Latest Odisha News

BREAKING NEWS

Monthly Archives

September 2025

Asia Cup 2025 Trophy Controversy: କୁଆଡେ ଗଲା ଟ୍ରଫି ଓ ମେଡାଲ? ପିସିବି ଅଧ୍ୟକ୍ଷଙ୍କ ବିରୋଧରେ ହେବ କି…

ମୁମ୍ବାଇ: ୨୦୨୫ ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ଭାରତ ଫାଇନାଲ ଜିତିବା ପରେ ଟ୍ରଫି ଏବଂ ମେଡିଲା ପାଇବା ଉଚିତ ଥିଲା। କିନ୍ତୁ, ଏପରି ହୋଇନଥିଲା। ମ୍ୟାଚ ପରେ ଭାରତୀୟ ଦଳ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ନକଭିଙ୍କ ହାତରୁ ଟ୍ରଫି…

Captain Suryakumar Yadav: କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ମହାନତା, ଏସିଆ କପ୍‌ର ମ୍ୟାଚ୍ ଫି’ ଭାରତୀୟ…

ମୁମ୍ବାଇ: ମହାନତା ଦେଖାଇଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ। ଏସିଆ କପ୍‌ର ମ୍ୟାଚ୍ ଫି' ଭାରତୀୟ ସେନାକୁ କଲେ ସମର୍ପିତ। ପହଲଗାମ୍ ଆତଙ୍କବାଦୀ ହମ୍‌ଲାରେ ନିହତଙ୍କ ପରିବାରକୁ ଦାନ କଲେ ବିଜୟର ପୁରସ୍କାର। ରବିବାର ରାତିରେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ଯାଦବ ଏହା…

IND vs PAK: ପାକିସ୍ତାନକୁ ପରାସ୍ତ ପରେ BCCIର ବଡ଼ ଘୋଷଣା: ଟିମ୍ ଇଣ୍ଡିଆକୁ ମିଳିବ ଏତେ କୋଟି ଟଙ୍କାର ପୁରସ୍କାର

ମୁମ୍ବାଇ: ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଛି। ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ…

Sola Puja: ଷୋଡଶ ପୂଜା ବେଳେ ମହିଳାଙ୍କୁ ମା’ ବିମଳାଙ୍କ ଦର୍ଶନ ମନା, ଜାଣନ୍ତୁ କାହିଁକି..

ପୁରୀ: ଶ୍ରୀମନ୍ଦିରରେ ଦେବୀ ବିମଳାଙ୍କ ମନ୍ଦିରରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା । ପରମ୍ପରା ଅନୁଯାୟୀ ଚଣ୍ଡୀପାଠ ସହ ସ୍ଵତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହେଉଛି । ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀ ତଥା ମୂଳାଷ୍ଟମୀରୁ ୧୬ ଦିନ ବ୍ୟାପୀ ଶୁକ୍ଲ ଅଷ୍ଟମୀ ପର୍ଯ୍ୟନ୍ତ ଏହି ବିଶେଷ ଷୋଡ଼ଶ ପୂଜା…

ହ୍ୟାଟ୍ରିକ ହାରିଲା ପାକିସ୍ତାନ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ; କଟା ଘା’ରେ ବାଜିଲା ଚୂନ

ନୂଆଦିଲ୍ଲୀ: ସୀମାରୁ ମୈଦାନ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଭାରତର ବିଜୟର ସେଲିବ୍ରେସନ ଜାରି ରହିଛି। କିଛି ମାସ ତଳେ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନର ସାମରିକ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏବେ ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟ ପାକିସ୍ତାନକୁ ଏସିଆ କପ୍ ୨୦୨୫ର…

ଏସିଆ କପ୍ ୨୦୨୫ ଫାଇନାଲ: ପାକିସ୍ତାନ ହାତରୁ ମ୍ୟାଚ ଛଡ଼ାଇ ଆଣିଲା ଭାରତ

ମୁମ୍ବାଇ: ଏସିଆ କପ୍ ୨୦୨୫ର ଫାଇନାଲ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇ ନବମ ଥର ପାଇଁ ମ୍ୟାଚ ଜିତିଛି। ଏହି ରୋମାଞ୍ଚକର ମ୍ୟାଚରେ ତିଲକ ବର୍ମାଙ୍କ ଦମଦାର ପାଳି ଭାରତକୁ ବିଜୟୀ କରାଇଛି। ତାଙ୍କର ଅର୍ଦ୍ଧଶତକ ପାକିସ୍ତାନ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ପାକିସ୍ତାନ ଭାରତ ଆଗରେ ୧୪୭ ରନର…

ଅସ୍ତ୍ର ଛାଡନ୍ତୁ, ଗୋଟିଏ ବି ଗୁଳି ଫୁଟିବ ନାହିଁ… ନକ୍ସଲ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଅମିତ…

ନୂଆଦିଲ୍ଲୀ: 'ଭାରତ ମନ୍ଥନ' ୨୦୨୫ - 'ନକ୍ସଲ ମୁକ୍ତ ଭାରତ' କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇ କହିଥିଲେ ଯେ ଦେଶ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ହେବ। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ମାଓବାଦୀଙ୍କ ଅସ୍ତ୍ରବିରତି ପ୍ରସ୍ତାବକୁ…

Chandi Medhas in Cuttack: ରୌପ୍ୟ ନଗରୀର ଚାନ୍ଦି ମେଢ଼ କ୍ଲବ୍‌ରେ ସାମିଲ ହେଲା ମଠ ସାହିର ମେଢ଼, ବ୍ୟବହାର…

କଟକ: କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ରୌପ୍ୟ ନଗରୀ ସହର କଟକର ରହିଛି ଅନେକ ପରମ୍ପରା । ବିଶେଷକରି ଦଶହରାକୁ ନେଇ ଅନେକ ଇତିହାସ ରହିଛି । ଚାନ୍ଦିମେଢ଼ ଏହାର ଏକ ଜ୍ବଳନ୍ତ ଉଦାହରଣ । ଏପଟେ ଦିନକୁ ଦିନ କଟକ ସହରରେ ଚାନ୍ଦିମେଢ଼ ସଂଖ୍ୟା ବୃଦ୍ଧି…

ଅକ୍ଟୋବର ୯ରୁ ବିଜେଡିର ଏକ ମାସଧରି ଜନସମ୍ପର୍କ ପଦଯାତ୍ରା…

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଓ ସାର୍ବଜନୀନ ଦଶହରା ପଡୁଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ। ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ…