Latest Odisha News

BREAKING NEWS

Monthly Archives

August 2025

Odisha Agriculture Dept: କୃଷି ସଚିବଙ୍କ କଡ଼ା ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ

ଭୁବନେଶ୍ୱର: କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରି । ସେ କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ ଏବଂ କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ…

Ahmedabad School Stabbing: ଚାଞ୍ଚଲ୍ୟ ଖେଳାଇଛି ନବମ ଛାତ୍ର, ଦଶମ ଛାତ୍ରକୁ ହତ୍ୟା ମାମଲା: ଭାଇରାଲ ହେଉଛି ହତ୍ୟା…

ଅହମ୍ମଦାବାଦ: ଅହମ୍ମଦାବାଦର ଖୋଖରାରେ ଏକ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ, ଜଣେ ନବମ ଶ୍ରେଣୀ ଛାତ୍ର ହତ୍ୟା ମାମଲା ଜୋର ଧରିଛି। ଗୁରୁବାର ମଧ୍ୟ ଉତ୍ତ୍ୟକ୍ତ ଜନତା ହଙ୍ଗାମା କରିଥିଲେ। ହତ୍ୟା ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଏହି ସମୟରେ,…

Assembly Monsoon Session: ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍‌ ପକ୍ଷରୁ ସୂଚନା ମିଳିଛି। ତେବେ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି।…

Cyclone Shelters: ରାଜ୍ୟରେ ନିର୍ମାଣ ହେବ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ପ୍ରାୟ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ଦିଲ୍ଲୀ ଗସ୍ତ ବେଳେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି ରାଜସ୍ବ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ…

Gold Price: ଇତିହାସ ସୃଷ୍ଟି କରିବ ସୁନା! ଡିସେମ୍ବର ସୁଦ୍ଧା ରେକର୍ଡ ସଂଖ୍ୟକ ମୂଲ୍ୟ ବୃଦ୍ଧି….ଡରାଇଲାଣି ଭେଞ୍ଚୁରା…

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ କରିବ ସୁନା ଦର । ଡିସେମ୍ବର ସୁଦ୍ଧା ଗ୍ରାହକଙ୍କୁ ଚମକାଇଦେବ । ଭେଣ୍ଟୁରା ସିକ୍ୟୁରିଟିଜର ସଦ୍ୟତମ ଦୃଷ୍ଟିକୋଣ କହୁଛି ଯେ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୩,୬୦୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିପାରେ । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ…

Ama bus: ଗଡ଼ଖୋର୍ଦ୍ଧା ଛକରେ ଜଳିଗଲା ଆମ ବସ୍‌; ଏପଟେ ବାୟାପଡା ଘାଟି ତଳକୁ ଖସିଲା…

ଖୋର୍ଦ୍ଧା: ଜଳିଗଲା ଚଳନ୍ତା ଆମ ବସ୍‌ । କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଗୁରୁବାର ଏହି ଅଘଟଣ ଘଟିଛି । ସୂଚନାଥାଉକି, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାମଝିରେ ଆମ ବସ ଜଳିଗଲା । ସୌଭାଗ୍ୟବଶତଃ ଅଘଟଣରେ କାହାର କୌଣସି କ୍ଷୟକ୍ଷତି…

OTET question paper leak: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ, ଜେରା କରିବ…

କଟକ: ସ୍ଵତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ଆଉ ଦୁଇ ଅଭିଯୁକ୍ତ ରିମାଣ୍ଡକୁ ଯିବେ। ଅଭିଯୁକ୍ତ ରାମ୍‌ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଆଜି ରିମାଣ୍ଡରେ ଆସିବେ। ଚୌଦ୍ଵାର ଜେଲ୍‌ରୁ ବଲ୍‌ରୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ। ଉଭୟ…

Maoists Active: ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ, ଟାର୍ଗେଟ୍ ଥିବା ବ୍ୟକ୍ତିଙ୍କୁ ନପାଇଲେ ପୋଡି…

ସୁନ୍ଦରଗଡ଼: ନକ୍ସଲମାନେ ପୁଣି ଥରେ ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି। ଓଡିଶା-ଝାଡଖଣ୍ଡ ସୀମାନ୍ତ ଚତରା ଜିଲ୍ଲାରେ ସାନ୍ତାନ ଗଞ୍ଜୁ ନାମକ ଜଣେ ବ୍ୟକ୍ତିଙ୍କୁ ଖୋଜିବାକୁ ଲେମ୍ବୋଡିହ ବିଶନପୁର ଗାଁରେ ପହଞ୍ଚିଥିବା ନକ୍ସଲମାନେ ଦୁଇଟି ଗାଡ଼ି ବୁଧବାର ରାତିରେ ପୋଡ଼ି ଦେଇଛନ୍ତି। ଘଟଣା…

Frank Caprio: ପରଲୋକରେ ଫ୍ରାଙ୍କ୍ କେପ୍ରିଓ, ଜାଣନ୍ତୁ କାହିଁକି ତାଙ୍କୁ ଆମେରିକାର ସର୍ବୋତ୍ତମ ବିଚାରପତି ବୋଲି…

ନୂଆଦିଲ୍ଲୀ: ଆମେରିକାର ସର୍ବୋତ୍ତମ ବିଚାରପତି କୁହାଯାଉଥିବା ଫ୍ରାଙ୍କ କେପ୍ରିଓଙ୍କ ୮୮ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଅଗ୍ନାଶୟ କର୍କଟ ରୋଗରେ ପୀଡିତ ଥିବା ଫ୍ରାଙ୍କ୍ ଏବେ ଆଉ ନାହାନ୍ତି । ଫ୍ରାଙ୍କ୍ କେପ୍ରିଓଙ୍କୁ ସର୍ବଦା ତାଙ୍କର ଦୟାଳୁ ସ୍ୱଭାବ ଏବଂ କରୁଣାପୂର୍ଣ୍ଣ ନିଷ୍ପତ୍ତି ପାଇଁ…

India Russia: ଟେନସନ ବଢାଇଛି ଟ୍ରମ୍ପଙ୍କ ଶୁଳ୍କ! ଭାରତକୁ ୫୮.୯ ବିଲିୟନ ଡଲାର କ୍ଷତି….ଜାଣନ୍ତୁ ରୁଷ ପହଞ୍ଚିବା ପରେ…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ରୁଷ ଗସ୍ତରେ ଅଛନ୍ତି। ଏହି ସମୟରେ, ସେ ଭାରତ ଏବଂ ରୁଷ ମଧ୍ୟରେ ବାଣିଜ୍ୟ ଅସନ୍ତୁଳନ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭାରତର ବାଣିଜ୍ୟ ନିଅଣ୍ଟ ୫୮.୯ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ପୂର୍ବ…