Latest Odisha News

BREAKING NEWS

Monthly Archives

August 2025

ସେପ୍ଟେମ୍ୱର ୨୮ରୁ କଟକରେ ଦୁର୍ଗାପୂଜା ଆରମ୍ଭ; ଏହି ତାରିଖରେ ଭସାଣୀ..

କଟକ:ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । କଟକର ପ୍ରସିଦ୍ଧ ଦୁର୍ଗା ପୂଜା ସେପ୍ଟେମ୍ୱର ୨୮ ତାରିଖରୁ ଆରମ୍ଭ ହେବ । ଅକ୍ଟୋବର ୩ ତାରିଖରେ ମାଙ୍କ ଭସାଣୀ ଶୋଭାଯାତ୍ରା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ…

ପିଲା ଜନ୍ମ କରିବ ରୋବୋଟ୍!

ନୂଆଦିଲ୍ଲୀ: ଗର୍ଭବତୀ ହେବ ରୋବର୍ଟ! ଜନ୍ମ କରିବ ପିଲା! ପ୍ରଯୁକ୍ତି ବିଦ୍ୟା ଏବେ ଅସମ୍ଭବକୁ ସମ୍ଭବ କରିବ । ଏଣିକି ରୋବୋଟ୍ ପିଲା ଜନ୍ମ କରିବ । ସବୁଠୁ ବଡ କଥା ହେୁଛି କୌଣସି ଛୋଟ ରୋବୋଟ୍ ନୁହେଁ, ମା ରୋବୋଟ୍ ଟି ଜଣେ ମଣିଷ ପିଲାକୁ ଜନ୍ମ ଦେବ । କିଛି ଏମିତି ପ୍ରଯୁକ୍ତିବିଦ୍ୟା…

ମିଆଁମାର ସେନା ନିଜ ଦେଶରେ କାହିଁକି କଲା ବିମାନ ଆକ୍ରମଣ ?ଚାଲିଗଲା ୨୧ଜୀବନ

ନୂଆଦିଲ୍ଲୀ:ଦକ୍ଷିଣ-ପୂର୍ବ ଏସୀୟ ଦେଶ ମିଆଁମାରର ରତ୍ନ-ଖଣି ଶିଳ୍ପର କେନ୍ଦ୍ର ମୋଗୋକ ସହରରେ ସେନା ଦ୍ୱାରା ବିମାନ ଆକ୍ରମଣ । ଏଥିରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ମଧ୍ୟ ଘାତକ ସାମରିକ ବିମାନ ଆକ୍ରମଣ ହୋଇଛି, ସେଥିରେ ପ୍ରାୟତଃ ସାଧାରଣ ନାଗରିକଙ୍କ…

ପ୍ରେମିକା ସହ ମିଶି ସ୍ତ୍ରୀଙ୍କ ଜୀବନ ନେଲେ ବିଜେପି ନେତା, ହତ୍ୟା କରି କାନ୍ଦିଲେ କୁମ୍ଭୀର କାନ୍ଦଣା….

ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ବିଜେପି ନେତା ରୋହିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳର ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଡିପ୍ରେସନରେ…

ସରଳ ହେଲା ଚାଷୀ ପଞ୍ଜିକରଣ: ବାପା କି ଜେଜେବାପାଙ୍କ ନାଁରେ ଜମି ଥିଲେ ବି ପୁଅମାନେ କରିପାରିବେ ପଞ୍ଜିକରଣ….

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ସରଳ ଏବଂ ସହଜ ହେବ ଚାଷୀ ପଞ୍ଜିକରଣ । ବାପାଦାଦା କି ଜେଜେବାପାଙ୍କ ନାମରେ ଜମି ଥିଲେ ବି ଏଣିକି ପୁଅମାନେ ମଧ୍ୟ ନିଜ ନାଁ ପଞ୍ଜିକରଣ କରିପାରିବେ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରିପାରିବେ । ଏଣିକି ଆଉ…

କ’ଣ ରହିଛି ଟ୍ରମ୍ପଙ୍କ ଯୋଜନା?, ଆଲାସ୍କାରେ ପୁଟିନଙ୍କ ସହ କଥା ନବନିବାରୁ, ଏବେ ଜେଲେନ୍ସକିଙ୍କୁ ଭେଟିବେ….

ନୂଆଦିଲ୍ଲୀ: ରୁଷ ପ୍ରତିପକ୍ଷ ପୁଟିନଙ୍କ ସହ ସାକ୍ଷାତ ପରେ ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ଦିନ ୱାଶିଂଟନ ଗସ୍ତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାକ୍ଷାତ କରିବେ…

କାଠୁଆରେ ବାଦଲ ଫଟା ବର୍ଷାର ତାଣ୍ଡବ, ରେଳ ଲାଇନ-ହାଇୱେ କ୍ଷତିଗ୍ରସ୍ତ; ୪ ମୃତ

ଶ୍ରୀନଗର:ଜମ୍ମୁ କାଶ୍ମୀରରେ ପ୍ରକୃତି ପୁଣି ଥରେ ତାଣ୍ଡବ ରଚିଛି। କିସ୍ତୱାର ପରେ କାଠୁଆରେ ମଧ୍ୟ ଫାଟିଲା ବାଦଲ । ଯୋଧ ଭ୍ୟାଲି, ଚନ୍ଦ୍ରାହ ଭେଡ ବଲୋରେ, ବଗରା ଜଙ୍ଗଲୋତେ ଏବଂ ଦିଲୱାନ ହଟଲି ଲଖନପୁର ସମେତ ଜିଲ୍ଲାର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଜୀବନ ଏବଂ ବ୍ୟାପକ…

ଝୁଲିଲା ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି: ବାତିଲ୍ ହେଲା ବାଣିଜ୍ୟ ଦଳର ଭାରତ ଗସ୍ତ, ପୁନଃନିର୍ଦ୍ଧାରିତ ହୋଇପାରେ….

ନୂଆଦିଲ୍ଲୀ: ଝୁଲିକି ରହିଛି ଭାରତ- ଆମେରିକା ବାଣିଜ୍ୟ ଚୁକ୍ତି । ଏହାରି ଭିତରେ ନୂଆଦିଲ୍ଲୀରେ ଅଗଷ୍ଟ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ଷଷ୍ଠ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ସ୍ଥଗିତ ରଖାଯାଇଛି ।…

ଆଲାସ୍କାରେ ଟ୍ରମ୍ପଙ୍କୁ ଭେଟିଥିଲେ ନକଲି ପୁଟିନ୍? ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେଟଘାଟକୁ ନେଇ ଏକ ମଜାଦାର ଗୁଜବ ଇଣ୍ଟରନେଟରେ ଭାଇରାଲ ହେଉଛି। ଅଗଷ୍ଟ ୧୫ରେ ଆଲାସ୍କାରେ ହୋଇଥିବା ଏହି ଭେଟରେ ପୁଟିନ୍ ନିଜେ ନଆସି ତାଙ୍କ ଭଳି ଦେଖାଯାଉଥିବା ଏକ ବ୍ୟକ୍ତିଙ୍କୁ…