Latest Odisha News

BREAKING NEWS

Monthly Archives

August 2025

ଲୋଭ ସାମାଜିକ ମୂଲ୍ୟବୋଧ ହ୍ରାସର ମୂଳ କାରଣ: ଜଷ୍ଟିସ୍‍ ଏନଏସ୍ ହେଗଡେ

ଭୁବନେଶ୍ୱର: ବର୍ତ୍ତମାନ ଯୁଗରେ ଲୋଭ ହିଁ ସାମାଜିକ ମୂଲ୍ୟବୋଧର ହ୍ରାସର ମୂଳ କାରଣ। ଏନେଇ ସ୍ୱନାମଧନ୍ୟ ଆଇନଜ୍ଞ, ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା କର୍ଣ୍ଣାଟକ ପ୍ରାକ୍ତନ ଲୋକାୟୁକ୍ତ ଜଷ୍ଟିସ୍‍ ଏନ୍‍ ସନ୍ତୋଷ ହେଗଡେ କହିଛନ୍ତି। ଦୁଇ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ…

କେମିତି ପ୍ରମାଣ କରିବେ, ଆପଣ ଭାରତୀୟ ନାଗରିକ?

ନୂଆଦିଲ୍ଲୀ: ଆଧାରକାର୍ଡ, ପାନ୍ କାର୍ଡ କି ଭୋଟ ପରିଚୟ ପତ୍ର ଆପଣଙ୍କ ନାଗରିକତାର ପ୍ରମାଣ ଦେବ ନାହିଁ । କେବଳ ଆଧାର କାର୍ଡ ଦର୍ଶଇ ପାରିବ ନାହିଁ ଯେ ଆପଣ ଭାରତର ନାଗରିକ । ବମ୍ବେ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏନେଇ ସ୍ପଷ୍ଟିକରଣ ରଖିସାରିଛନ୍ତି । ମଙ୍ଗଳବାର…

‘ଏମ୍‌.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲ’ର ଶୁଭାରମ୍ଭ; ପ୍ରକଳ୍ପର ବାସ୍ତବ ସ୍ଥିତି ସମ୍ପର୍କରେ ହେବେ ଅବଗତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ…

କାହା ଦମରେ ଧମକ ଦେଉଛନ୍ତି ମୁନିର?

ନୂଆଦିଲ୍ଲୀ: ଭାରତ ବିରୋଧରେ ପରମାଣୁ ଧମକ ଦେଇଛନ୍ତି ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିର। ଭବିଷ୍ୟତରେ ପାକିସ୍ତାନ ଉପରକୁ ବିପଦ ଆସିଲେ, ପରମାଣୁ ହତିଆରରେ କେବଳ ଭାରତ ନୁହେଁ ଅଧା ବିଶ୍ବକୁ ଧ୍ବଂସ କରିଦେବେ ବୋଲି କହିଛନ୍ତି ମୁନିର। ପାକିସ୍ତାନ ପାଖରେ 170ଟି ପରମାଣୁ ଅସ୍ତ୍ର ରହିଛି,…

ଥାନା ପରିସରରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ, ଏତଲା ଦେବାକୁ ଯାଇ ଖାଇଲେ ନିର୍ଧୁମ୍ ମାଡ଼

ଜଗତସିଂହପୁର: ବନ୍ଦର ମେରାଇନ୍ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ। ଏତଲା ଦେବାକୁ ଯାଇଥିବା ଯୁବକଙ୍କୁ ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗାଳି ଗୁଳଜ ସହିତ ବିଧା, ଗୋଇଠା, ଧକ୍କା ମାରିବା ଅଭିଯୋଗ ହୋଇଛି। ଅଭିଯୋଗ କଲେ ମାଡ଼ ଖାଇଥିବା ବ୍ୟକ୍ତିଙ୍କ ଝିଆରୀ। ମାଡ଼ ମାରିବା ସହ…

ଟି୨୦ରେ ସର୍ବାଧିକ ସ୍କୋର କରିଥିବା ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ବାଦ ପଡିଲେ କୋହଲି

ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୀର୍ଘ ଦିନ ପରେ ଟି୨୦ରେ ସର୍ବାଧିକ ରନ ସଂଗ୍ରହ କରିଥିବା ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ବାଦ ପଡିଛନ୍ତି । ଡେଭିଡ ୱାର୍ଣ୍ଣର ତାଙ୍କୁ ହଟେଇ ୫ମ ସ୍ଥାନ ହାସଲ କରିଛନ୍ତି । କୋହଲିଙ୍କ ବ୍ୟତୀତ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋହିତ…

‘ରାହୁଲ ଗାନ୍ଧୀଙ୍କ ଯୋଗାଯୋଗରେ ଅଛନ୍ତି ଚନ୍ଦ୍ରବାବୁ ନାଇଡୁ’, ବଡ ଦାବି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ….

ନୂଆଦିଲ୍ଲୀ: ଭୋଟ ଜାଲିଆତି ତାତି ଭିତରେ ଏବେ ବଡ ବିସ୍ଫୋରଣ କରିଚନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସଆରସିପି ମୁଖ୍ୟ ଜଗନ ମୋହନ ରେଡ୍ଡି । ରେଡ୍ଡି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଜଗନ ମୋହନ ରେଡ୍ଡି କହିଛନ୍ତି ଯେ…

ଅମଲା ସଂଘର ସମୂହ ଛୁଟି ପ୍ରସଙ୍ଗ;’ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ’

ଭୁବନେଶ୍ବର: ଓଡ଼ିଶା ରାଜସ୍ବ ଅମଲା ସଂଘକୁ ଆନ୍ଦୋଳନରୁ ଓହରିବାକୁ ରାଜସ୍ବ ମନ୍ତ୍ରୀଙ୍କ ଅପିଲ୍‌ । ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ କହିଛନ୍ତି । ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,କ୍ୟାଡର ପୁନର୍ଗଠନ କଥା…

ବୁଲା କୁକୁର ହଟାଇବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସୁପ୍ରିମକୋର୍ଟ?, ଏମିତି କହିଲେ ମୁଖ୍ୟ ବିଚାରପତି……

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ରାସ୍ତାରୁ ବୁଲା କୁକୁର ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ନିଷ୍ପତ୍ତିକୁ ନେଇ ଏବେ ହଙ୍ଗାମା ସୃଷ୍ଟି ହୋଇଛି । ଇଣ୍ଟରନେଟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରତିଟି କୁକୁର ପ୍ରେମୀ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଶ୍ରୟସ୍ଥଳୀକୁ ବୁଲା…

ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ଲାଞ୍ଚ ଦାବି; ବନ୍ଧା ହେଲେ ସ୍ୱାସ୍ଥ୍ୟ କର୍ମୀ 

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ଜଣେ ବ୍ୟକ୍ତିଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ଲାଞ୍ଚ ଦାବି କରି ଫସିଲେ ଅଧିକାରୀ। ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ (ଏମଏଚଡବ୍ଲୁ) ଏବଂ କିରାଣୀଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ…