ଆମେରିକାରୁ ଫେରୁଛନ୍ତି ଭାରତୀୟ: ଡରାଉଛି ଦେଶାନ୍ତର ହେବାର ଭୟ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ପୁନର୍ବାର କ୍ଷମତାକୁ ଆସିବା ପରଠାରୁ ସେଠାରେ ରହୁଥିବା ଅନ୍ୟ ଦେଶର ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ ଭିଜା ସମ୍ବନ୍ଧୀୟ ନିୟମ କଠୋର କରାଯାଇଥିଲା। ଏବେ ସେଠାରେ ରହୁଥିବା ଭାରତୀୟମାନଙ୍କୁ ଦେଶାନ୍ତର ପାଇଁ ନୋଟିସ…