Latest Odisha News

BREAKING NEWS

Monthly Archives

August 2025

ସେପ୍ଟେମ୍ବର ୭ରେ ପଡୁଛି ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୫ର ବ୍ଲଡ୍ ମୁନ୍ ପରେ ସେପ୍ଟେମ୍ବରରେ ପୁଣି ଥରେ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି।ବ୍ଲଡ୍ ମୁନ୍ କେବଳ ଚନ୍ଦ୍ରଗ୍ରହଣ ସମୟରେ ଦେଖାଯାଏ ଏବଂ ଏହି ସମୟରେ ଚନ୍ଦ୍ର ଲାଲ ହୋଇଯାଇଥାଏ। ତେବେ ଜାଣନ୍ତୁ ୨୦୨୫ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ କେବେ…

୪,୫୧୫ କୋଟିର ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଓଡ଼ିଶା ସରକାର ୪,୫୧୫ କୋଟି ଟଙ୍କାର ୧୮ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଆଇଟି, ଉତ୍ପାଦନ, ପାନୀୟ, ପର୍ଯ୍ୟଟନ,…

କାମ୍ବଲୀ ଅସୁସ୍ଥ, କଥା କହି ପାରୁ ନାହାନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ତଥା ସଚିନ ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲୀ ପୂନର୍ବରେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କ ଭାଇ ବୀରେନ୍ଦ୍ର କାମ୍ବଲୀ କହିଛନ୍ତି ଯେ, ସେ ଏବେ ବି କଥା ଠିକରେ କହି ପାରୁ ନାହାନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରେ…

Khelo India: କାଶ୍ମୀରରେ ପ୍ରଥମ ଥର ଅନୁଷ୍ଠିତ ହେବ “ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ”, କ’ଣ ଖାସ୍…

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରର ପ୍ରସିଦ୍ଧ ଡାଲ୍ ହ୍ରଦ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଜଳ କ୍ରୀଡା ମହୋତ୍ସବ ଆୟୋଜନ କରିବାକୁ ଯାଉଛି। ଏହି ମହୋତ୍ସବ ୨୦୨୫ ଅଗଷ୍ଟ ୨୧ ରୁ ୨୩ ପର୍ୟ୍ୟନ୍ତ ଆୟୋଜିତ ହେବ। ଏଥିରେ, ଦେଶର ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୪୦୦ ରୁ ଅଧିକ…

୨୦ ବର୍ଷ ପରେ ପୂନର୍ବାର ଏକତ୍ର ଫିଲ୍ମ କରିବେ ସଞ୍ଜୟ ଆଉ ମହେଶ

ମୁମ୍ବାଇ: ୨୦ ବର୍ଷ ପରେ ବଲିଉଡର ପ୍ରତିଷ୍ଠିତ ଅଭିନେତା ସଞ୍ଜୟ ଦତ ଓ ନିର୍ଦ୍ଦେଶକ ମହେଶ ମଂଜେରକର ପୂନର୍ବାର ଏକତ୍ର ହୋଇଛନ୍ତି । ୧୯୯୯ରେ ଏହି ଯୋଡି ବାସ୍ତବ ପରି ସୁପରହିଟ ଫିଲ୍ମ ଦେଇଥିଲେ । ଏହା ପରେ ସଞ୍ଜୟଙ୍କୁ ନେଇ ମହେଶ କୁରୁକ୍ଷେତ୍ର, ହଥିୟାର, ପିତାହ, ରକ୍ତ, ବିରୁଦ୍ଧ ଓ ୱାହ ଲାଇଫ…

Agni-5 Missile Test: ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫, ୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ…

ଭଦ୍ରକ: ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ୨୦ ଅଗଷ୍ଟ ୨୦୨୫ ବୁଧବାର ଅବଦୁଲ କଲାମ ଦ୍ବୀପରୁ ସଂଧ୍ୟା ୬ଟା ୩୦ରେ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର…

130th Amendment Bill: କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନଥିବା ବ୍ୟକ୍ତି କରୁଛନ୍ତି ପ୍ରତିବାଦ: ବିରୋଧୀଙ୍କୁ ଅମିତ…

ନୂଆଦିଲ୍ଲୀ: ବୁଧବାର ଦିନ ୧୩୦ତମ ସଂଶୋଧନ ବିଲ୍ ପ୍ରତି ବିରୋଧୀଙ୍କ ବିରୋଧ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଡ଼ ଆକ୍ରମଣ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଗୃହମନ୍ତ୍ରୀ। ଗୃହମନ୍ତ୍ରୀ କହିଛନ୍ତି, ଯେଉଁମାନେ କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନାହାଁନ୍ତି ସେମାନେ ପ୍ରତିବାଦ…

ବାଳକକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମହିଳାଙ୍କୁ ୨୦ ବର୍ଷ ଜେଲ…

ଜୟପୁର: ରାଜସ୍ଥାନ ଉଦୟପୁରର ଏକ କୋର୍ଟ ଜଣେ ନାବାଳକ ପୁଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହା ପ୍ରଥମ ମାମଲା ଯେଉଁଠାରେ ଜଣେ ମହିଳା ଅଭିଯୁକ୍ତଙ୍କୁ POCSO ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୨୩ ମସିହାରେ…

ରୋହିତ, ବିରାଟଙ୍କ ନାମ ନ ଥିବା ନେଇ ସ୍ପଷ୍ଟୀକରଣ ରଖିଲା ଆଇସିସି

ନୂଆଦିଲ୍ଲୀ: ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଏଥିରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାମ ନ ଥିବା ନେଇ ପ୍ରଶଂସକମାନେ ଚକିତ ହୋଇ ପଡିଥିଲେ । ଏ ନେଇ ବିବାଦ ବଢ଼ିବାରୁ ଆଇସିସି ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହୋଇଥିଲା । କିଛି ସମୟ ପାଇଁ ଏହି ଦୁଇ ମହାନ ଖେଳାଳିଙ୍କ ନାମ ନ…

Obscene photo of minor girl: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ୭ ଯୁବକ ଗିରଫ

ବରଗଡ଼: ଭେଡେନ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ୭ ଯୁବକ ଗିରଫ। ସମସ୍ତ ଅଭିଯୁକ୍ତଙ୍କୁ ଭେଡେନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ ନାବାଳିକାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲ(୨୪)ଙ୍କର ପ୍ରେମ ସମ୍ପର୍କ ଥିଲା।…