Latest Odisha News

BREAKING NEWS

Monthly Archives

August 2025

ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇ ନ ଥିବାରୁ ୨୨୭ ଗାଡ଼ିର ଫିଟନେସ୍ ପ୍ରମାଣପତ୍ର ରଦ୍ଦ

କଟକ/ଭୁବନେଶ୍ୱର: ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ୱାରା କଡ଼ାକଡ଼ି ଏନଫୋର୍ସମେଣ୍ଟ ଜାରି ରହିଛି । ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନକୁ ନେଇ ମାରାଥନ୍ ଏନଫୋର୍ସମେଣ୍ଟ ପରେ ଏବେ…

ପରଲୋକରେ ପ୍ରସିଦ୍ଧ ଗଣିତଜ୍ଞ ଗୋକୁଳାନନ୍ଦ ଦାସ

ଭୁବନେଶ୍ୱର: ପ୍ରସିଦ୍ଧ ଗଣିତଜ୍ଞ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଉପ-କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସଙ୍କ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଶେଷ ସମୟରେ ତାଙ୍କ ପାଖରେ ଧର୍ମପତ୍ନୀ, ଦୁଇ ପୁଅ…

ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ମାତ୍ର ୪୫ ମିନିଟରେ ବିମାନଟି…

ଭୁବନେଶ୍ବର: ଆଜି ଭୁବନେଶ୍ବର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରୁ ଝାରସୁଗୁଡା ପର୍ଯ୍ୟନ୍ତ ବିମାନସେବାର ଶୁଭାରମ୍ଭ କରିଛନ୍ତି। ୭୬ ସିଟ୍‌ ବିଶିଷ୍ଟ Star Airର ଏହି ବିମାନଟି Odisha New Destination Policy ଅଧିନରେ ବିମାନ ଯୋଜନାରେ Viability Gap…

ଶିଶୁ ଓ ମହିଳା ମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ବ୍ୟାପକ ଉନ୍ନତି ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗ ପକ୍ଷରୁ ଅପପୁଷ୍ଟି ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ଟେକ୍-ହୋମ୍-ରାସନ୍ ଯୋଜନାରେ ଦିଆଯାଉଥିବା ଖାଦ୍ୟ ବିଶେଷକରି, ଛତୁଆ…

ସଡକ ଦୁର୍ଘଣା ହ୍ରାସ ପାଇଁ ପ୍ରୟାସ; ଏହି ୫ ଜିଲ୍ଲାରେ ମୁତୟନ ହେବେ ୫୦୦ ଟ୍ରାଫିକ ୱାର୍ଡେନ

କଟକ: ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବାପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ପରିବହନ ପ୍ରାଧିକରଣ ଆନୁକୁଲ୍ୟରେ ଆୟୋଜିତ ଏହି…

ପତି-ପତ୍ନୀ କରାଇଲେ DNA ଟେଷ୍ଟ, ରିପୋର୍ଟରୁ ଜଣାପଡ଼ିଲା ଦୁଇ ଜଣ ମା’-ପୁଅ, ଏହାପଛର ଭୟଙ୍କର ସତ

ନୂଆଦିଲ୍ଲୀ : ଜୀବନ କେତେବେଳେ ଏଭଳି ମୋଡ଼ ଆଣିଥାଏ, ଯେଉଁଠି ସମ୍ପର୍କର ମୂଳଦୁଆ ହଲିଯାଇଥାଏ। ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ଆମକୁ ସମ୍ପର୍କରେ ଥିବା ଗଭୀର ବିଡମ୍ବନା ଓ ଦୁଃଖ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରୁଛି। ଜଣେ ମହିଳା ଅଜାଣତରେ ତାଙ୍କ ନିଜ ଜନ୍ମ ଦେଇଥିବା ପୁଅ ସହ…

ରନୱେରେ ପିଟି ହେଲା ଇଣ୍ଡିଗୋ ବିମାନ; ଯାତ୍ରୀମାନେ ଅଳ୍ପକେ…

ମୁମ୍ବାଇ:ଶନିବାର (୧୬ ଅଗଷ୍ଟ) ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ପଛ ଭାଗ ରନୱେ ସହିତ ଧକ୍କା ହୋଇଛି। ସୌଭାଗ୍ୟବଶତଃ ବିମାନରେ ଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସୂଚନାନୁଯାୟୀ,ଇଣ୍ଡିଗୋର A321 ବିମାନର ଟେଲ୍…

PUBG ଲୋଭର୍ସଙ୍କୁ ଝଟକା ! ଏବେ ଏଥିରେ ଖେଳିପାରିବେନି ଗେମ୍, ଏହି ଦିନ ବନ୍ଦ ହୋଇଯିବ…

ଭୁବନେଶ୍ୱର: PUBG: Battlegrounds ର ଡେଭେଲପର ଟିମ୍ ଘୋଷଣା କରିଛି ଯେ ଏହି ଗେମ୍ ଏବେ ପ୍ଲେଷ୍ଟେସନ ୪ (PS4) ଓ ଏକ୍ସବକ୍ସ ୱାନ (Xbox One) ରେ ଉପଲବ୍ଧ ହେବ ନାହିଁ। ଏହି ବର୍ଷ ନଭେମ୍ବର ୧୩, ୨୦୨୫ରୁ ଗେମଟି କେବଳ ନୂଆ ପିଢ଼ିର କନସୋଲ ପ୍ଲେଷ୍ଟେସନ ୫ (PS5) ଓ ଏକ୍ସବକ୍ସ ସିରିଜ ଏକ୍ସ/ଏସ…

ପୁଣି ଜଣେ ଥାନାଧିକାରୀ ନିଲମ୍ବିତ

ଛତ୍ରପୁର: କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଥାନାଧିକାରୀ । ଗଞ୍ଜାମ ଜିଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି । ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ…

ଝିଅର ଦାନ୍ତ X-ray କରାଇବା ପାଇଁ ନେଇଯାଇଥିଲେ ମା’, ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଡାକ୍ତର

ଭୁବନେଶ୍ୱର: ଛୋଟ ପିଲାମାନେ ଅନେକ ସମୟରେ ମାଆବାପାଙ୍କଠାରୁ ଲୁଚିଛପି ଏଭଳି ଦୁଷ୍ଟାମି କରିଥାନ୍ତି, ଯାହା ମାଆବାପାଙ୍କୁ ଚିନ୍ତାରେ ପକାଇ ଦିଏ। କେତେବେଳେ ଏହି ଦୁଷ୍ଟାମି ଲୁଚି ରହେ, ଆଉ କେତେବେଳେ ଏଭଳି ଭାବେ ସାମ୍ନାକୁ ଆସେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏଭଳି ଏକ ଘଟଣା ଘଟିଛି…