ଶ୍ରୀ ଭାଗବତ ସାର ୧୩୩: ମନ୍ୟୁଷ କେବଳ ପାଠଶାଳାରେ ଜ୍ଞାନ ଅର୍ଜନ କରେ ନାହିଁ ବରଂ ତା ଚାରିପାଖରେ ଥିବା ପ୍ରକୃତି ମଧ୍ୟ…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଗୋପୀ ମାନଙ୍କ ପ୍ରେମଭକ୍ତି କଥା ସଂସାରକୁ ଶିକ୍ଷା ଦେଇନାହିଁ, ଏଥିରେ ଏଭଳି କିଛି ବିଷୟ ଅବତାରଣ ହୋଇଛି ଯାହା ସବୁ ଯୁଗରେ ମାନବ ସମାଜର ହିତ ସାଧନ କରିପାରିବାର ସାମର୍ଥ୍ୟ ରଖେ। ଏଇ ଯେମିତି ଅବଧୂତଙ୍କ ଚବିଶି…