Latest Odisha News
Monthly Archives

August 2025

ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସ ଜାରି କଲା ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ ଜିଲ୍ଲା ସଭାପତି ବାଛିବାକୁ କଂଗ୍ରେସର କସରତ ଆରମ୍ଭ ହୋଇଯାଇଛି। ଏଥିପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି। ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାକୁ ଜିଲ୍ଲା ବୁଲିବେ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ।…

ମୁମ୍ବାଇରେ ଭୂସ୍ଖଳନ, ୨ ଜଣଙ୍କ ଜୀବନ ଗଲା

ମୁମ୍ବାଇ: ମୁମ୍ବାଇରେ ଶନିବାର ସକାଳ ଠାରୁ ଲଗାତାର ପ୍ରବଳ ବର୍ଷା ହେଉଛି ଯାହା ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ପାଣିପାଗ ବିଭାଗ (ଆଇଏମଡି) ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ଭିକ୍ରୋଲି (ପଶ୍ଚିମ)ର ବର୍ଷା ନଗରରେ ଅବସ୍ଥିତ ଜନ କଲ୍ୟାଣ…

ଏହି ସମସ୍ତ ଔଷଧୀୟ ଗଛ ଘରେ ଲଗାନ୍ତୁ ;ମିଳିବ ଅନେକ ଲାଭ…

ଭୁବନେଶ୍ବର: ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ, ଗଛଲତା ମଧ୍ୟ ଅନେକ ଲାଭ ପ୍ରଦାନ କରେ। କିଛି ଗଛଲତା ଘରର ବାୟୁକୁ ଶୁଦ୍ଧ କରିଥାଏ ଏବଂ କିଛି ରୋଗ ନିବାରଣ କରେ । ଆମେ ଆପଣଙ୍କୁ ଏପରି ୬ଟି ଔଷଧୀୟ ଗଛ ବିଷୟରେ କହିବୁ, ଯାହାକୁ ଆପଣ ଆପଣଙ୍କ ଘରେ ସହଜରେ ଚାଷ କରିପାରିବେ। - ହିନ୍ଦୁ…

‘୧ ଲକ୍ଷ କୋଟି ଟଙ୍କାର ଜୁମଲା – ସିଜନ ୨’…ମୋଦୀ ସରକାରକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଇଂଟର୍ନସିପ ଯୋଜନାକୁ "ଜୁମଲା" ବୋଲି କହି ଟାର୍ଗେଟ କରିଛନ୍ତି। ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୧ କୋଟି ଇଂଟର୍ନସିପ ଯୋଜନାରେ ମାତ୍ର ୯,୪୫୩ଟି ଇଂଟର୍ନସିପ ମିଳିଛି। ସେ ସରକାରଙ୍କୁ ଯୁବକମାନଙ୍କୁ ଭ୍ରମିତ କରିବା ଓ…

ଜିଏସଟି ସଂସ୍କାର: ଚାରୋଟି ବଦଳରେ ଏବେ କେବଳ ଦୁଇଟି ସ୍ଲାବ ନେଇ ସମ୍ଭାବନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ସୁଦ୍ଧା ଜିଏସଟି ସଂସ୍କାର କରିବାକୁ ଘୋଷଣା କରିଛନ୍ତି। ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ମୋଦୀ ଏହି ଘୋଷଣା କରିଛନ୍ତି। ଏହା ପରେ ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ)କୁ ଏକ ନୂଆ ଜିଏସଟି ଢାଞ୍ଚା ପ୍ରସ୍ତାବ…

ରବିବାର ବିଜେପି ସଂସଦୀୟ ବୋର୍ଡ ବୈଠକ, ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଉପରେ ହୋଇପାରେ ଚୂଡ଼ାନ୍ତ

ନୁଆଦିଲ୍ଲୀ: କେନ୍ଦ୍ରରେ ଶାସକ ଦଳ ବିଜେପି ରବିବାର, ୧୭ ଅଗଷ୍ଟରେ ସଂସଦୀୟ ବୋର୍ଡର ବୈଠକ ଡାକିଛି। ଏହି ବୈଠକ ସନ୍ଧ୍ୟା ୬ଟାରେ ଦିଲ୍ଲୀରେ ହେବ। ଏଥିରେ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ସମ୍ଭବ ହେଲେ ସେହି ଦିନ ପ୍ରାର୍ଥୀଙ୍କ ନାଁ…

ଟ୍ରମ୍ପଙ୍କୁ ନୋବେଲ ପ୍ରଦାନ ପାଇଁ ଏହି ସର୍ତ୍ତ ରଖିଲେ ହିଲାରୀ କ୍ଲିଣ୍ଟନ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି ସମୟରେ ପୂର୍ବତନ ଆମେରିକାର ବୈଦେଶିକ ମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପାର୍ଟିର ନେତା ହିଲାରୀ କ୍ଲିଣ୍ଟନ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ…

ଢେଙ୍କାନାଳରେ ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଅଟକ ପରେ ତଦନ୍ତ ଜାରି

ଢେଙ୍କାନାଳ: କାମାକ୍ଷାନଗରରେ ଜଣେ ଆତ୍ମଘୋଷିତ ବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଅଭିଯୁକ୍ତ ଜଣକ ଆଶ୍ରମର ରୋଷେୟା ଭାବେ କାମ କରୁଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କରିଛି। ମହିଳା ଜଣଙ୍କ…

ବଲିଉଡକୁ ଅଶ୍ଲୀଳ କହି ବିଗ୍ ବସ୍‌ରେ କାହିଁକି ଗଲେ? ଅନିରୁଦ୍ଧାଚାର୍ଯ୍ୟଙ୍କ ଜବାବ

ନୂଆଦିଲ୍ଲୀ: ମଥୁରା ବୃନ୍ଦାବନର ହିନ୍ଦୁ ଧର୍ମର ପ୍ରବଚକ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବିଗ୍ ବସ୍‌ରେ ଯିବା ନେଇ ପଚରାଯାଇଥିବା ପ୍ରଶ୍ନରେ ସେ କହିଛନ୍ତି, ପ୍ରଭୁ ହନୁମାନ ମଧ୍ୟ ଲଙ୍କାକୁ ଯାଇଛନ୍ତି, କିନ୍ତୁ ରାବଣ ସହ ବନ୍ଧୁତ୍ୱ…

ରାହୁଲ ଓ ଖଡ଼ଗେ କାହିଁକି ଆସିଲେନି ଲାଲକିଲ୍ଲା? ବିଜେପିର ଅଭିଯୋଗରେ କଂଗ୍ରେସର ଜବାବ

ନୂଆଦିଲ୍ଲୀ: ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଏହାକୁ ନେଇ ବିଜେପି କଂଗ୍ରେସକୁ କଟାକ୍ଷ କରିଛି। ବିଜେପି କହିଛି, ଏହା ଦେଶର ଅପମାନ। କଂଗ୍ରେସ କହିଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ…