିଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 'ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ:…

PMGSY Road: ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏନେଇ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ…

OTET Question Paper Leak: ଓଟିଇଟି କେଳେଙ୍କାରୀ: ୨ ଅଭିଯୁକ୍ତଙ୍କ ଜାମିନ୍‌ ଆବେଦନର ଶୁଣାଣି ଶେଷ

କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା । ୨ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ଶେଷ ହୋଇଛି । ଦୁଇ ଅଭିଯୁକ୍ତ ବିଜୟ ମିଶ୍ର ଓ ଜୟନ୍ତ ରାଉତଙ୍କ ଜାମିନ୍ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ କଟକ ଏଡିଜେ-୩ କୋର୍ଟ । ସେପଟେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡରେ ନେଇଥିଲା…

BMC : ରାଜଧାନୀରେ ହେବ କୁକୁର ଗଣନା; କାନରେ ଲାଗିବ ଟ୍ୟାଗ …

ଭୁବନେଶ୍ବର: କୁକୁରଙ୍କ ସଂଖ୍ୟା ଜାଣିବା ପାଇଁ ରାଜଧାନୀରେ ହେବ ଡଗ୍ ସେନସସ । ରାଜଧାନୀ ଭୁବନେଶ୍ୱରରେ ଉଭୟ ବୁଲା ଏବଂ ପୋଷା କୁକୁର ଗଣନା ହେବ ବୋଲି ଶୁକ୍ରବାର BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ବିଏମ୍‌ସି ମେୟର କହିଛନ୍ତି;କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ବିଏମ୍‌ସି ପାଖରେ…

Masood Azhar: ଏମିତି ଚାନ୍ଦା ଆଦାୟ କରିଥିଲା ଜୈଶ !

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଚୁପଚାପ ଆରମ୍ଭ କରିଥିଲା ଅର୍ଥ ସଂଗ୍ରହ ଅଭିଯାନ। 313 ଟି ନୂଆ ପ୍ରଶିକ୍ଷଣ ଶିବିର ବା ମରକଜ ଓ ସୁରକ୍ଷିତ ଠିକଣା ବନାଇବାକୁ 3ହଜାର 910 କୋଟି ଟଙ୍କା ସଂଗ୍ରହ କରିଥିଲା। ଅଭିଯାନ ଦ୍ବାରା ଜୈଶର ଆତଙ୍କୀ ଭିତ୍ତିଭୂମିକୁ…

ଟିମ ଇଣ୍ଡିଆକୁ ଆବଶ୍ୟକ ଆଉ ୭ ଚୟନ କମିଟି ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଟିମ ଇଣ୍ଡିଆ ପାଇଁ ଆଉ ୭ଟି ଚୟନ କମିଟି ସଦସ୍ୟ ଆବଶ୍ୟକ ହେଉଛି । ସିନିୟର ପୁରୁଷ ଟିମର ୨ଟି, ମହିଳା ପ୍ୟାନେଲ ପାଇଁ ୪ ଓ ଜଣେ ଜୁନିୟର ଚୟନ କମିଟି ପଦ ଖାଲି ରହିଛି । ଆବେଦନକାରୀ ଅତି କମରେ ୭ଟି ଟେଷ୍ଟ କିମ୍ବା ୩୦ ପ୍ରଥମ ଶ୍ରେଣୀ ମ୍ୟାଚ…

Dowry: ବାହାଘର ଏମିତି ବି!, ଯୌତୁକରେ ମିଳିଲା ପେଟ୍ରୋଲ୍ ପମ୍ପ ସାଙ୍ଗକୁ କୋଟି କୋଟି ଟଙ୍କା…ଏତିକିରେ ସରିନି…..

ଲକ୍ଷ୍ନୌ: ଯୌତୁକ, ନେବା କିମ୍ବା ଦେବା ଉଭୟ ଦଣ୍ଡନୀୟ ଅପରାଧ । କିନ୍ତୁ ଆଜି ସମାଜରେ ବି ଏହାର ଦବବଦା ରହିଛି । ବିନା ଯୌତୁକରେ ବୋହୂଟିଏ ଅଗ୍ରହଣୀୟ । ଅବଶ୍ୟ ହଁ, ଏହା ନେବାର ଏବେ ପନ୍ଥା ବଦଳିଯାଇଛି । ଯେମିତି, କନ୍ୟାର ପିତା ପଚାରିଲେ, ଯୌତୁକରେ କ’ଣ ନେବେ?, କିନ୍ତୁ ବର ପିତା ସଙ୍ଗା…

Second Mediation Conference: ଓଡ଼ିଶାରେ ହେବ ଦ୍ବିତୀୟ ମେଡିଏସନ ସମ୍ମିଳନୀ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ହେବ ଦ୍ବିତୀୟ ମେଡିଏସନ ସମ୍ମିଳନୀ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରଥମମ ସମ୍ମିଳନୀ ଦିଲ୍ଲୀରେ ହୋଇଥିବାବେଳେ, ଦ୍ବିତୀୟଟି ଏବେ ଓଡ଼ିଶାରେ ହେବ । ସଚିବ ସ୍ତରୀୟ ବୈଠକ ସହ ହାଇକୋର୍ଟ ମଧ୍ୟ ପ୍ରସ୍ତୁତି ଆରମ୍ଭ…

ସଚିନଙ୍କ ସହ କାମ୍ବଲୀଙ୍କ କିପରି ସମ୍ପର୍କ ଥିଲା ଖୁଲାସା କଲେ ଭାଇ ବୀରେନ୍ଦ୍ର

ମୁମ୍ବାଇ: ଭାରତର ଦୁଇ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀଙ୍କ ବନ୍ଧୁତା ନେଇ ଏବେ ମଧ୍ୟ ଚର୍ଚ୍ଚା ହୁଏ । ପିଲାବେଳୁ ଉଭୟ ଭଲ ବନ୍ଧୁଥିଲେ । କ୍ରିକେଟ ପ୍ରତିଭାରେ ଧନୀ ଏହି ଦୁଇ ଖେଳାଳି ଦେଶ ପାଇଁ ନାମ କମାଇଥିଲେ । ତେବେ ମଝିରେ କାମ୍ବଲୀ ପଥଭ୍ରଷ୍ଟ ହୋଇ ପଡି ନିଜ କ୍ୟାରିୟାକୁ…

Puri Jagannath Temple: ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ । କାର୍ତ୍ତିକରେ ଲକ୍ଷାଧିକ ଭକ୍ତ ପୁରୀ ଆସିବେ ବୋଲି ଧାଡ଼ି ଦର୍ଶନ ବ୍ୟବସ୍ଥା ହେବା ନେଇ ଦାବି ହୋଇଆସୁଥିଲା । ପାଖାପାଖି ଏକ ବର୍ଷ ହେବ ଧାଡ଼ି ଦର୍ଶନ ନେଇ ଯୋଜନା ହେଉଥିବେବେଳେ, ଏନେଇ ଆଜି ସୂଚନା…