Latest Odisha News

BREAKING NEWS

Monthly Archives

August 2025

ନବୀନଙ୍କ ସହ କଥା ହେଲେ ମୋଦି, ଦ୍ରୁତ ଆରୋଗ୍ୟ କାମନା…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଶୀଘ୍ର…

No Toll Collection: ଟ୍ରାଫିକ ଜାମ୍ କିମ୍ବା ଖାଲ ଥିବା ଜାତୀୟ ରାଜପଥରେ ଆଦାୟ କରିପାରିବେନି ଟୋଲ ଫି’:…

ନୂଆଦିଲ୍ଲୀ: ଟୋଲ ଫି'କୁ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ରାୟ। କେରଳ ପଲିୟେକ୍କାରାରେ ଜାତୀୟ ରାଜପଥ ୫୪୪ରେ ଟୋଲ ପ୍ଲାଜାରେ ଟୋଲ ଆଦାୟ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ରାସ୍ତାରେ ଗାଡି ଚଲାଇବା ଉପଯୋଗୀ ନୁହେଁ, ଯେଉଁଠି ଟ୍ରାଫିକ…

Pravat Balabantaray Resign: ଧର୍ମଶାଳା ରାଜନୀତିରେ ହଲଚଲ୍‌; ବ୍ଲକ୍‌ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ…

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ପ୍ରଭାତ । ଅନାସ୍ଥା ପ୍ରସ୍ତାବ ଭୋଟିଂ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ପ୍ରଭାତ । ସେ ବିଡିଓଙ୍କ ନିକଟରେ ତାଙ୍କର ଇସ୍ତଫା ପତ୍ର ଦାଖଲ…

ଚହଲଙ୍କ ସହ ଛାଡପତ୍ର ପରେ ମୁହଁ ଖୋଲିଲେ ଧନଶ୍ରୀ

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ୟୁଟ୍ୟୁବ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ଭଲ ପାଇବା ଏବଂ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ବିବାହ ବେଶୀ ଦିନ ତିଷ୍ଠି ନ ଥିଲା । ଶେଷରେ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଛାଡପତ୍ର ପରେ ପ୍ରଥମ ଥର ପାଇଁ ଚହଲଙ୍କୁ ନେଇ…

Co-operative Society Secretary Arrest: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ସମବାୟ ସମିତି ସମ୍ପାଦକ

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ମହୁ ସମବାୟ ସମିତିରୁ ଖରିଫ୍‌ ଋଣ କରାଇଦେବା ପାଇଁ ଜଣେ ଚାଷୀଙ୍କ…

Robotic Mules on LOC: ବଢିଲା ପଡୋଶୀ ଦେଶର ଟେନସନ, ଏଲଓସିରେ ମୁତୟନ ହେଲା ରୋବୋଟିକ୍ ମ୍ୟୁଲ୍ସ

ନୂଆଦିଲ୍ଲୀ: ସୀମାର ସୁରକ୍ଷା ବୃଦ୍ଧି ପାଇଁ ଭାରତୀୟ ସେନା ଏକ ନୂତନ ଏବଂ ଦୃଢ଼ ପଦକ୍ଷେପ ନେଇଛି। ସେନା ଏଲଓସିରେ ରୋବୋଟିକ୍ ମ୍ୟୁଲ୍ ମୁତୟନ କରିଛି। ଏହି ମ୍ୟୁଲ୍ ମିନି ଡ୍ରୋନ ଏବଂ ଅତ୍ୟାଧୁନିକ ସେନ୍ସର ସହିତ ସଜ୍ଜିତ, ଯାହା ଦୁର୍ଗମ ଅଞ୍ଚଳରେ ମଧ୍ୟ ସୈନିକମାନଙ୍କୁ ସାହାଯ୍ୟ କରେ। ଏହି ମ୍ୟୁଲ…

India-Russia Relations: ‘ଭାରତ ବହୁତ ଗୁରୁତ୍ୱପୂର୍ଣ୍ଣ’, ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ଆମେରିକାକୁ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଆକ୍ରମଣ ଭିତରେ ଭାରତ ପ୍ରତି ନିଜର ବନ୍ଧୁତ୍ବକୁ ପୁଣି ଦେଖାଇଛନ୍ତି । ସିଧା ଆମେରିକାକୁ ଚେତାଇ ଦେଇଛନ୍ତି । ଏବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ୩ଦିନିଆ ରୁଷିଆ ଗସ୍ତରେ ଥିବା ବେଳେ ରୁଷ କହିଛି ଯେ ଭାରତ ରୁଷ ପାଇଁ…

odisha bhavan:ଆଉ ୩ ସହରରେ ନିର୍ମାଣ ହେବ ଓଡ଼ିଶା ଭବନ !

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ନୂଆଦିଲ୍ଲୀର ନୂତନ ଓଡିଶା ଭବନ(odisha bhavan) ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର…

Online Gaming Bill 2025: ଲୋକସଭାରେ ଆଗତ ହେଲା ଅନଲାଇନ୍‌ ଗେମିଂ ବିଲ୍‌, ୨ହଜାର କୋଟି ଟଙ୍କାର ଇଣ୍ଡଷ୍ଟ୍ରୀ ଉପରେ…

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ହେଲା ଅନଲାଇନ୍‌ ଗେମିଂ ବିଲ୍‌ ୨୦୨୫ । ବିଲ୍‌ ଉପସ୍ଥାପନ କଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବେଟିଂ ସହି ଜଡ଼ିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବା ଏହାର ଲକ୍ଷ୍ୟ । ଏହି ବିଲ୍ ରେ ଅନଲାଇନ୍ ମନି ଗେମିଂ କିମ୍ବା ଏହାର…

ଏସିଆ କପ ହକି: ଭାରତୀୟ ଦଳରେ ଓଡିଶାର ଶୀଲାନନ୍ଦ, ଅମିତ

ନୂଆଦିଲ୍ଲୀ: ବିହାରର ରାଜୀଗରରେ ଖେଳାଯିବାକୁ ଥିବା ଏସିଆ କପ ହକି ପାଇଁ ବୁଧବାର ୧୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ । ଘୋଷିତ ଦଳରେ ଓଡିଶାର ଅମିତ ରୋହୀଦାସ, ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଥିବା ବେଳେ ଷ୍ଟାଣ୍ଡବାଇରେ ନୀଲମ ସଞ୍ଜୀପ ଖେସ…