Latest Odisha News

BREAKING NEWS

Monthly Archives

August 2025

ସୁରକ୍ଷା କାର୍ଯ୍ୟ ଯୋଗୁଁ ଅସ୍ଥାୟୀ ରୂପେ ଏହି ଟ୍ରେନ ସେବା ବାତିଲ…

ଭୁବନେଶ୍ୱର: ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଉତ୍ତମ ଟ୍ରେନ ପରିଚାଳନା କ୍ଷମତା ପ୍ରଦାନ କରିବା ପାଇଁ, ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ଡିଭିଜନର ରାହାମା, ବଡ଼ବନ୍ଧ ଏବଂ ପାରାଦୀପ ଷ୍ଟେସନରେ ପ୍ରି-ନନ୍ ଇଣ୍ଟରଲକିଂ (ପ୍ରି-ଏନ୍ଆଇ) ଏବଂ ନନ୍ ଇଣ୍ଟରଲକିଂ (ଏନ୍ଆଇ)…

ଭିଡିଓ କରି ଜୀବନ ହାରିଲେ କନେଷ୍ଟବଳ, ଦେଖନ୍ତୁ ଶେଷ ଭିଡିଓ…

ଭୁବନେଶ୍ୱର: କୁହାଯାଏ ପ୍ରେମ ହେଉଛି ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପଛାଏ ନାହିଁ । ହେଲେ ସେହି ପ୍ରେମ ବେଳେ ବେଳେ ବିନାଶ ଆଡକୁ ମଣିଷକୁ ଟାଣିନିଏ। ଏମିତି ଅନେକ ଘଟଣା ନୂଆପଡାରେ। https://youtu.be/DBlsJZOL66Y?si=ih2XosVSuauAZsVN ନୂଆପଡା…

ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ବେଳର ଭିଡିଓ ଭାଇରାଲ ଘଟଣା; ସେଥିପ୍ରତି ଧ୍ୟାନ ନଦେବାକୁ ପୁରୀ ଏସପିଙ୍କ ଅନୁରୋଧ

ପୁରୀ: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ରାଜ୍ୟରେ ଆଇନ ବ୍ୟବସ୍ଥାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ବିବାଦ ଥମିନଥିବା ବେଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପିଡିତାଙ୍କ ବୟାନ ରେକର୍ଡ ହେଉଥିବାର ଭିଡିଓ ଭାଇରାଲ…

ପ୍ରେମିକା ସହ ଚନ୍ଦ୍ରରେ ସମ୍ବନ୍ଧ ପାଇଁ ଚୋରୀ କଲେ ନାସାର ବୈଜ୍ଞାନିକ

ନୂଆଦିଲ୍ଲୀ: ଜହ୍ନ ରାଇଜକୁ ପ୍ରେମିକାଙ୍କୁ ନେବା ପାଇଁ ପ୍ରତ୍ୟେକ ପ୍ରେମିକର ସ୍ୱପ୍ନ ଦେଖିଥାଏ । ତେବେ ଏ ଭଳି ସ୍ୱପ୍ନ ନାସାର ଜଣେ ଯୁବ ବୈଜ୍ଞାନିକ ଦେଖିବ ତାହା କେହି କେବେ ଭାବି ନ ଥିଲେ । ଚନ୍ଦ୍ର ପୃଷ୍ଠରେ ପ୍ରେମିକା ସହ ସମ୍ବନ୍ଧ ସ୍ଥାପନ ପାଇଁ ଏହି ଯୁବ ବୈଜ୍ଞାନିକ ଚୋରୀ କରିବା ପାଇଁ…

ଦିଲ୍ଲୀରେ ଲଜ୍ଜାଜନକ ଘଟଣା; ମା’କୁ ନିର୍ଯାତନା ସହ ଦୁଷ୍କର୍ମ କଲା ପୁଅ

ନୂଆଦିଲ୍ଲୀ: ଦିଲ୍ଲୀର ହୌଜ କାଜି ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମାଆଙ୍କୁ ଦୁଇଥର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ପୀଡିତା ମହିଳା ପୋଲିସକୁ କହିଛନ୍ତି ଯେ ତାଙ୍କ ପୁଅ ତାଙ୍କୁ ତାଙ୍କ ବୁର୍ଖା ଖୋଲିବାକୁ ବାଧ୍ୟ କରିଥିଲା। ସେ ତାଙ୍କୁ…

ମାଗଣାରେ ସିଭିଲ ସର୍ଭିସ କୋଚିଂ; ଏହି ଦିନରୁ ଆରମ୍ଭ ରେଜିଷ୍ଟ୍ରେସନ…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସିଭିଲ୍ ସର୍ଭିସ ଆଶାୟୀ ନୂତନ ଭାବରେ ଆରମ୍ଭ ହୋଇଥିବା 'ମିସନ୍ ଆକାଂକ୍ଷା' ଅଧୀନରେ ପ୍ରତିବର୍ଷ ମାଗଣା କୋଚିଂ ପାଇବେ। ସ୍ୱାଧୀନତା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ନୂଆଦିଲ୍ଲୀର ଭିଜନ୍ ଆଇଏଏସ୍ ମଧ୍ୟରେ ଏହି ସମ୍ପର୍କରେ ଏକ…

ଆଳୁର ପରିବାରକୁ ଖୋଜି ପାଇଲେ ବୈଜ୍ଞାନିକ

ଭୁବନେଶ୍ୱର: ଆଳୁ ପ୍ରତ୍ୟେକ ପରିବାରର ଏକ ପରିଚିତ ପରିବା । ସାରା ବିଶ୍ୱରେ ଏହା ଏ ଭଳି ଏତେ ଲୋକପ୍ରିୟ ହୋଇଯିବ ତାହା କେହି କେବେ ଭାବି ନ ଥିଲେ । ଅବଶ୍ୟ ଆଳୁ ଏକ ଭଲ ଏବଂ ସ୍ୱାସ୍ଥ୍ୟକର ପରିବା ଭାବେ ଏବେ ବି ଗଣତି ହେଉ ନାହିଁ । ଆଳୁର ସୃଷ୍ଟି ନେଇ ପୂର୍ବରୁ ଅନେକ ପ୍ରକାରର ତଥ୍ୟ ଉପସ୍ଥାପନ…

ହକି ବିଶ୍ୱକପ୍ -୨୦୨୬ ପାଇଁ ଜର୍ମାନୀର ଯୋଗ୍ୟତା ହାସଲ; ଏବେ ଭାରତର ପାଳି…

ନୂଆଦିଲ୍ଲୀ: ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି । ଚଳିତ ୟୁରୋହକି ଚାମ୍ପିଅନସିପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିବା ପରେ ଜର୍ମାନୀ ଆଗାମୀ FIH ହକି ବିଶ୍ୱକପ୍ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛି ।…

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ନୂଆପଡା: ଖଡ଼ିଆଳ ସହରର ଲକ୍ଷ୍ମୀ ଛକ ନିକଟରେ ଅଘଟଣ ଘଟିଛି । ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ମାନେ ହେଲେ ଖଡ଼ିଆଳ ବ୍ଲକ କୁଟେନମୁଣ୍ଡା ଗ୍ରାମର ରଘୁମଣି ହାତୀ ଓ ଛତା ଗ୍ରାମର ବାସୁଦେବ ଭୋଇ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ରବିବାର…

ନବୀନ ପଟ୍ଟନାୟକ ଅସୁସ୍ଥ; ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର:ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ସୂଚନା ମିଳିଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୫ଟା ୧୫ରେ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଡିହାଇଡ୍ରେସନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି…