ଦୂରତା କମୁଛି ପୁଟିନ-ଟ୍ରମ୍ପଙ୍କ ମଧ୍ୟରେ, ବୈଠକ ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଜେଲେନସ୍କିଙ୍କ ପାଇଁ…
ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଯଦି ଚାହାନ୍ତି, ତେବେ ରୁଷିଆ ସହ ଯୁଦ୍ଧ ତୁରନ୍ତ ଶେଷ କରିପାରିବେ। କିନ୍ତୁ ଏଥିପାଇଁ ୟୁକ୍ରେନକୁ କ୍ରିମିଆ ଓ ନାଟୋ ସଦସ୍ୟତାର ଆଶା…