Latest Odisha News

BREAKING NEWS

Monthly Archives

August 2025

୭ ବର୍ଷ ପୂର୍ବରୁ ରାଜୀବ ଗାନ୍ଧୀଙ୍କୁ ଜଣା ଥିଲା ତାଙ୍କୁ ହତ୍ୟା କରାଯିବ, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୧ତମ ଜୟନ୍ତୀ। ୧୯୪୪ ମସିହା ଅଗଷ୍ଟ ୨୦ରେ ଜନ୍ମଗ୍ରହଣ କରିଥିବା ରାଜୀବ ଗାନ୍ଧୀ ୧୯୮୪ରେ ତାଙ୍କ ମାତା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରିଥିଲେ। ମାତ୍ର ୪୦ ବର୍ଷ…

Mobile Last Digit Numerology: ମୋବାଇ ନମ୍ୱରର ଶେଷ ଅଙ୍କ କହିବ ଆପଣଙ୍କ ଭାଗ୍ୟ, ଚେକ କରନ୍ତୁ…

ଭୁବନେଶ୍ୱର: ଆଜିର ଯୁଗରେ ସମାର୍ଟଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡ଼ିଛି। ଏହାକୁ ଦେଖି ମୋବାଇଲ ନ୍ୟୁମେରୋଲୋଜି ବା ମୋବାଇଲ ଅଙ୍କ ଜ୍ୟୋତିଷର ଚାହିଦା ଲୋକଙ୍କ ମଧ୍ୟରେ ବଢ଼ୁଛି। ମୋବାଇଲ ନ୍ୟୁମେରୋଲୋଜିର ସାହାଯ୍ୟରେ ଆପଣ ନିଜ ଜୀବନ ସହ ଜଡ଼ିତ ଅନେକ ରହସ୍ୟ ଜାଣିପାରିବେ। ଆପଣଙ୍କ…

Cruise Bharat Mission: ଓଡ଼ିଶାରେ ଚାରୋଟି ନଦୀର ବିକାଶ ପାଇଁ କେନ୍ଦ୍ରର ବଡ଼ ଯୋଜନା, ବଢ଼ିବ ଆୟ

ଭୁବନେଶ୍ୱର: ଓଡ଼ିଶାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିଛନ୍ତି। କ୍ରୁଜ ଭାରତ ମିଶନ (Cruise Bharat Mission) ଅଧୀନରେ ରାଜ୍ୟରେ ଚାରୋଟି ନଦୀ କ୍ରୁଜ ସର୍କିଟ ବିକଶିତ ହେବ। ଏହା ଦ୍ୱାରା ଓଡ଼ିଶାର ନଦୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ…

PadmaShri Vinod Pasayat: ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତ

ସମ୍ବଲପୁର: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ । ୯୧ ବର୍ଷ ବୟସରେ ଆଖି ବୁଜିଲେ ପଦ୍ମଶ୍ରୀ ବିନୋଦ ପଶାୟତ ।ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ । ବୁଧବାର…

Vice President Election: ନାମାଙ୍କନ ଦାଖଲ କଲେ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନ, ନିଜେ ପ୍ରସ୍ତାବକ ହେଲେ ମୋଦି….

ନୂଆଦିଲ୍ଲୀ: ଇଣ୍ଡିଆ ବ୍ଲକରୁ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡିଙ୍କ ନାମ ଘୋଷଣା ସହିତ, ଉପରାଷ୍ଟ୍ରପତି ପଦ ପାଇଁ ଦୌଡ଼ ଏବେ ରୋଚକ ହୋଇଛି । NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ଆଜି ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ…

Bhubaneswar Metro: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଅନିଶ୍ଚିତତା: ସଂସଦରେ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ (Bhubaneswar Metro) ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର (BJD MP Sasmit Patro)। କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି। ସଂସଦ…

ୟୁଏନଏସସିରେ ପୁଣି ପାକିସ୍ତାନ ମୁଖା ଖୋଲିଲା ଭାରତ, ଯୌନ ହିଂସା ନେଇ କଡା ନିନ୍ଦା କଲା….

ନୂଆଦିଲ୍ଲୀ: ପୁଣି ଭାରତ ୟୁଏନଏସସିରେ ପାକିସ୍ତାନର ପର୍ଦ୍ଦାଫାଶ କରିଛି ।  ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସା ଉପରେ ଭାରତ ପକ୍ଷରୁ ବିବୃତ୍ତି ଦେବା ସମୟରେ, ଭାରତୀୟ କୂଟନୀତିଜ୍ଞ ଆଲଡୋସ୍ ମାଥ୍ୟୁ ପୁନୁସ୍ ପାକିସ୍ତାନକୁ ସଂପୂର୍ଣ୍ଣ ଧୋଇ ଦେଇଛନ୍ତି । ଜାତିସଂଘ ସୁରକ୍ଷା ପରିଷଦର ଖୋଲା…

ପୁଣି ଅନଲାଇନରେ ମିଳୁଛି ‘ଖଜା’ ଓ ‘ନିର୍ମାଲ୍ୟ’, ଆପ୍ ପକ୍ଷରୁ ସାଇବର ଥାନାରେ ଏତଲା…

ପୁରୀ: ପୁଣି ଅନଲାଇନରେ ଦେଖିବାକୁ ମିଳିଛି ମହାପ୍ରସାଦ ବିଜ୍ଞାପନ । ମଙ୍ଗଳବାର ପୁଣି ଏକ ସଂସ୍ଥା ସୋସିଆଲ ମିଡିଆରେ ‘ଖଜା’ ଓ ‘ନିର୍ମାଲ୍ୟ’ ପୁଡ଼ିଆର ଚିତ୍ର ପୋଷ୍ଟ କରି ଅର୍ଡର ଦେବାକୁ ନିବେଦନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେଲ୍‌ ଦଣ୍ଡର ଭୟ ଦେଖାଯାଥିବା ସତ୍ତ୍ବେ କିଛି…

ପିଏମ, ସିଏମ ଓ ମନ୍ତ୍ରୀଙ୍କ ବିରୁଦ୍ଧରେ ନୂଆ ବିଲ୍, ହରାଇବେ ପଦ: ବିରୋଧୀଙ୍କୁ କାହିଁକି ଡର ଲାଗୁଛି?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁତର ଅପରାଧିକ ମାମଲାରେ ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ନୂଆ ବିଲ୍ ଆଣୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଆଉ କିଛି ସମୟରେ ଲୋକସଭାରେ ଏହି ବିଲ୍‌ଗୁଡ଼ିକୁ ଉପସ୍ଥାପନ କରିବେ। ଏହାକୁ ସଂସଦର ଏକ…

ପୁଟିନଙ୍କ ଉପରେ ଚାପ ପକାଇବା ପାଇଁ ଭାରତ ଉପରେ ଦାଉ ସାଧିଛି ଆମେରିକା, ନିଜେ ହ୍ବାଇଟ୍ ହାଉସ କଲା ବଡ ଖୁଲାସା….

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ଘନିଷ୍ଠତାକୁ ଦେଖି ଆମେରିକା ନିଜର ରଙ୍ଗ ବଦଳାଇବା ଆରମ୍ଭ କରିଛି। ଭାରତ ଉପରେ ଶୁଳ୍କ ବୃଦ୍ଧି ସମ୍ପର୍କରେ ହ୍ୱାଇଟ୍ ହାଉସ୍ ସ୍ପଷ୍ଟୀକରଣ ଦେଇଛି। ପ୍ରେସ ସଚିବ କାରୋଲିନ୍ ଲେଭିଟ୍ ମଙ୍ଗଳବାର କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…