Latest Odisha News

BREAKING NEWS

Monthly Archives

August 2025

ଲଗେଜ ଓଜନ କରିବା ପରେ ରେଲୱେ ଷ୍ଟେସନରେ ମିଳିବ ଏଣ୍ଟ୍ରି, ଖୁବଶୀଘ୍ର ଏୟାରପୋର୍ଟ ଭଳି ନିୟମ ହେବ ଲାଗୁ

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ରେଳବାଇ ଏବେ ବିମାନ କମ୍ପାନୀ ପରି ଲଗେଜ୍ ନିୟମ ଲାଗୁ କରିବାକୁ ଯାଉଛି। ପ୍ରସ୍ତାବିତ ନିୟମ ଅନୁଯାୟୀ, ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ…

ଯୁକ୍ତ ୨ ନାମଲେଖା; ପ୍ରଥମ ପର୍ଯ୍ୟାୟରେ ୩.୮୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: ଓଡ଼ିଶାରେ ଯୁକ୍ତ ୨ ଷ୍ଟ୍ରିମ୍‌ରେ ପ୍ରଥମ ପର୍ଯ୍ୟାୟ ପ୍ରବେଶ ପାଇଁ ୩.୮୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ସୋମବାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ପ୍ରଥମ ଚୟନ କଟ-ଅଫ୍ ତାଲିକା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪,୩୫,୦୯୨…

ଏସିଆ କପ ହକି: ପାକିସ୍ତାନ ଆଉଟ, ଗ୍ରୁପ ଏରେ ଭାରତ

ନୂଆଦିଲ୍ଲୀ:ବିହାରର ରାଜୀଗରରେ ଅଗଷ୍ଟ ୨୯ରୁ ଏସିଆ କପ ହକି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ପାକିସ୍ତାନ ଓ ଓମାନ ବଦଳରେ ବାଂଲାଦେଶ ଓ କାଜକସ୍ତାନକୁ ଏଥିରେ ସାମିଲ କରାଯାଇଛି । ମଙ୍ଗଳବାର ଏ ସମ୍ପର୍କରେ ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନ, ଜାପାନ ଓ କାଜାକସ୍ତାନ ସହ ଭାରତ ଗ୍ରୁପ ଏରେ…

୩୦ ବର୍ଷ ପରେ ୟଶ ରାଜ ଅଫିସକୁ ଗଲେ ସନୀ ଦେଓଲ

ମୁମ୍ବାଇ: ୧୯୯୩ରେ ସନୀ ଦେଓଲ ଓ ଶାହାରୁଖ ଖାଁ ଅଭିନୀତ ଡର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ତେବେ ଫିଲ୍ମରେ ଭୂମିକାକୁ ନେଇ ସନୀ ଅସନ୍ତୁଷ୍ଟ ଥିଲେ । ସେବେଠାରୁ ସେ ୟଶରାଜ ବ୍ୟାନରରେ ଆଉ କୌଣସି ଫିଲ୍ମ କରି ନ ଥିଲେ । ୩୦ ବର୍ଷ ପରେ ସନୀଙ୍କୁ ଏବେ ୟଶ ରାଜ ଅଫିସରୁ ବାହାରକୁ…

ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି। ତେବେ ପରିବାର ପକ୍ଷରୁ ଭୁଲ ଇଞ୍ଜେକ୍ସନ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ବନସକଣ୍ଠା ଗ୍ରାମର ଭରତ ଦାସ (୩୦) ନାମକ ବ୍ୟକ୍ତି ଦୁଇ ଦିନ ପୂର୍ବରୁ…

ରାଜସ୍ଥାନର ମନିକା ବିଶ୍ୱକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫

ଜୟପୁର: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଆଉ ଯଦି ଜଣେ ବ୍ୟକ୍ତଙ୍କ ସ୍ୱପ୍ନ ବଡ଼ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ। ଆଉ ଏହାକୁ ସତ ପ୍ରମାଣ କରିଛନ୍ତି ରାଜସ୍ଥାନର ୨୨ବର୍ଷୀୟା ସୁନ୍ଦରୀ ମନିକା ବିଶ୍ବକର୍ମା। ରାଜସ୍ଥାନର…

ଅଗ୍ନି-5 ମିସାଇଲକୁ ନେଇ ବଢିଲା ପାକିସ୍ତାନର ଚିନ୍ତା !

ନୂଆଦିଲ୍ଲୀ: ଭାରତର ଅଗ୍ନି-5 ମିସାଇଲକୁ ନେଇ ପାକିସ୍ତାନରେ ବଢୁଛି ଭୟ। ଇସଲାମାବାଦସ୍ଥିତ ଥିଙ୍କ ଟ୍ୟାଙ୍କ ଷ୍ଟ୍ରାଟେଜିକ ଭିଜନ ଇନଷ୍ଟିଚ୍ୟୁଟ ବା ଏସଭିଆଇ ଏନେଇ ଶହବାଜ ସରିଫ ସରକାର ଓ ସେନା ମୁଖ୍ୟ ଅସିମ ମୁନିରଙ୍କୁ ଚେତାବନୀ ଦେଇଛି। ଭାରତର ଲମ୍ବା ଦୂରତା ବିଶିଷ୍ଟ ଇଣ୍ଟର କଣ୍ଟିନେଣ୍ଟାଲ…

ଅନଲାଇନ୍ ଗେମିଂ ବିଲ୍ କ’ଣ? ମୋଦି କ୍ୟାବିନେଟ୍ ବୈଠକରେ ମିଳିଲା ମଞ୍ଜୁରୀ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନଲାଇନ୍ ଗେମିଂ ବିଲ୍ ମଞ୍ଜୁର ହୋଇଛି, ଯାହା ଯୋଗୁଁ ଅନଲାଇନ୍ ବେଟିଂ ଏବେ ଏକ ଦଣ୍ଡନୀୟ ଅପରାଧ ପାଲଟିଛି । ଏବେ ଗେମିଂ ବିଲ୍ ଆସନ୍ତାକାଲି ଲୋକସଭାରେ ଉପସ୍ଥାପିତ ହୋଇପାରେ । ଭାରତରେ ଅନଲାଇନ୍ ଗେମିଂ…

ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଇଞ୍ଜିନିୟରଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ

ବାଲେଶ୍ୱର: ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଇଞ୍ଜିନିୟରଙ୍କୁ ସଶ୍ରମ କାରାଦଣ୍ଡ। ମଙ୍ଗଳବାର ଦିନ ବାଲେଶ୍ୱରର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ଲିଫ୍ଟ ଇରିଗେସନ ଡିଭିଜନର ପୂର୍ବତନ ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) କୁମୁଦ ଚନ୍ଦ୍ର ପ୍ରଧାନଙ୍କୁ ତିନି…

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁ ଅବପାତ…

ଭୁବନେଶ୍ଵର: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁ ଅବପାତ। ଯାହା ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ିର ପ୍ରାୟ ୫୦ କିମି ଉତ୍ତର-ଉତ୍ତରପଶ୍ଚିମ, ଭବାନୀପାଟଣାର ୯୦ କିମି ପୂର୍ବ ଏବଂ…