ଏସିଆ କପ କ୍ରିକେଟ: ମାନ୍ଦା ରହିଛି ଭାରତ-ପାକିସ୍ତାନ ଟିକେଟ ବିକ୍ରି
ଦୁବାଇ: ଏସିଆ କପ ୨୦୨୫ ମଙ୍ଗଳବାରଠାରୁ ଆରମ୍ଭ ହୋଇଯିବ । ଭାରତ ଓ ପାକିସ୍ତାନ ମ୍ୟାଚ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ରହିବା ସ୍ୱାଭାବିକ । ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ସବୁଠାରୁ ଆଗ ବିକ୍ରି ହୋଇଥାଏ । ଏଥର କିନ୍ତୁ ଏ ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ଟିକେଟ ବିକ୍ରି ହୋଇ ନାହିଁ ।…