Latest Odisha News

BREAKING NEWS

Monthly Archives

September 2025

ଡାକ୍ତରଖାନାରେ ରୋହିତ ଶର୍ମା !

ମୁମ୍ବାଇ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆ ବିପକ୍ଷ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଇତି ମଧ୍ୟରେ ଏକ ଭିଡିଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଏଥିରେ ରୋହିତଙ୍କୁ ବିଳମ୍ବିତ ରାତ୍ରରେ ମୁମ୍ବାଇର ଏକ ପ୍ରତିଷ୍ଠିତ…

Vice-Presidential Election: କାହିଁକି ବିଜୟୀ ହେବେ ରାଧାକ୍ରିଷ୍ଣନ୍?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭୋଟ ଦେଇ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଆଜି ଭୋଟ ଦେଉଛନ୍ତି । ଯାହା ମଙ୍ଗଳବାର…

Bangladeshi Hilsa: ଦୁର୍ଗା ପୂଜା ପାଇଁ ଭାରତକୁ ଆସିବ ଇଲିସି, ୧୨୦୦ ଟନ୍‌ ମାଛ ରପ୍ତାନି କଲା ବାଂଲାଦେଶ

କୋଲକାତା: ଆଉ କେଇଟା ଦିନ ପରେ ଧରାବତରଣ କରିବେ ମାଆ ଦୁର୍ଗା। ଚାରିଆଡେ ଉତ୍ସବମୁଖର। ତେବେ ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧିଲାଭ କରିଥିବା ପଶ୍ଚିମବଙ୍ଗରେ ମା'ଙ୍କ ପୂଜାରେ ଲୋକେ ଭିନ୍ନ ପ୍ରକାର ପାଳନ କରନ୍ତି। କାରଣ ଏଠାରେ ଦୁର୍ଗା ପୂଜା ସମୟରେ ଇଲିସି ମାଛର ଚାହିଦା ଅତ୍ୟନ୍ତ ବୃଦ୍ଧି…

Vice President Election 2025: ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ,…

ନୂଆଦିଲ୍ଲୀ: ଭାରତର ୧୭ ତମ ଉପରାଷ୍ଟ୍ରପତି ପାଇଁ ଏବେ ମତଦାନ ଆରମ୍ଭ ହୋଇଛି । ଦେଶର ୧୭ତମ ଉପରାଷ୍ଟ୍ରପତି ଚୟନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଭୋଟ୍ ଦେଇ ଭୋଟ ଗ୍ରହଣ ଆରମ୍ଭ କରିଛନ୍ତି ।  ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ବନ୍ୟା…

Chinese Ambassador Xu Feihong: ‘ଏକାଠି ଲଢିବେ ଭାରତ-ଚୀନ୍‌’, ଆମେରିକାକୁ ବଡ ବାର୍ତ୍ତା ଦେଲେ ଚୀନ୍…

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ଉତ୍ତେଜନା ଭିତରେ ଏବେ ନିକଟତର ହୋଇଛନ୍ତି ଚୀନ ଏବଂ ଭାରତ । ଚୀନ୍ ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ ସିଧା ଆମେରିକାକୁ ବଡ ବାର୍ତ୍ତା ଦେଇଛନ୍ତି । କହିଛନ୍ତି ଯେ ଭାରତ ଏବଂ ଚୀନ୍‌ ମିଳିତ ଭାବରେ ଆମେରିକାର ଟ୍ରମ୍ପ୍ ସରକାର ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ…

Utkal University: ବାଣୀବିହାର ବନ୍ଦ ଡ଼ାକରା: ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବା ନେଇ ଚାପା ଉତ୍ତେଜନା

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ। ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା…

Israel’s Full-Scale Attack: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ତୁରନ୍ତ ଗାଜା ଛାଡିବାକୁ ଲୋକଙ୍କୁ…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ତୁରନ୍ତ ଗାଜା ଛାଡିବାକୁ ସାଧାରଣଲୋକଙ୍କୁ ନିର୍ଦ୍ଦେଶ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ ବଡ଼ ସୈନ୍ୟ ଅପରେସନ ଆରମ୍ଭ ହେବ। ଗାଜା ସିଟି ଓ ଶରଣାର୍ଥୀ ଶିବିର ଗୁଡିକୁ ଲକ୍ଷ୍ୟ କରାଯିବ। ତେଣୁ ତୁରନ୍ତ ଗାଜା…

Puri Srimandir: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ ହେବ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି। ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। । ଶ୍ରଦ୍ଧାଳୁମାନେ…

Vice Presidential election: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ବିରତ ନେଇ ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ। ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ। ହେଲେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଏବେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କାରଣ…

ସୋସିଆଲ୍ ମିଡିଆ ଉପରୁ ବ୍ୟାନ ହଟାଇଲେ ନେପାଳ ସରକାର

କାଠମାଣ୍ଡୁ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ…