କିସ୍ତୱାରରେ ବାଦଲଫଟା ବର୍ଷା; ଓଡ଼ିଶା ସିଆଇଏସଏଫ ଯବାନଙ୍କ ମୃତ୍ୟୁ
ଭୁବନେଶ୍ୱର: ଅଗଷ୍ଟ ୧୪ରେ ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ବାଦଲଫଟା ବର୍ଷା ଯୋଗୁଁ ଓଡ଼ିଶାର ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଢେଙ୍କାନାଳର ପରଜଙ୍ଗ ଥାନା ଅନ୍ତର୍ଗତ ମାଣିକମାରା ଗ୍ରାମର ମନୋଜ ବିଶ୍ୱାଳ ଯେଉଁ କ୍ୟାମ୍ପରେ…