Latest Odisha News

BREAKING NEWS

Monthly Archives

August 2025

ଭୋକ ପୂର୍ବ ଅପେକ୍ଷା କମ୍ ହୋଇଯାଇଛି, ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ..

ଭୁବନେଶ୍ବର:ପୂର୍ବରୁ ଆପଣ ଦୁଇଟି ରୁଟି ଖାଉଥିଲେ କିନ୍ତୁ ଏବେ କେବଳ ଗୋଟିଏ ରୁଟି ଖାଇବା ପରେ ପେଟ ଭରି ଯାଉଛି କିମ୍ବା ଖାଇବାକୁ ଇଚ୍ଛା ହେଉ ନାହିଁ। ଅନେକ ଲୋକ ଏହାକୁ ଥକାପଣ, ପାଗ କିମ୍ବା ମୁଡ୍ ର ପ୍ରଭାବ ଭାବି ଅଣଦେଖା କରନ୍ତି। କିନ୍ତୁ ଯଦି ଏହି ଅବସ୍ଥା ବାରମ୍ବାର ଘଟୁଛି ତେବେ ଏହାକୁ…

ପୁଣି ପଦାରେ ପଡିଲା ପାକିସ୍ତାନର ଆତଙ୍କୀ ପ୍ରେମ, ଅପରେସନ୍ ସିନ୍ଦୁରରେ ନିହତ ଆତଙ୍କବାଦୀ ଶେଷ କାର୍ଯ୍ୟରେ ନଜର ଆସିଲେ…

ନୂଆଦିଲ୍ଲୀ: ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ସହିତ ପାକିସ୍ତାନର ଗଭୀର ସମ୍ପର୍କର ପୁଣି ଥରେ ପର୍ଦ୍ଦାଫାଶ୍ ହୋଇଛି । ଭାରତର ସାମ୍ପ୍ରତିକ ଅପରେସନ୍ ସିନ୍ଦୁରରେ ନିହତ ଲସ୍କର-ଏ-ତୈବା (ଏଲଇଟି) ଆତଙ୍କବାଦୀଙ୍କ କବରରେ ପାକିସ୍ତାନର ଉଚ୍ଚ ସେନା ଅଧିକାରୀ ଏବଂ ବରିଷ୍ଠ ନାଗରିକ ଅଧିକାରୀମାନେ…

ଆଜିଠୁ ଆରମ୍ଭ ଫାଷ୍ଟାଗ୍ ବାର୍ଷିକ ପାସ୍ ସୁବିଧା, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଫାଷ୍ଟାଗ୍ ବାର୍ଷିକ ପାସ୍ ଆରମ୍ଭ କରିଛି। ଏହାକୁ ନେଇ କିଛି ମାସ ପୂର୍ବରୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ। ଏହା ଅଧୀନରେ କାର ଜିପ୍ ଏବଂ ଭ୍ୟାନ ଭଳି ଅଣ-ବାଣିଜ୍ୟିକ ଏବଂ ବ୍ୟକ୍ତିଗତ…

ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ, ଶୋଭାଯାତ୍ରା ବେଳେ ମାଡ ମାରିଥିବା ଅଭିଯୋଗ

ଜୟପୁର: ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ। କୋରାପୁଟ ଜିଲ୍ଲାରେ ଗତ ୧୪ ତାରିଖରେ ଏକ ଶୋଭାଯାତ୍ରା ବେଳେ ତାରାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରିଥିବା ନେଇ ଥାନାରେ ଏତଲା ହୋଇଛି। ଏହି ଶୋଭାଯାତ୍ରାରେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିଲେ।…

ନୋ ପାର୍କିଂରେ ଗାଡ଼ି ରଖିଥିଲେ କ୍ୟାବିନେଟ୍ ମନ୍ତ୍ରୀ, ଉଠାଇନେଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗୁରୁବାର ଦିନ ବିଧାନସଭା ଅଧିବେଶନ ସମୟରେ ୟୁପି ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଧଳା ଫର୍ଚୁନର କାରଟି ନୋ ପାର୍କିଂ ଜୋନରେ ରଖାଯାଇଥିବାରୁ…

ଟେନସନରେ ପାକ୍ ଖେଳାଳି; ଦରମା କାଟିବ କ୍ରିକେଟ୍ ବୋର୍ଡ

କରାଚି: ପାକିସ୍ତାନ କ୍ରିକେଟ୍ ଟିମର ପର୍ଫମାନ୍ସ ବର୍ତ୍ତମାନ ସମୟରେ ଭଲ ନାହିଁ। କେତେବେଳେ ବାଂଲାଦେଶଠାରୁ ହାରିବା, କେତେବେଳେ ୱେଷ୍ଟଇଣ୍ଡିଜ୍ ଭଳି ଟିମ୍ ଆଗରେ ମାଟି କାମୁଡ଼ିବା ଦେଖିବାକୁ ମିଳୁଛି। ଫଳସ୍ୱରୂପ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବେ ଖେଳାଳିମାନଙ୍କ ବିରୁଦ୍ଧରେ କଠୋର…

୭୯ତମ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ‘ଆଟ୍ ହୋମ୍’ ସମାରୋହ, ଯୋଗ ଦେଲେ ମୋଦିଙ୍କ ସମେତ ଅନେକ…

ନୂଆଦିଲ୍ଲୀ: ଭାରତର ୭୯ତମ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ଏକ 'ଆଟ୍ ହୋମ୍' ସମାରୋହ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ପୂର୍ବରୁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ…

କାଲିମେଳାରେ ଲଗାଣ ବର୍ଷା, ବୁଡ଼ିଲା ଏମଭି ୯୬ ବ୍ରିଜ୍

ମାଲକାନଗିରି: ପୋଲ ଉପରେ ୨ଫୁଟର ପାଣି। ମାଲକାନଗିରି ଜିଲ୍ଲା କାଲିମେଳାରେ ଲଗାଣ ବର୍ଷାରେ ବୁଡ଼ିଲା ଏମ୍.ଭି-୯୬ ବ୍ରିଜ୍। କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ବ୍ରିଜ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ…

ବାଲିପାଟଣା ଯୁବକଙ୍କ ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ: ବାପା, ଭାଇ ଜାଳି ଦେଇଥିବା ଅଭିଯୋଗ

ଭୁବନେଶ୍ୱର: ଶେଷରେ ଆଖି ବୁଜିଲେ ବାଲିପାଟଣାର ଜୀବନ ହରିବାକୁ ଉଦ୍ୟମ କରିଥିବା ଯୁବକ। ଗତକାଲି ପେଟ୍ରୋଲରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ପ୍ରାୟ ୪ ଟାରେ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ୟୋତି ରଞ୍ଜନ ମଠିଆ (୪୦)। ପେଟ୍ରୋଲ ନିଆଁରେ…