EX PEO Arrest: ୭ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଟଙ୍କା ଠକେଇ ଅଭିଯୋଗରେ ପୂର୍ବତନ ପିଇଓ ଗିରଫ
ଯାଜପୁର: ଭିଜିଲାନ୍ସ ଜାଲରେ ଯାଜପୁର ଜିଲା ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ । ସୁକିନ୍ଦା ବ୍ଲକର ପିମ୍ପୁଡ଼ିଆ ପଞ୍ଚାୟତରେ ବାର୍ଦ୍ଧକ୍ୟ ପେନସନ (OAP) ହିତାଧିକାରୀଙ୍କ ପାଇଁ ଭତ୍ତା ଟଙ୍କା ହଡପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନାଙ୍କୁ ଦାନଗଦୀ ବ୍ଲକରୁ ଗିରଫ…