ଦୁର୍ଘଟଣା ପ୍ରବଣ ଜିଲ୍ଲା ମଧ୍ୟରେ ରହିଛି ଗଞ୍ଜାମ ଓ ସୁନ୍ଦରଗଡ଼
ଭୁବନେଶ୍ୱର: ଭାରତର ୧୦୦ଟି ସର୍ବାଧିକ ଦୁର୍ଘଟଣା ପ୍ରବଣ ଜିଲ୍ଲା ମଧ୍ୟରେ ଓଡ଼ିଶାର ଗଞ୍ଜାମ ଏବଂ ସୁନ୍ଦରଗଡ଼ ରହିଛି। ଏନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ରାଜ୍ୟ ପରିବହନ ବିଭାଗକୁ ଦେଇଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି।
ଏକ ଘରୋଇ ସଡ଼କ ସୁରକ୍ଷା ସଂସ୍ଥା ଦ୍ୱାରା…